Jump to content

ଜାଲାକ ଦେଶାଇ

ଉଇକିପିଡ଼ିଆ‌ରୁ
(Zalak Desaiରୁ ଲେଉଟି ଆସିଛି)
ଜାଲାକ ଦେଶାଇ
ଜନ୍ମ
ଝଲକ ଦେଶାଇ

(1992-12-21) ୨୧ ଡିସେମ୍ବର ୧୯୯୨ (ବୟସ ୩୧)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୯–ଏବେଯାଏଁ
ପ୍ରସିଦ୍ଧିରାଧାକ୍ରିଷ୍ଣା
ଲଡୋ ୨
ବୈବାହିକ-ସାଥୀ
ନୀରବ ଶାହା
(m. ୨୦୨୦)
ପିତାମାତାଫାଲଗୁନି ଦେଶାଇ (ମାଆ)

ଜାଲାକ ଦେଶାଇ (ଜନ୍ମନାମ: ଝଲକ ଦେଶାଇ), ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[][] ସେ ମୁଃ ବୋଲି ବୋହୂ, ସାଜନ୍ ଘର୍ ଜାନା ହୈ ଭଳି ଧାରାବାହିକରେ କାମ କରିଛନ୍ତି ।[][] କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଲାଡୋ ୨ରେ, ସେ କୋମଲ ଭୂମିକାରେ ଓ ଷ୍ଟାର୍ ଭାରତରେ ପ୍ରସାରିତ ଧାରାବାହିକ ରାଧାକ୍ରିଷ୍ଣାରେ ରାଜକୁମାରୀ ରୁକ୍ମଣୀ, ଦେବୀ ଲକ୍ଷ୍ମୀ ଓ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଜାଲାକ ୧୯୯୨ ମିସିହାର ଡିସେମ୍ବର ୨୧ ତାରିଖରେ, ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ଫାଲଗୁନି ଦେଶାଇ ଜଣେ ଗୁଜରାଟି ଅଭିନେତ୍ରୀ ଥିଲେ । ତାଙ୍କ ପିଲାଦିନ ମୁମ୍ବାଇରେ କଟିଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୦୯ ମସିହାରେ, ୧୬ ବର୍ଷ ବୟସରେ, ସେ ସାଜନ୍ ଘର୍ ଜାନା ହୈ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[][] ମିଠିବାଇ କଲେଜରୁ ସେ ସ୍ନାତକ କରିଥିଲେ ଏବଂ ଏହି ସମୟରେ, ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ଏବଂ ୨୦୧୫ ମସିହାରେ, ସେ ସୋନି ଟିଭିରେ ପ୍ରସାରିତ ଧାରାବାହିକ ମୁଃ ବୋଲି ଶାଦି ଜରିଆରେ କାମ କରିଥିଲେ ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ହମ୍ ଆପ୍‌କେ ଘର୍ ମେଁ ରେହତେ ହେଁ (୨୦୧୫)
  • ମୁଃ ବୋଲି ଶାଦି (୨୦୧୫)
  • ସିୟା କେ ରାମ୍ (୨୦୧୫)
  • ଏକ୍ ରିସ୍ତା ସାଝେଦାରୀ କା (୨୦୧୬)
  • ଲାଡୋ ୨ (୨୦୧୭-୧୮)
  • ନମଃ ଲକ୍ଷ୍ମୀ ନାରାୟଣ (୨୦୧୯)
  • ରାଧାକ୍ରିଷ୍ଣା (୨୦୧୯-୨୦୨୩)
  • ଶୁଭାରମ୍ଭ (୨୦୨୦)
  • କର୍ମାଧିକାରୀ ଶନିଦେବ (୨୦୨୪)
  1. "Photos: Launch of the new TV show 'Muh Boli Shaadi'". mid-day (in ଇଂରାଜୀ). Retrieved 2018-09-22.
  2. IANS (2015-02-12). "'Muh Boli Shaadi' to replace 'Humsafars'". Business Standard India. Retrieved 2018-09-22.
  3. "Holi special: TV stars share their plans and memories | The Times of India". The Times of India (in ଇଂରାଜୀ). 6 March 2015. Retrieved 2018-09-22.
  4. "Nikhil confesses his feelings for Anmol in Muh Boli Shaadi". The Times of India. Retrieved 2018-09-22.
  5. "Jhalak Desai sailing in two boats!". Archived from the original on 2015-04-02. Retrieved 2024-10-11.
  6. "On a romantic note". Tribuneindia (in ଇଂରାଜୀ). Retrieved 2023-02-18.
  7. Maheshwri, Neha. "Zalak Desai to return with Shashi Sumeet's next". The Times of India. ISSN 0971-8257. Retrieved 2023-02-18.
  8. "'Muh Boli Shaadi' to replace 'Humsafars'". The Indian Express (in ଆମେରିକୀୟ ଇଂରାଜୀ). 2015-02-12. Retrieved 2018-09-22.

ବାହାର ଲିଙ୍କ୍

[ସମ୍ପାଦନା]