ଇୟାନ ଚାପେଲ
ଇୟାନ ମାଇକେଲ ଚାପେଲ ସେପ୍ଟେମ୍ବର ୨୬, ୧୯୪୩ରେ ଜନ୍ମିତ ଜଣେ ଅଷ୍ଟ୍ରେଲିୟ କ୍ରିକେଟ ଖେଳାଳି । ଅଷ୍ଟ୍ରେଲିଆର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକଙ୍କ ଭିତରୁ ଜଣେ ଥିବା ଇୟାନ ଚାପେଲ ୧୯୭୧ ମସିହାରୁ ୧୯୭୫ ଯାଏ ଅଧିନାୟକ ଥିଲେ । ୧୯୭୫ରେ ICC ବିପକ୍ଷବାଦୀ world cricket ସିରୀଜରେ ଯୋଗଦାନ କାରଣରୁ ସେ ଆଉ ଅଷ୍ଟ୍ରେଲିଆ ଜାତୀୟ ଦଳ ପାଇଁ ଖେଳିଲେ ନାହି । ସେ ୩ ନମ୍ବର ସ୍ଥାନରେ ଖୁବ ଚମତ୍କାର ବ୍ୟାଟିଂ କରିବା ସହ ସ୍ପିନ ବୋଲିଂ ମଧ୍ୟ କରି ଦଳକୁ ଦୃଢ଼ ନେତୃତ୍ୱ ଦେଉଥିଲେ । ତଥାପି ତାଙ୍କର ବକ୍ତବ୍ୟଗୁଡ଼ିକ ପାଇଁ ସେ ବିବାଦୀୟ ମଧ୍ୟ ଥିଲେ । ତାଙ୍କ ସମୟରେ ଅଷ୍ଟ୍ରେଲିଆ ଦଳ " ସ୍ଲେଜିଙ୍ଗ" ପଦ୍ଧତି ପ୍ରଥମ କରି ଅନୁସରଣ କରିଥିଲା , ଯାହାକି ବିଶ୍ୱର ଅନନ୍ୟ କ୍ରିକେଟ ଦଳ ବହୁତ ସମାଲୋଚନା କରିଥିଲେ । ସେ ତାଙ୍କ ଦଳ ଫିଲଡିଙ୍ଗ କରୁଥିବା ବେଳେ ବିପକ୍ଷ୍ୟ ବ୍ଯାଟସମାନମାନଙ୍କୁ ଗାଳି ଗୁଲଜ , ବା ଉତ୍ତେଜିତ କଳା ପରି ଭାଷା ବ୍ୟବହାର କରି ତାଙ୍କର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ଯାହାକୁ " ସ୍ଲେଜିଙ୍ଗ " କୁହ ଯାଏ । ତେବେ ତାଙ୍କର ଦୃଢ଼ ନେତୃତ୍ୱ ମଧ୍ୟ ଥିଲା ।
ଇୟାନ ଚ୍ଯାପେଲଙ୍କ "ହୁକ " ଶଟ ତାଙ୍କର trade mark ଶୋଠ ବୋଲି କୁହାଯାଉଥିଲା । ବାଉନ୍ସର ବଲକୁ ସେ ଆରମରେ ହୁକ କରି ପଡ଼ିଆ ବାହାରକୁ ପଠେଇବାରେ ଉସତଡ ଥିଲେ .। ତା ସଙ୍ଗେ ସଙ୍ଗେ ସେ ଜଣେ ଚମତ୍କାର ଫିଲଡର ମଧ୍ୟ ଥିଲେ ଓ ଟେଷ୍ଟରେ ୧୦୦ରୁ ବେଶୀ କ୍ଯାଚ ନେଇଥିଲେ ।
୧୯୮୦ରେ ଅବସର ନେବା ପରେ ସେ ଚ୍ୟାନେଲ ୯ ନାମରେ କ୍ରିକେଟ ଚ୍ୟାନେଲରେ ପ୍ରମୁଖ ଭାଷ୍ୟକାର ଭୂମିକା ଗ୍ରହଣ କଲେ । ICC ହଲ ଓଫ ଫେମ ପୁରସ୍କାର ସେ ୨୦୦୯ରେ ପାଇଥିଲେ । କିମ୍ବଦନ୍ତୀ ସ୍ପିନ ବୋଲର ଶେନ ବର୍ନ ତାଙ୍କଦ୍ୱାରା ହିଁ ପ୍ରେରିତ ହୋଇ ଥିବା କୁହନ୍ତି ।
