Jump to content

ଜିଲୁଟନ

ଉଇକିପିଡ଼ିଆ‌ରୁ
ଜିଲୁଟନ
Clinical data
Trade namesZyflo, other
AHFS/Drugs.commonograph
MedlinePlusa697013
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    BioavailabilityNot yet established
    Protein binding93%
    MetabolismLiver (CYP1A2, CYP2C9 and CYP3A4-mediated)
    Elimination half-life2.5 hours
    ExcretionKidney
    Identifiers
    • N-[1-(1-benzothien-2-yl)ethyl]-N-hydroxyurea
    ECHA InfoCard100.121.111 Edit this at Wikidata
    Chemical and physical data
    FormulaC11H12N2O2S
    Molar mass୨୩୬.୨୯ g·mol−1
    3D model (JSmol)
    • O=C(N)N(O)C(c2sc1ccccc1c2)C
    • InChI=1S/C11H12N2O2S/c1-7(13(15)11(12)14)10-6-8-4-2-3-5-9(8)16-10/h2-7,15H,1H3,(H2,12,14) checkY
    • Key:MWLSOWXNZPKENC-UHFFFAOYSA-N checkY
      (verify)

    ଜିଲୁଟନ (ଇଂରାଜୀ ଭାଷାରେ Zileuton ), ଅନ୍ୟମାନଙ୍କ ମଧ୍ୟରେ ଯାଇଫ୍ଲୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଜ୍‌ମା ରୋଗର ଚିକିତ୍ସା ତ‌ଥା ରକ୍ଷଣାବେକ୍ଷଣ ପାଇଁ ବ୍ୟବହୃତ ହୁଏ ।[] ପ୍ରଶ୍ୱାସପ୍ରାପ୍ତ ଷ୍ଟିରଏଡ ଔଷଧ ପର୍ଯ୍ୟାପ୍ତ ନହେବାବେଳେ ଏହାର ଥେରାପିରେ ଏହି ଔଷଧ ବ୍ୟବହୃତ ହୋଇପାରେ ।[] ଏହାକୁ ପାଟିରେ ଦିନକୁ ଦୁଇରୁ ଚାରିଥର ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଏହା ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ଅଛି, କିଛି ପଶୁ ଅଧ୍ୟୟନରେ କ୍ଷତି ହେଉଥିବା ମିଳୁଛି ।[] ଏହା ଏକ ଲ୍ୟୁକୋଟ୍ରିଏନ ମଡିଫାୟର୍ ଯାହା ଲ୍ୟୁକୋଟ୍ରିଏନ ଉତ୍ପାଦନକୁ ଅବରୋଧ କରିଥାଏ ।[]

    ୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେରେ ବ୍ୟବହାର ପାଇଁ ଜିଲୁଟନ ଅନୁମୋଦିତ ହୋଇଥିଲା ।[] ୟୁରୋପରେ ଏହା ଅନୁମୋଦିତ ନୁହେଁ ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୯୦୦ ଡଲାର ଥିଲା ।[] ଏହା ତୁରନ୍ତ ଏବଂ ବିସ୍ତାରିତ ନିଷ୍କାସନ ସୂତ୍ରରେ ଉପଲବ୍ଧ ।[]

    1. 1 2 "Zileuton Use During Pregnancy". Drugs.com (in ଇଂରାଜୀ). Archived from the original on 18 January 2021. Retrieved 4 August 2021.
    2. 1 2 3 4 5 6 7 8 "Zileuton Monograph for Professionals". Drugs.com (in ଇଂରାଜୀ). Archived from the original on 27 August 2019. Retrieved 4 August 2021.
    3. Talbot, John; Waller, Patrick (19 November 2004). Stephens' Detection of New Adverse Drug Reactions (in ଇଂରାଜୀ). John Wiley & Sons. p. 151. ISBN 978-0-470-09265-1. Archived from the original on 27 August 2021. Retrieved 4 August 2021.
    4. 1 2 "Zileuton ER Prices, Coupons & Savings Tips - GoodRx". GoodRx. Archived from the original on 13 June 2018. Retrieved 4 August 2021.