ବଙ୍ଗପାଣ୍ଡୁ ଉଷା
ଦେଖଣା
(Vangapandu Ushaରୁ ଲେଉଟି ଆସିଛି)
ବଙ୍ଗପାଣ୍ଡୁ ଉଷା ଜଣେ ତେଲୁଗୁ ଭାଷାଭାଷୀ ବାଲ୍ଲାଡ ବାଦକ । ସେ ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରୁଛନ୍ତି ।[୧][୨] ସେ ଲୋକଗୀତ ଓ ନୃତ୍ୟ ପାଇଁ ଜଣାଶୁଣା । ଆନ୍ଧ୍ର ପ୍ରଦେଶ ରାଜ୍ୟ ସରକାର ତାଙ୍କୁ ରାଜ୍ୟ ସୃଜନଶୀଳତା ଏବଂ ସଂସ୍କୃତି ଆୟୋଗର ଅଧକ୍ଷ ଭାବରେ ନିଯୁକ୍ତି କରିଛନ୍ତି ।
ଜୀବନୀ
[ସମ୍ପାଦନା]ସେ ଜଣାଶୁଣା ବଲ୍ଲାଡ ବାଦକ ଓ କବି ବଙ୍ଗପାଣ୍ଡୁ ପ୍ରସାଦ ରାଓଙ୍କ ଝିଅ ।[୩][୪] ସେ ବାମପନ୍ଥୀ ସଂସ୍ଥା ସହିତ ଜଡ଼ିତ ଥିଲେ ଏବଂ ପରେ ୨୦୧୧ ମସିହାରେ ୱାଇଏସ୍ଆର୍ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ ।[୫]
ଆଧାର
[ସମ୍ପାଦନା]- ↑ "Archive News". The Hindu. 2010-12-22. Archived from the original on 2011-11-08. Retrieved 2016-12-01.
- ↑ M, Sambasiva Rao (2023-01-04). "Andhra Pradesh: YSR Congress Party appoints presidents to its 22 wings". The Hindu (in Indian English). ISSN 0971-751X. Retrieved 2023-04-09.
- ↑ "Archived copy". hindu.com. Archived from the original on 5 November 2012. Retrieved 17 January 2022.
{{cite web}}
: CS1 maint: archived copy as title (link) - ↑ "Revolutionary balladeer Vangapandu Prasada Rao dies at 77". Hindustan Times (in ଇଂରାଜୀ). 2020-08-04. Retrieved 2023-04-09.
- ↑ "YSRCP dharna against power cuts turns violent - Sakshi Post". Archive.is. Archived from the original on 2013-06-30. Retrieved 2019-12-18.