ଜିଲୁଟନ
| Clinical data | |
|---|---|
| Trade names | Zyflo, other |
| AHFS/Drugs.com | monograph |
| MedlinePlus | a697013 |
| data | |
| Pregnancy category |
|
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Bioavailability | Not yet established |
| Protein binding | 93% |
| Metabolism | Liver (CYP1A2, CYP2C9 and CYP3A4-mediated) |
| Elimination half-life | 2.5 hours |
| Excretion | Kidney |
| Identifiers | |
| |
| ECHA InfoCard | 100.121.111 |
| Chemical and physical data | |
| Formula | C11H12N2O2S |
| Molar mass | ୨୩୬.୨୯ g·mol−1 |
| 3D model (JSmol) | |
| |
| |
| (verify) | |
ଜିଲୁଟନ (ଇଂରାଜୀ ଭାଷାରେ Zileuton ), ଅନ୍ୟମାନଙ୍କ ମଧ୍ୟରେ ଯାଇଫ୍ଲୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଜ୍ମା ରୋଗର ଚିକିତ୍ସା ତଥା ରକ୍ଷଣାବେକ୍ଷଣ ପାଇଁ ବ୍ୟବହୃତ ହୁଏ ।[୨] ପ୍ରଶ୍ୱାସପ୍ରାପ୍ତ ଷ୍ଟିରଏଡ ଔଷଧ ପର୍ଯ୍ୟାପ୍ତ ନହେବାବେଳେ ଏହାର ଥେରାପିରେ ଏହି ଔଷଧ ବ୍ୟବହୃତ ହୋଇପାରେ ।[୨] ଏହାକୁ ପାଟିରେ ଦିନକୁ ଦୁଇରୁ ଚାରିଥର ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଏହା ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ଅଛି, କିଛି ପଶୁ ଅଧ୍ୟୟନରେ କ୍ଷତି ହେଉଥିବା ମିଳୁଛି ।[୧] ଏହା ଏକ ଲ୍ୟୁକୋଟ୍ରିଏନ ମଡିଫାୟର୍ ଯାହା ଲ୍ୟୁକୋଟ୍ରିଏନ ଉତ୍ପାଦନକୁ ଅବରୋଧ କରିଥାଏ ।[୨]
୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେରେ ବ୍ୟବହାର ପାଇଁ ଜିଲୁଟନ ଅନୁମୋଦିତ ହୋଇଥିଲା ।[୨] ୟୁରୋପରେ ଏହା ଅନୁମୋଦିତ ନୁହେଁ ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୯୦୦ ଡଲାର ଥିଲା ।[୪] ଏହା ତୁରନ୍ତ ଏବଂ ବିସ୍ତାରିତ ନିଷ୍କାସନ ସୂତ୍ରରେ ଉପଲବ୍ଧ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Zileuton Use During Pregnancy". Drugs.com (in ଇଂରାଜୀ). Archived from the original on 18 January 2021. Retrieved 4 August 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Zileuton Monograph for Professionals". Drugs.com (in ଇଂରାଜୀ). Archived from the original on 27 August 2019. Retrieved 4 August 2021.
- ↑ Talbot, John; Waller, Patrick (19 November 2004). Stephens' Detection of New Adverse Drug Reactions (in ଇଂରାଜୀ). John Wiley & Sons. p. 151. ISBN 978-0-470-09265-1. Archived from the original on 27 August 2021. Retrieved 4 August 2021.
- ↑ ୪.୦ ୪.୧ "Zileuton ER Prices, Coupons & Savings Tips - GoodRx". GoodRx. Archived from the original on 13 June 2018. Retrieved 4 August 2021.