ଇୟାନ ଚାପେଲ

ଉଇକିପିଡ଼ିଆ‌ରୁ

ଇୟାନ ମାଇକେଲ ଚାପେଲ ସେପ୍ଟେମ୍ବର ୨୬, ୧୯୪୩ରେ ଜନ୍ମିତ ଜଣେ ଅଷ୍ଟ୍ରେଲିୟ କ୍ରିକେଟ ଖେଳାଳି । ଅଷ୍ଟ୍ରେଲିଆର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକଙ୍କ ଭିତରୁ ଜଣେ ଥିବା ଇୟାନ ଚାପେଲ ୧୯୭୧ ମସିହାରୁ ୧୯୭୫ ଯାଏ ଅଧିନାୟକ ଥିଲେ । ୧୯୭୫ରେ ICC ବିପକ୍ଷବାଦୀ world cricket ସିରୀଜରେ ଯୋଗଦାନ କାରଣରୁ ସେ ଆଉ ଅଷ୍ଟ୍ରେଲିଆ ଜାତୀୟ ଦଳ ପାଇଁ ଖେଳିଲେ ନାହି । ସେ ୩ ନମ୍ବର ସ୍ଥାନରେ ଖୁବ ଚମତ୍କାର ବ୍ୟାଟିଂ କରିବା ସହ ସ୍ପିନ ବୋଲିଂ ମଧ୍ୟ କରି ଦଳକୁ ଦୃଢ଼ ନେତୃତ୍ୱ ଦେଉଥିଲେ । ତଥାପି ତାଙ୍କର ବକ୍ତବ୍ୟଗୁଡ଼ିକ ପାଇଁ ସେ ବିବାଦୀୟ ମଧ୍ୟ ଥିଲେ । ତାଙ୍କ ସମୟରେ ଅଷ୍ଟ୍ରେଲିଆ ଦଳ " ସ୍ଲେଜିଙ୍ଗ" ପଦ୍ଧତି ପ୍ରଥମ କରି ଅନୁସରଣ କରିଥିଲା , ଯାହାକି ବିଶ୍ୱର ଅନନ୍ୟ କ୍ରିକେଟ ଦଳ ବହୁତ ସମାଲୋଚନା କରିଥିଲେ । ସେ ତାଙ୍କ ଦଳ ଫିଲଡିଙ୍ଗ କରୁଥିବା ବେଳେ ବିପକ୍ଷ୍ୟ ବ୍ଯାଟସମାନମାନଙ୍କୁ ଗାଳି ଗୁଲଜ , ବା ଉତ୍ତେଜିତ କଳା ପରି ଭାଷା ବ୍ୟବହାର କରି ତାଙ୍କର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ଯାହାକୁ " ସ୍ଲେଜିଙ୍ଗ " କୁହ ଯାଏ । ତେବେ ତାଙ୍କର ଦୃଢ଼ ନେତୃତ୍ୱ ମଧ୍ୟ ଥିଲା । 

ଇୟାନ ଚ୍ଯାପେଲଙ୍କ "ହୁକ " ଶଟ ତାଙ୍କର trade mark ଶୋଠ ବୋଲି କୁହାଯାଉଥିଲା । ବାଉନ୍ସର ବଲକୁ ସେ ଆରମରେ ହୁକ କରି ପଡ଼ିଆ ବାହାରକୁ ପଠେଇବାରେ ଉସତଡ ଥିଲେ .। ତା ସଙ୍ଗେ ସଙ୍ଗେ ସେ ଜଣେ ଚମତ୍କାର ଫିଲଡର ମଧ୍ୟ ଥିଲେ ଓ ଟେଷ୍ଟରେ ୧୦୦ରୁ ବେଶୀ କ୍ଯାଚ ନେଇଥିଲେ । 

