Jump to content

ଜୋୟା ହୁସେନ

ଉଇକିପିଡ଼ିଆ‌ରୁ
(Zoya Hussainରୁ ଲେଉଟି ଆସିଛି)
ଜୋୟା ହୁସେନ
ଜନ୍ମ (1990-10-01) ୧ ଅକ୍ଟୋବର ୧୯୯୦ (ବୟସ ୩୪)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୭ – ଏବେଯାଏଁ

ଜୋୟା ହୁସେନ (ଜନ୍ମ: ୧ ଅକ୍ଟୋବର ୧୯୯୦) ଜଣେ ଭାରତୀୟ ଅଭିନେତ୍ରୀ, ଲେଖକ ଏବଂ ନିର୍ଦ୍ଦେଶିକା ଯିଏ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ କାମ କରନ୍ତି । ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ମୁକ୍କାବାଜରେ ତାଙ୍କ ଅଭିନୟ ପାଇଁ ସେ ଜଣାଶୁଣା ।

ଜୋୟା ୧୯୯୦ ମସିହାର ଅକ୍ଟୋର ୧ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।[] ୨୦୧୭ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମୁକ୍କାବାଜ [][][] ସେ ଲେଖିଥିବା ଏକ କାହାଣୀ ପାଇଁ ପ୍ରଥମେ ଅନୁରାଗ କାଶ୍ୟପଙ୍କୁ ଭେଟିଥିଲେ, ମାତ୍ର ତାଙ୍କ କାହାଣୀ ସ୍ୱୀକୃତି ମିଳିନଥିଲା ବରଂ ତାଙ୍କୁ ଏହି କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।[] ତାଙ୍କଦ୍ୱାରା ଅଭିନୀତ ଏହି ଭୂମିକା ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୭ ମୁକ୍କାବାଜ୍ ସୁନୈନା ମିଶ୍ର ହିନ୍ଦୀ
୨୦୧୮ ତିନ୍ ଔର୍ ଆଧା ସୁଲେଖା ହିନ୍ଦୀ
ନାମଦେବ ଭାଉ: ଇନ୍ ସର୍ଚ୍ଚ ଅଫ୍ ସାଇଲେନ୍ସ ତାରା ହିନ୍ଦୀ
୨୦୧୯ ଲାଲ୍ କପ୍ତାନ ଦ ଉଇଡୋ ହିନ୍ଦୀ []
୨୦୨୧ କାଦନ / ଆରନ୍ୟା / ହାତୀ ମେରେ ସାଥି ଅରୁଭି / ଆରଭି ତାମିଲ୍
ତେଲୁଗୁ
ହିନ୍ଦୀ [][]
ଅନ୍‌କହି କାହାନିଆଁ ତନୁ ମାଥୁର୍ ହିନ୍ଦୀ ଆନ୍ଥେଲୋଜି [୧୦]

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ଓଟିଟି ଆଧାର
୨୦୨୧ ଗ୍ରହଣ ଏସପି ଅମୃତା ସିଂ ଡିଜନି+ ହଟଷ୍ଟାର୍ [୧୧]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ଶୀର୍ଷକ କଳାକାର ଆଧାର
୨୦୧୮ କୋଲ୍ଡ/ମେସ୍ ପ୍ରତୀକ କୁହାଦ [୧୨]
୨୦୨୧ ବ୍ରେକ୍ ଫ୍ରି
  1. IANS (6 January 2018). "Training in theatre helped me to act in Mukkabaaz: Actress Zoya Hussain". Archived from the original on 29 October 2018. Retrieved 10 August 2018. {{cite journal}}: Cite journal requires |journal= (help)
  2. "When Mukkabaaz filmmaker Zoya Hussain wanted to direct Anurag Kashyap" (in ଆମେରିକୀୟ ଇଂରାଜୀ). 2 January 2018. Retrieved 10 August 2018.
  3. Team, ELLE India. "Meet Zoya Hussain, Anurag Kashyap's newest muse". Elle India (in ଆମେରିକୀୟ ଇଂରାଜୀ). Retrieved 10 August 2018.
  4. "Mukkabaaz actor Zoya Hussain: Earlier, mute characters in films were mere caricatures". www.hindustantimes.com (in ଇଂରାଜୀ). 16 January 2018. Retrieved 13 August 2018.
  5. "When Zoya Hussain wanted to direct a film with Anurag Kashyap". Deccan Herald. Press Trust of India. 2 January 2018.
  6. Sen, Raja (11 April 2019). "Mukkabaaz Movie Review: Vineet Kumar Singh Shines In Anurag Kashyap's Greatest Film". NDTV.
  7. PTI (28 March 2018). "'Mukkabaaz' star Zoya Hussain teams up with Saif Ali Khan". GulfNews. Retrieved 10 August 2018.
  8. "Mukkabaaz actress Zoya Hussain to star in Haathi Mere Saathi?". Deccan Chronicle (in ଇଂରାଜୀ). 3 February 2018. Retrieved 10 August 2018.
  9. "Mukkabaaz actress Zoya Hussain to star in Haathi Mere Saathi?". Deccan Chronicle. 3 February 2018.
  10. "ANKAHI KAHANIYA REVIEW : A DELIGHTFUL ANTHOLOGY OF LOVE AND EMOTIONS". India Times. Retrieved 17 September 2021.
  11. "Pavan Malhotra, Zoya Hussain to star in Disney+ Hotstar series `Grahan`; trailer released". Mid-Day. 10 June 2021. Retrieved 26 June 2021.
  12. "Singing sensation Prateek Kuhad reveals why 'Cold/Mess' is special to him". ANI News (in ଇଂରାଜୀ). Retrieved 15 February 2022.

ବାହାର ଲିଙ୍କ୍

[ସମ୍ପାଦନା]