ବିନି ଅରୋଡ଼ା

ଉଇକିପିଡ଼ିଆ‌ରୁ
(Vinny Aroraରୁ ଲେଉଟି ଆସିଛି)
ବିନି ଅରୋଡ଼ା
୨୦୧୮ ମସିହାରେ ଜୀ ରିସ୍ତେ ପୁରସ୍କାରରେ ବିନି (ବାମା) ଓ ତାଙ୍କ ସ୍ୱାମୀ ଧୀରଜ
ଜନ୍ମ (1991-06-28) ୨୮ ଜୁନ ୧୯୯୧ (ବୟସ ୩୨)[୧]
ଜାତୀୟତାଭାରତ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭ – ଏବେଯାଏଁ
ପ୍ରସିଦ୍ଧିଲାଲ୍ ଇସ୍କ
ଲାଡୋ – ବୀରପୁର କି ମର୍ଦାନୀ, ଉଡ଼ାନ୍
ବୈବାହିକ-ସାଥୀଧୀର ଧୂପାର (୨୦୧୬ - ଏବେଯାଏଁ)
ସନ୍ତାନ

ବିନି ଅରୋଡ଼ା ଧୂପର (ଜନ୍ମ: ୨୮ ଜୁନ ୧୯୯୧) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୨] ସେ କସ୍ତୁରୀ ଧାରାବାହିକ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ କୁଛ୍ ଇଜ୍ ତାରାଆଠୱାନ୍ ବଚନରେ ଅଭିନୟ କରିଥିଲେ । ସେ ମାତା ପିତାଃ କେ ଚାରଣୋଁ ମେଁ ସ୍ୱର୍ଗ, ଶୁଭ ବିବାହଇତ୍‌ନା କରୋ ନା ମୁଝେ ପ୍ୟାର୍ ଭଳି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଲାଡୋ-ବୀରପୁର କି ମର୍ଦାନୀରେ ଜୁହି ସେଠୀ ଭୂମିକାରେ କାମ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅରୋଡ଼ା ୨୦୧୬ ମସିହାର ନଭେମ୍ବର ୧୬ ତାରିଖରେ ଦିଲ୍ଲୀରେ ଅଭିନେତା ଧୀରଜ ଧୂପଙ୍କୁ ବିବାହ କରିଥିଲେ ।[୩] ସେମାନେ ୨୦୦୯ ମସିହାରେ ମାତା ପିତା କେ ଚାରଣୋଁ ମେଁ ସ୍ୱର୍ଗରେ ଏକାଠି କାମ କରିଥିଲେ । ଅପ୍ରେଲ ୨୦୨୨ରେ, ତାଙ୍କର ସନ୍ତାନ ଜନ୍ମ ବିଷୟ ସେମାନେ ଘୋଷଣ କରିଥିଲେ ।[୪][୫] ୧୦ ଅଗଷ୍ଟ ୨୦୨୨ରେ, ଏହି ଦମ୍ପତିଙ୍କର ପୁଅ ଜନ୍ମ ହୋଇଥିଲା ।[୬][୭]

ଅଭିନୟ ଜୀବନ[ସମ୍ପାଦନା]