୧୯୮୦ରେ ଅବସର ନେବା ପରେ ସେ ଚ୍ୟାନେଲ ୯ ନାମରେ କ୍ରିକେଟ ଚ୍ୟାନେଲରେ ପ୍ରମୁଖ ଭାଷ୍ୟକାର ଭୂମିକା ଗ୍ରହଣ କଲେ । ICC ହଲ ଓଫ ଫେମ ପୁରସ୍କାର ସେ ୨୦୦୯ରେ ପାଇଥିଲେ । କିମ୍ବଦନ୍ତୀ ସ୍ପିନ ବୋଲର ଶେନ ବର୍ନ ତାଙ୍କଦ୍ୱାରା ହିଁ ପ୍ରେରିତ ହୋଇ ଥିବା କୁହନ୍ତି । 

ପରିବାର ଓ ପ୍ରଥମ ଅବଦାନ [ସମ୍ପାଦନା]

ଇୟାନଙ୍କ ପରିବାର ବହୁ ଆଗରୁ ଅଷ୍ଟ୍ରେଲିୟ କ୍ରିକେଟ ସହ ଜଡ଼ିତ ଥିଲେ । ତାଙ୍କ ଜେଜେବାପା ପ୍ରସିଦ୍ଧ ଭିକ ରିଚାର୍ଡସନ ଅଷ୍ଟ୍ରେଲିଆ ଅଧିନାୟକ ତଥା ସ୍ୱନାମଧାନ୍ୟ ଖେଳାଳି ଥିଲେ । ତାଙ୍କ ପକ୍ଷରୁ ହିଁ ଦୁଇ ଭାଇ ଇୟାନ , ଟ୍ରେଭର ଆଉ ଗ୍ରେ ଚ୍ଯାପେଲ ଖେଳ ଶିଖିଥିଲେ । ପରେ ଇୟାନ ସେ ସମୟର ମହାନ କ୍ରିକେଟ ଅଳ ରାଉଣ୍ଡର ଗାରି ସୋବର୍ସଙ୍କଦ୍ୱାରା ବହୁତ ପ୍ରଭାବିତ ହେଇ ତାଙ୍କ ପରି ଖେଳିବାକୁ ଚେଷ୍ଟିତ ରହିଥିଲେ .

ଚାପେଳଙ୍କ ପିତାମହ ପ୍ରଖ୍ୟାତ କ୍ରିକେଟ ଖେଳାଳି ରିଚାର୍ଡସନ

ଅନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]

୧୯୬୩ ମସିହାରୁ ଇୟାନ ଘରେଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଦେଇ ଆସିଲେ । ଘରେଇ ଶେଫିଲ୍ଡ ଶିଲ୍ଡ ପ୍ରତିଯୋଗୀତାରେ ସର୍ବକନିଷ୍ଠ ଖେଳାଳି ଭାବେ ପ୍ରବେଶ ପାଇ ସେ ଦ୍ୱିଶତକୀୟ ପାରି ଖେଳିବା ପରେ ପାକିସ୍ଥାନ ସହ ଟେଷ୍ଟ ଖେଳିବାକୁ ମନୋନୀତ ହେଲେ । ୧୯୬୪ରେ ପାକିସ୍ଥାନ ସହ ପ୍ରଥମ ଟେଷ୍ଟ ଖେଳି ମାତ୍ର ୧୧ ରଣ କାଲେ ଆଉ ୪ଟି କେଚ ନେଇଥିଲେ । ତା ପରେ ତାଙ୍କୁ ଦଳ ବାହାରେ ବସିବାକୁ ହେଲା ୧୯୬୫ ଇଂଲଣ୍ଡ ସହ ଏଶେସ ଟେଷ୍ଟ ସିରିଜର ଶେଷ ଟେଷ୍ଟ ଯାଏ । ସେଥିରେ ସେ ଅଲ ରାଉଣ୍ଡ ପ୍ରଦର୍ଶନ ଦେଇଥିଲେ । 

