Jump to content

ଜୋୟା ହୁସେନ

ଉଇକିପିଡ଼ିଆ‌ରୁ
ଜୋୟା ହୁସେନ
ଜନ୍ମ (1990-10-01) ୧ ଅକ୍ଟୋବର ୧୯୯୦ (ବୟସ ୩୬)
ପେଷାs
  • ଅଭିନେତ୍ରୀ
  • ମଡେଲ୍
କାର୍ଯ୍ୟକାଳ୨୦୧୭ – ଏବେଯାଏଁ

ଜୋୟା ହୁସେନ (ଜନ୍ମ: ୧ ଅକ୍ଟୋବର ୧୯୯୦) ଜଣେ ଭାରତୀୟ ଅଭିନେତ୍ରୀ, ଲେଖକ ଏବଂ ନିର୍ଦ୍ଦେଶିକା ଯିଏ ମୁଖ୍ୟତଃ ହିନ୍ଦୀ ଚଳଚ୍ଚିତ୍ରରେ କାମ କରନ୍ତି । ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ମୁକ୍କାବାଜରେ ତାଙ୍କ ଅଭିନୟ ପାଇଁ ସେ ଜଣାଶୁଣା ।

ଜୋୟା ୧୯୯୦ ମସିହାର ଅକ୍ଟୋର ୧ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।[୧] ୨୦୧୭ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ମୁକ୍କାବାଜ [୨][୩][୪] ସେ ଲେଖିଥିବା ଏକ କାହାଣୀ ପାଇଁ ପ୍ରଥମେ ଅନୁରାଗ କାଶ୍ୟପଙ୍କୁ ଭେଟିଥିଲେ, ମାତ୍ର ତାଙ୍କ କାହାଣୀ ସ୍ୱୀକୃତି ମିଳିନଥିଲା ବରଂ ତାଙ୍କୁ ଏହି କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।[୫] ତାଙ୍କଦ୍ୱାରା ଅଭିନୀତ ଏହି ଭୂମିକା ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ ।[୬]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୧୭ ମୁକ୍କାବାଜ୍ ସୁନୈନା ମିଶ୍ର ହିନ୍ଦୀ
୨୦୧୮ ତିନ୍ ଔର୍ ଆଧା ସୁଲେଖା ହିନ୍ଦୀ
ନାମଦେବ ଭାଉ: ଇନ୍ ସର୍ଚ୍ଚ ଅଫ୍ ସାଇଲେନ୍ସ ତାରା ହିନ୍ଦୀ
୨୦୧୯ ଲାଲ୍ କପ୍ତାନ ଦ ଉଇଡୋ ହିନ୍ଦୀ [୭]
୨୦୨୧ କାଦନ / ଆରନ୍ୟା / ହାତୀ ମେରେ ସାଥି ଅରୁଭି / ଆରଭି ତାମିଲ୍
ତେଲୁଗୁ
ହିନ୍ଦୀ [୮][୯]
ଅନ୍‌କହି କାହାନିଆଁ ତନୁ ମାଥୁର୍ ହିନ୍ଦୀ ଆନ୍ଥେଲୋଜି [୧୦]

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ଓଟିଟି ଆଧାର
୨୦୨୧ ଗ୍ରହଣ ଏସପି ଅମୃତା ସିଂ ଡିଜନି+ ହଟଷ୍ଟାର୍ [୧୧]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ଶୀର୍ଷକ କଳାକାର ଆଧାର
୨୦୧୮ କୋଲ୍ଡ/ମେସ୍ ପ୍ରତୀକ କୁହାଦ [୧୨]
୨୦୨୧ ବ୍ରେକ୍ ଫ୍ରି
  1. ↑ IANS (6 January 2018). "Training in theatre helped me to act in Mukkabaaz: Actress Zoya Hussain". Archived from the original on 29 October 2018. Retrieved 10 August 2018. {{cite journal}}: Cite journal requires |journal= (help)
  2. ↑ "When Mukkabaaz filmmaker Zoya Hussain wanted to direct Anurag Kashyap" (in ଆମେରିକୀୟ ଇଂରାଜୀ). 2 January 2018. Retrieved 10 August 2018.
  3. ↑ Team, ELLE India. "Meet Zoya Hussain, Anurag Kashyap's newest muse". Elle India (in ଆମେରିକୀୟ ଇଂରାଜୀ). Archived from the original on 21 June 2018. Retrieved 10 August 2018.
  4. ↑ "Mukkabaaz actor Zoya Hussain: Earlier, mute characters in films were mere caricatures". www.hindustantimes.com (in ଇଂରାଜୀ). 16 January 2018. Retrieved 13 August 2018.
  5. ↑ "When Zoya Hussain wanted to direct a film with Anurag Kashyap". Deccan Herald. Press Trust of India. 2 January 2018.
  6. ↑ Sen, Raja (11 April 2019). "Mukkabaaz Movie Review: Vineet Kumar Singh Shines In Anurag Kashyap's Greatest Film". NDTV.
  7. ↑ PTI (28 March 2018). "'Mukkabaaz' star Zoya Hussain teams up with Saif Ali Khan". GulfNews. Archived from the original on 29 October 2018. Retrieved 10 August 2018.
  8. ↑ "Mukkabaaz actress Zoya Hussain to star in Haathi Mere Saathi?". Deccan Chronicle (in ଇଂରାଜୀ). 3 February 2018. Retrieved 10 August 2018.
  9. ↑ "Mukkabaaz actress Zoya Hussain to star in Haathi Mere Saathi?". Deccan Chronicle. 3 February 2018.
  10. ↑ "ANKAHI KAHANIYA REVIEW : A DELIGHTFUL ANTHOLOGY OF LOVE AND EMOTIONS". India Times. Retrieved 17 September 2021.
  11. ↑ "Pavan Malhotra, Zoya Hussain to star in Disney+ Hotstar series `Grahan`; trailer released". Mid-Day. 10 June 2021. Retrieved 26 June 2021.
  12. ↑ "Singing sensation Prateek Kuhad reveals why 'Cold/Mess' is special to him". ANI News (in ଇଂରାଜୀ). Retrieved 15 February 2022.[permanent dead link]

ବାହାର ଲିଙ୍କ୍

[ସମ୍ପାଦନା]