ବଙ୍ଗପାଣ୍ଡୁ ଉଷା

ଉଇକିପିଡ଼ିଆ‌ରୁ
ଆନ୍ଧ୍ର ପ୍ରଦେଶର ରାଜ୍ୟପାଳଙ୍କ ସହିତ ଉଷା ।

ବଙ୍ଗପାଣ୍ଡୁ ଉଷା ଜଣେ ତେଲୁଗୁ ଭାଷାଭାଷୀ ବାଲ୍ଲାଡ ବାଦକ । ସେ ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରୁଛନ୍ତି ।[୧][୨] ସେ ଲୋକଗୀତ ଓ ନୃତ୍ୟ ପାଇଁ ଜଣାଶୁଣା । ଆନ୍ଧ୍ର ପ୍ରଦେଶ ରାଜ୍ୟ ସରକାର ତାଙ୍କୁ ରାଜ୍ୟ ସୃଜନଶୀଳତା ଏବଂ ସଂସ୍କୃତି ଆୟୋଗର ଅଧକ୍ଷ ଭାବରେ ନିଯୁକ୍ତି କରିଛନ୍ତି ।

ଜୀବନୀ[ସମ୍ପାଦନା]

ସେ ଜଣାଶୁଣା ବଲ୍ଲାଡ ବାଦକ ଓ କବି ବଙ୍ଗପାଣ୍ଡୁ ପ୍ରସାଦ ରାଓଙ୍କ ଝିଅ ।[୩][୪] ସେ ବାମପନ୍ଥୀ ସଂସ୍ଥା ସହିତ ଜଡ଼ିତ ଥିଲେ ଏବଂ ପରେ ୨୦୧୧ ମସିହାରେ ୱାଇଏସ୍ଆର୍ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ ।[୫]

ଆଧାର[ସମ୍ପାଦନା]

  1. "Archive News". The Hindu. 2010-12-22. Archived from the original on 2011-11-08. Retrieved 2016-12-01.
  2. M, Sambasiva Rao (2023-01-04). "Andhra Pradesh: YSR Congress Party appoints presidents to its 22 wings". The Hindu (in Indian English). ISSN 0971-751X. Retrieved 2023-04-09.
  3. "Archived copy". hindu.com. Archived from the original on 5 November 2012. Retrieved 17 January 2022.{{cite web}}: CS1 maint: archived copy as title (link)
  4. "Revolutionary balladeer Vangapandu Prasada Rao dies at 77". Hindustan Times (in ଇଂରାଜୀ). 2020-08-04. Retrieved 2023-04-09.
  5. "YSRCP dharna against power cuts turns violent - Sakshi Post". Archive.is. Archived from the original on 2013-06-30. Retrieved 2019-12-18.