ଭାରତ ସହ ସେ ୧୯୬୭/୬୮ରେ ପ୍ରଥମେ ଖେଳିଲେ ଓ ବ୍ୟାଟିଂରେ ବିଫଳ ହେଇଥିଲେ । କିନ୍ତୁ ପରେ ପ୍ରତ୍ୟାବର୍ତନ କରି ୧୫୧ ରଣର ଏକ ଇନିଙ୍ଗ ଖେଳିଲେ । ତାଙ୍କର ଇଂଲଣ୍ଡ ସହ ଖେଳିଥିବା ପ୍ରଦର୍ଶନ ଖୁବ ଉନ୍ନତ ଥିଲା । ୧୯୮୯ ବେଳକୁ ତାଙ୍କର ବାଟିଙ୍ଗ ଶିଖରରେ ପହଞ୍ଚି ଥିଲା । ସେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ୧୮୮( ଆଉଟ ନ ହେଇ ), ୧୧୭,୧୮୦,୧୨୩, ୧୬୫ କରିବା ସହ ସିରିଜରେ ୬୮.୪୮  ହାରରେ 5୪୮ ରନ  କଲେ । 

ଅଧିନାୟକତ୍ୱ[ସମ୍ପାଦନା]

ପ୍ରାରମ୍ଭିକ ୧୯୭୦ ସମୟରେ ଇୟାନ ଚାପେଳ 

The Ashes regained and the first World Cup[ସମ୍ପାଦନା]

Ian Chappell's Test career batting performance. The red bars indicate the runs that he scored in an innings, with the blue line indicating the batting average in his last ten innings. The blue dots indicate an innings where he remained not out.[୧]

ବିଶ୍ୱ ସିରିଜ କ୍ରିକେଟ [ସମ୍ପାଦନା]

ଇୟାନ ୧୯୭୬ /୭୭ରେ ଚ୍ୟାନେଲ ୯ ପ୍ରଯୋଜିତ ବିଶ୍ୱ ସିରିଜ କ୍ରିକେଟର ଆରମ୍ଭରେ ମୁଖ୍ୟ ଭୂମିକା ନେଇ ଏକ ବିଦ୍ରୋହୀ ସିରିଜ ଆରମ୍ଭ କଲେ , ଯାହା ବେସ କିଛି ଆନ୍ତର୍ଜାତୀୟ ଖେଳାଳିଙ୍କୁ ମୁଖ୍ୟ ଧାରାରୁ ବାହାର କରିନେଲା । ପରେ ଅବଶ୍ୟ ତାହା ବନ୍ଦ ହେଇଗଲା । ଏହା ପରେ ଇୟାନ ୧୯୭୯ରେ ପୁଣି ଅଷ୍ଟ୍ରେଲିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । 

ଏକ ଦିବାସୀୟ ପ୍ରଦର୍ଶନ [ସମ୍ପାଦନା]

ଏକ ଦିବାସୀୟ  କ୍ରିକେଟରେ ଇୟାନଙ୍କ ପ୍ରଦର୍ଶନ ଖୁବ ଭଲ ଥିଲା । ମାତ୍ର ଗୋଟିଏ ଅନ୍ତର୍ରାଷ୍ଟ୍ରୀୟ ମେଚ ଖେଳିଥିବା ଇୟାନ ODIରେ ପ୍ରଥମ ଛକା ମରିଥିବାର କୃତିର ଅଧିକାରୀ ।  

ଅଧିନାୟକ ତଥ୍ୟ [ସମ୍ପାଦନା]

ଆଦିଲେଡ ପଡ଼ିଆରେ ଇୟାନ ଚାପେଳ ଗାଳ୍ଳେରୀ
Season Opponent Played Won Lost Drawn
1970-1 England (home) 1 0 1 0
1972 England (away) 5 2 2 1
1972–73 Pakistan (home) 3 3 0 0
1972–73 West Indies (away) 5 2 0 3
1973–74 New Zealand (home) 3 2 0 1
1973–74 New Zealand (away) 3 1 1 1
1974–75 England (home) 6 4 1 1
1975 England (away) 4 1 0 3
Official Tests 30 15 5 10
1971–72 Rest of World XI (home) 5 1 2 2
1977–78 WSC Supertests (home) 5 1 4 0
1978–79 WSC Supertests (home) 4 1 2 1
1979 WSC Supertests (West Indies) 5 1 1 3
All Matches 49 19 14 16

References[ସମ୍ପାଦନା]

Notes[ସମ୍ପାଦନା]