ଜୋୟା ହୁସେନ
Appearance
ଜୋୟା ହୁସେନ | |
---|---|
ଜନ୍ମ | ନୂଆ ଦିଲ୍ଲୀ, ଭାରତ | ୧ ଅକ୍ଟୋବର ୧୯୯୦
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୭ – ଏବେଯାଏଁ |
ଜୋୟା ହୁସେନ (ଜନ୍ମ: ୧ ଅକ୍ଟୋବର ୧୯୯୦) ଜଣେ ଭାରତୀୟ ଅଭିନେତ୍ରୀ, ଲେଖକ ଏବଂ ନିର୍ଦ୍ଦେଶିକା ଯିଏ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ କାମ କରନ୍ତି । ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ମୁକ୍କାବାଜରେ ତାଙ୍କ ଅଭିନୟ ପାଇଁ ସେ ଜଣାଶୁଣା ।
ପେଷା
[ସମ୍ପାଦନା]ଜୋୟା ୧୯୯୦ ମସିହାର ଅକ୍ଟୋର ୧ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।[୧] ୨୦୧୭ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମୁକ୍କାବାଜ [୨][୩][୪] ସେ ଲେଖିଥିବା ଏକ କାହାଣୀ ପାଇଁ ପ୍ରଥମେ ଅନୁରାଗ କାଶ୍ୟପଙ୍କୁ ଭେଟିଥିଲେ, ମାତ୍ର ତାଙ୍କ କାହାଣୀ ସ୍ୱୀକୃତି ମିଳିନଥିଲା ବରଂ ତାଙ୍କୁ ଏହି କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।[୫] ତାଙ୍କଦ୍ୱାରା ଅଭିନୀତ ଏହି ଭୂମିକା ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୧୭ | ମୁକ୍କାବାଜ୍ | ସୁନୈନା ମିଶ୍ର | ହିନ୍ଦୀ | |
୨୦୧୮ | ତିନ୍ ଔର୍ ଆଧା | ସୁଲେଖା | ହିନ୍ଦୀ | |
ନାମଦେବ ଭାଉ: ଇନ୍ ସର୍ଚ୍ଚ ଅଫ୍ ସାଇଲେନ୍ସ | ତାରା | ହିନ୍ଦୀ | ||
୨୦୧୯ | ଲାଲ୍ କପ୍ତାନ | ଦ ଉଇଡୋ | ହିନ୍ଦୀ | [୭] |
୨୦୨୧ | କାଦନ / ଆରନ୍ୟା / ହାତୀ ମେରେ ସାଥି | ଅରୁଭି / ଆରଭି | ତାମିଲ୍ ତେଲୁଗୁ ହିନ୍ଦୀ [୮][୯] |
|
ଅନ୍କହି କାହାନିଆଁ | ତନୁ ମାଥୁର୍ | ହିନ୍ଦୀ | ଆନ୍ଥେଲୋଜି [୧୦] |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ଓଟିଟି | ଆଧାର |
---|---|---|---|---|
୨୦୨୧ | ଗ୍ରହଣ | ଏସପି ଅମୃତା ସିଂ | ଡିଜନି+ ହଟଷ୍ଟାର୍ | [୧୧] |
ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]ବର୍ଷ | ଶୀର୍ଷକ | କଳାକାର | ଆଧାର |
---|---|---|---|
୨୦୧୮ | କୋଲ୍ଡ/ମେସ୍ | ପ୍ରତୀକ କୁହାଦ | [୧୨] |
୨୦୨୧ | ବ୍ରେକ୍ ଫ୍ରି |
ଆଧାର
[ସମ୍ପାଦନା]- ↑ IANS (6 January 2018). "Training in theatre helped me to act in Mukkabaaz: Actress Zoya Hussain". Archived from the original on 29 October 2018. Retrieved 10 August 2018.
{{cite journal}}
: Cite journal requires|journal=
(help) - ↑ "When Mukkabaaz filmmaker Zoya Hussain wanted to direct Anurag Kashyap" (in ଆମେରିକୀୟ ଇଂରାଜୀ). 2 January 2018. Retrieved 10 August 2018.
- ↑ Team, ELLE India. "Meet Zoya Hussain, Anurag Kashyap's newest muse". Elle India (in ଆମେରିକୀୟ ଇଂରାଜୀ). Retrieved 10 August 2018.
- ↑ "Mukkabaaz actor Zoya Hussain: Earlier, mute characters in films were mere caricatures". www.hindustantimes.com (in ଇଂରାଜୀ). 16 January 2018. Retrieved 13 August 2018.
- ↑ "When Zoya Hussain wanted to direct a film with Anurag Kashyap". Deccan Herald. Press Trust of India. 2 January 2018.
- ↑ Sen, Raja (11 April 2019). "Mukkabaaz Movie Review: Vineet Kumar Singh Shines In Anurag Kashyap's Greatest Film". NDTV.
- ↑ PTI (28 March 2018). "'Mukkabaaz' star Zoya Hussain teams up with Saif Ali Khan". GulfNews. Retrieved 10 August 2018.
- ↑ "Mukkabaaz actress Zoya Hussain to star in Haathi Mere Saathi?". Deccan Chronicle (in ଇଂରାଜୀ). 3 February 2018. Retrieved 10 August 2018.
- ↑ "Mukkabaaz actress Zoya Hussain to star in Haathi Mere Saathi?". Deccan Chronicle. 3 February 2018.
- ↑ "ANKAHI KAHANIYA REVIEW : A DELIGHTFUL ANTHOLOGY OF LOVE AND EMOTIONS". India Times. Retrieved 17 September 2021.
- ↑ "Pavan Malhotra, Zoya Hussain to star in Disney+ Hotstar series `Grahan`; trailer released". Mid-Day. 10 June 2021. Retrieved 26 June 2021.
- ↑ "Singing sensation Prateek Kuhad reveals why 'Cold/Mess' is special to him". ANI News (in ଇଂରାଜୀ). Retrieved 15 February 2022.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜୋୟା ହୁସେନ