ପରିବାର ଓ ପ୍ରଥମ ଅବଦାନ
[ସମ୍ପାଦନା]ଇୟାନଙ୍କ ପରିବାର ବହୁ ଆଗରୁ ଅଷ୍ଟ୍ରେଲିୟ କ୍ରିକେଟ ସହ ଜଡ଼ିତ ଥିଲେ । ତାଙ୍କ ଜେଜେବାପା ପ୍ରସିଦ୍ଧ ଭିକ ରିଚାର୍ଡସନ ଅଷ୍ଟ୍ରେଲିଆ ଅଧିନାୟକ ତଥା ସ୍ୱନାମଧାନ୍ୟ ଖେଳାଳି ଥିଲେ । ତାଙ୍କ ପକ୍ଷରୁ ହିଁ ଦୁଇ ଭାଇ ଇୟାନ , ଟ୍ରେଭର ଆଉ ଗ୍ରେ ଚ୍ଯାପେଲ ଖେଳ ଶିଖିଥିଲେ । ପରେ ଇୟାନ ସେ ସମୟର ମହାନ କ୍ରିକେଟ ଅଳ ରାଉଣ୍ଡର ଗାରି ସୋବର୍ସଙ୍କଦ୍ୱାରା ବହୁତ ପ୍ରଭାବିତ ହେଇ ତାଙ୍କ ପରି ଖେଳିବାକୁ ଚେଷ୍ଟିତ ରହିଥିଲେ .
ଅନ୍ତର୍ଜାତିକ ପ୍ରଦର୍ଶନ
[ସମ୍ପାଦନା]୧୯୬୩ ମସିହାରୁ ଇୟାନ ଘରେଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଦେଇ ଆସିଲେ । ଘରେଇ ଶେଫିଲ୍ଡ ଶିଲ୍ଡ ପ୍ରତିଯୋଗୀତାରେ ସର୍ବକନିଷ୍ଠ ଖେଳାଳି ଭାବେ ପ୍ରବେଶ ପାଇ ସେ ଦ୍ୱିଶତକୀୟ ପାରି ଖେଳିବା ପରେ ପାକିସ୍ଥାନ ସହ ଟେଷ୍ଟ ଖେଳିବାକୁ ମନୋନୀତ ହେଲେ । ୧୯୬୪ରେ ପାକିସ୍ଥାନ ସହ ପ୍ରଥମ ଟେଷ୍ଟ ଖେଳି ମାତ୍ର ୧୧ ରଣ କାଲେ ଆଉ ୪ଟି କେଚ ନେଇଥିଲେ । ତା ପରେ ତାଙ୍କୁ ଦଳ ବାହାରେ ବସିବାକୁ ହେଲା ୧୯୬୫ ଇଂଲଣ୍ଡ ସହ ଏଶେସ ଟେଷ୍ଟ ସିରିଜର ଶେଷ ଟେଷ୍ଟ ଯାଏ । ସେଥିରେ ସେ ଅଲ ରାଉଣ୍ଡ ପ୍ରଦର୍ଶନ ଦେଇଥିଲେ ।
ଭାରତ ସହ ସେ ୧୯୬୭/୬୮ରେ ପ୍ରଥମେ ଖେଳିଲେ ଓ ବ୍ୟାଟିଂରେ ବିଫଳ ହେଇଥିଲେ । କିନ୍ତୁ ପରେ ପ୍ରତ୍ୟାବର୍ତନ କରି ୧୫୧ ରଣର ଏକ ଇନିଙ୍ଗ ଖେଳିଲେ । ତାଙ୍କର ଇଂଲଣ୍ଡ ସହ ଖେଳିଥିବା ପ୍ରଦର୍ଶନ ଖୁବ ଉନ୍ନତ ଥିଲା । ୧୯୮୯ ବେଳକୁ ତାଙ୍କର ବାଟିଙ୍ଗ ଶିଖରରେ ପହଞ୍ଚି ଥିଲା । ସେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ୧୮୮( ଆଉଟ ନ ହେଇ ), ୧୧୭,୧୮୦,୧୨୩, ୧୬୫ କରିବା ସହ ସିରିଜରେ ୬୮.୪୮ ହାରରେ 5୪୮ ରନ କଲେ ।
ଅଧିନାୟକତ୍ୱ
[ସମ୍ପାଦନା]The Ashes regained and the first World Cup