ସେ ଅଳ୍ପ ବୟସରୁ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୬ ବର୍ଷ ବୟସରେ ସେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ଷ୍ଟାର୍ ପ୍ଲସ୍, ସୋନି ଟିଭି, କଲର୍ସ ଟିଭି ଓ ଲାଇଫ୍ ଓକେ ଭଳି ଭଳି ଚେନାଲ୍‌ରେ କାମ କରିଛନ୍ତି । ବିନ୍ଦାସ୍ ଟିଭିରେ ସେ ୟେ ହୈ ଆଶିକି ଧାରାବାହିକରେ କାମ କରିଥିଲେ । ୨୦୧୬ ମସିହାରେ, ସେ ଧନକ କଥାଚିତ୍ରରେ କାମ କରିଥିଲେ । ସେ ପତି ପତ୍ନୀ ଔର୍ ଓ ୱେବ୍ ସିରିଜ୍‌ରେ କାମ କରିଥିଲେ ।[୮]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୦୭ କସ୍ତୁରୀ ଦ୍ରାସ୍ତି
୨୦୦୮ କୁଛ୍ ଇଜ୍ ତାରା ସିମ୍ରନ୍
ଆଥାୱାନ ବଚନ ଉର୍ମିଳା ଶାସ୍ତ୍ରୀ
୨୦୦୯ ମାତା ପିତାଃ କେ ଚରଣୋଁ ମେଁ ସ୍ୱର୍ଗ ଗାୟତ୍ରୀ
୨୦୧୧ କ୍ରାଇମ୍ ପେଟ୍ରୋଲ୍ ରୋଶନି ପଟେଲ
୨୦୧୨ ଶୁଭ ବିବାହ ନୀଲୁ ସକ୍ସେନା ନିଗମ
ମେଁ ଲକ୍ଷ୍ମୀ ତେରେ ଆଙ୍ଗନ କି ଗିନ୍ନୁ
୨୦୧୩ ଫିୟର୍ ଫାଇଲ୍ସ ନିଧି
ରସୋଇ କି ରାଣୀ ଅତିଥି
ଦୋ ଦିଲ୍ ଏକ୍ ଜାନ୍ ରୁକ୍ସାନା
୨୦୧୪ ୟେ ହୈ ଆଶିକି ସଚି
ସରସ୍ୱତୀଚନ୍ଦ୍ର ଖୁସି
ହମ୍ ହେ ନା ସତ୍ୟ
୨୦୧୫ କୋଡ୍ ରେଡ୍- ମୁଖୋଟା ଅର୍ପିତା ଅଧ୍ୟାୟ ୪୮
ଇତନା କରୋ ନା ମୁଝେ ପ୍ୟାର୍ ନିଶି ଖାନ୍ନା
୨୦୧୬ ଉଡ଼ାନ୍ ଟିନା ରାଇଚାନ୍ଦ
୨୦୧୮ ଲାଡୋ-ବୀରପୁର କି ମର୍ଦାନୀ ଜୁହି ସେଠୀ
ଜଜ୍ ବାତ୍ ଅତିଥି
ଲାଲ୍ ଇସ୍କ୍ ମଧୁ ଅଧ୍ୟାୟ ୪୫

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୬ ଧନକ ଆଶା ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା
୨୦୨୦ ପତି ପତ୍ନୀ ଔର ୱ ସୁରଭୀ

ଆଧାର[ସମ୍ପାଦନା]

  1. "Dheeraj Dhoopar's wife Vinny Arora gets some extra ticks off with his help before reaching 30; calls him 'best husband ever'". The Times of India (in ଇଂରାଜୀ). 28 June 2021. Retrieved 4 April 2022.
  2. "Vinny Arora Dhoopar". Instagram. Retrieved 6 August 2022.
  3. "Dheeraj Dhoopar's wifey Vinny Arora has a blast with the cast on the sets of khundai bhagya". Times of India. 9 March 2018. Retrieved 14 July 2018.
  4. Khan, Tahira (3 April 2022). "Dheeraj Dhoopar-Vinny Arora expecting their first baby, shares adorable post". Zee News (in ଇଂରାଜୀ). Retrieved 5 April 2022.
  5. "Dheeraj Dhoopar-Vinny Arora announce pregnancy: 'We're expecting, a tiny miracle'". The Indian Express. 3 April 2022. Retrieved 5 April 2022.
  6. "Dheeraj Dhoopar welcomes baby boy with wife Vinny Dhoopar". DNA India. 10 August 2022. Retrieved 10 August 2022.
  7. "Dheeraj Dhoopar, wife Vinny Arora welcome their first child: 'All of God's grace in one tiny face'". Hindustan Times. 10 August 2022. Retrieved 10 August 2022.
  8. Maheshwari, Neha (18 June 2020). "Vinny Arora back in action with 'Pati Patni Aur Woh' - Times of India". The Times of India (in ଇଂରାଜୀ). Retrieved 11 September 2020.

ବାହାର ଲିଙ୍କ୍[ସମ୍ପାଦନା]