ଶାକାହାର
Appearance
(Vegetarianismରୁ ଲେଉଟି ଆସିଛି)
ଶାକାହାର | |
---|---|
ବିବରଣୀ | ଶାକାହାର ଉଦ୍ଭିଦମାନଙ୍କଠାରୁ ନିଆଯାଇଥାଏ, ଏହା ଅଣ୍ଡା ଓ କ୍ଷୀରଜାତ ଖାଦ୍ୟ ସହିତ/ରହିତ ହୋଇଥାଏ ।[୧] |
ଆରମ୍ଭ | ପୁରାତନ ଭାରତ, ପୁରାତନ ଗ୍ରୀସ; ଖ୍ରୀ.ପୂ. ୬ ବା ତାହା ଆଗରୁ |
ପ୍ରକାର | ଅଣ୍ଡା ଶାକାହାର, କ୍ଷୀର ଓ କ୍ଷୀରଜାତ ଶାକାହାର, ଅଣ୍ଡା-କ୍ଷୀର ଶାକାହାର, ଶୁଦ୍ଧ ଶାକାହାର, କଞ୍ଚା ଶାକାହାର, ଫଳାହାର, ବୌଦ୍ଧ ଶାକାହାର |
ଶାକାହାର ଉଦ୍ଭିଦ ଭିତ୍ତିକ (ଫଳ, ପରିବା, ଆଦି) ଖାଦ୍ୟାହାରକୁ ବୁଝାଇଥାଏ । ଏଥିରେ କ୍ଷୀର ଓ ଅଣ୍ଡାକୁ ସାମିଲ କରାଯାଇଥାଏ ବା ନ ଥାଏ, ଏହା ମାଂସ (ଲାଲ ମାଂସ, କୁକୁଡ଼ା ମାଂସ, ଓ ସାମୁଦ୍ରିକ ଜୀବ ମାଂସ). ପଶୁ ହତ୍ୟାର ସହ-ଉତ୍ପାଦରୁ ରହିତ ଖାଦ୍ୟ, ଯଥା ପଶୁଙ୍କଠାରୁ ତିଆରି ରେନେଟ ଓ ଜେଲାଟିନ,କୁ ଶାକାହାର ଭାବରେ ଗଣାଯାଏ ।[୨][୩]
ଟୀକା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Frequently Asked Questions - Definitions
- ↑ What is a vegetarian? Archived 2013-04-30 at the Wayback Machine., The Vegetarian Society, December 11, 2010.
- ↑ Forrest, Jamie (December 18, 2007). "Is Cheese Vegetarian?". Serious Eats. Retrieved July 9, 2010.
ବାହାର ଲିଙ୍କ
[ସମ୍ପାଦନା]ଶାକାହାର ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ |
- Vegetarian and Vegan Information
- Resources/Support for Vegetarians
- International Congress on Vegetarian Nutrition Archived 2012-01-02 at the Wayback Machine.
- Shattering The Meat Myth: Humans Are Natural Vegetarians by Kathy Freston, The Huffington Post, June 11, 2009
- Famous Vegetarians Archived 2011-02-12 at the Wayback Machine. – slideshow by Life magazine
- Simple and healthy vegetarian cooking by Cecilia Carvalho by Cecilia Carvalho, My Veggie Recipes, February 1, 2011