[ସମ୍ପାଦନା]ବିଶ୍ୱ ସିରିଜ କ୍ରିକେଟ
[ସମ୍ପାଦନା]ଇୟାନ ୧୯୭୬ /୭୭ରେ ଚ୍ୟାନେଲ ୯ ପ୍ରଯୋଜିତ ବିଶ୍ୱ ସିରିଜ କ୍ରିକେଟର ଆରମ୍ଭରେ ମୁଖ୍ୟ ଭୂମିକା ନେଇ ଏକ ବିଦ୍ରୋହୀ ସିରିଜ ଆରମ୍ଭ କଲେ , ଯାହା ବେସ କିଛି ଆନ୍ତର୍ଜାତୀୟ ଖେଳାଳିଙ୍କୁ ମୁଖ୍ୟ ଧାରାରୁ ବାହାର କରିନେଲା । ପରେ ଅବଶ୍ୟ ତାହା ବନ୍ଦ ହେଇଗଲା । ଏହା ପରେ ଇୟାନ ୧୯୭୯ରେ ପୁଣି ଅଷ୍ଟ୍ରେଲିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ ।
ଏକ ଦିବାସୀୟ ପ୍ରଦର୍ଶନ
[ସମ୍ପାଦନା]ଏକ ଦିବାସୀୟ କ୍ରିକେଟରେ ଇୟାନଙ୍କ ପ୍ରଦର୍ଶନ ଖୁବ ଭଲ ଥିଲା । ମାତ୍ର ଗୋଟିଏ ଅନ୍ତର୍ରାଷ୍ଟ୍ରୀୟ ମେଚ ଖେଳିଥିବା ଇୟାନ ODIରେ ପ୍ରଥମ ଛକା ମରିଥିବାର କୃତିର ଅଧିକାରୀ ।
ଅଧିନାୟକ ତଥ୍ୟ
[ସମ୍ପାଦନା]Season | Opponent | Played | Won | Lost | Drawn |
---|---|---|---|---|---|
1970-1 | England (home) | 1 | 0 | 1 | 0 |
1972 | England (away) | 5 | 2 | 2 | 1 |
1972–73 | Pakistan (home) | 3 | 3 | 0 | 0 |
1972–73 | West Indies (away) | 5 | 2 | 0 | 3 |
1973–74 | New Zealand (home) | 3 | 2 | 0 | 1 |
1973–74 | New Zealand (away) | 3 | 1 | 1 | 1 |
1974–75 | England (home) | 6 | 4 | 1 | 1 |
1975 | England (away) | 4 | 1 | 0 | 3 |
Official Tests | 30 | 15 | 5 | 10 | |
1971–72 | Rest of World XI (home) | 5 | 1 | 2 | 2 |
1977–78 | WSC Supertests (home) | 5 | 1 | 4 | 0 |
1978–79 | WSC Supertests (home) | 4 | 1 | 2 | 1 |
1979 | WSC Supertests (West Indies) | 5 | 1 | 1 | 3 |
All Matches | 49 | 19 | 14 | 16 |