Jump to content

ଟ୍ରାଇମେଥୋବେଞ୍ଜାମାଇଡ

ଉଇକିପିଡ଼ିଆ‌ରୁ
(Trimethobenzamideରୁ ଲେଉଟି ଆସିଛି)
ଟ୍ରାଇମେଥୋବେଞ୍ଜାମାଇଡ
Clinical data
Trade namesTigan, Tebamide, others
AHFS/Drugs.commonograph
MedlinePlusa682693
Pregnancy
category
  • US: C (Risk not ruled out)
    Routes of
    administration
    By mouth, rectal, intramuscular
    Legal status
    Legal status
    Pharmacokinetic data
    Bioavailability60-100%
    Onset of actionWithin 40 min[]
    Elimination half-life7 to 9 hours (mean)
    Duration of actionUp to 4 hrs[]
    ExcretionUrine (30-50%), faeces
    Identifiers
    • N-{[4-(2-dimethylaminoethoxy)phenyl]methyl}-
      3,4,5-trimethoxy-benzamide
    ECHA InfoCard100.004.848 Edit this at Wikidata
    Chemical and physical data
    FormulaC21H28N2O5
    Molar mass୩୮୮.୪୬ g·mol−1
    3D model (JSmol)
    • O=C(c1cc(OC)c(OC)c(OC)c1)NCc2ccc(OCCN(C)C)cc2
    • InChI=1S/C21H28N2O5/c1-23(2)10-11-28-17-8-6-15(7-9-17)14-22-21(24)16-12-18(25-3)20(27-5)19(13-16)26-4/h6-9,12-13H,10-11,14H2,1-5H3,(H,22,24) checkY
    • Key:FEZBIKUBAYAZIU-UHFFFAOYSA-N checkY
      (verify)

    ଟ୍ରାଇମେଥୋବେଞ୍ଜାମାଇଡ ହେଉଛି (ଇଂରାଜୀ ଭାଷାରେ Trimethobenzamide), ଅନ୍ୟମାନଙ୍କ ମଧ୍ୟରେ ଟାଇଗାନ୍ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଇ ଏବଂ ବାନ୍ତି ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅସ୍ତ୍ରୋପଚାର ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ କାରଣରୁ ଏହା ହେଉଥିଲେ ମଧ୍ୟ ଦିଆଯାଏ ।[] ଏହା ପାଟିରେ ଦିଆଯାଏ କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ନିଆଯାଏ ।[] ଔଷଧର ପ୍ରଭାବ ୪୦ ମିନିଟ ମଧ୍ୟରେ ଆରମ୍ଭ ହୋଇ ୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦୃଷ୍ଟିଶକ୍ତି, ନିଦ୍ରାଳୁ, ଏବଂ ମାଂସପେଶୀ କ୍ରାମ୍ପ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ରେ ସିଣ୍ଡ୍ରୋମର ଚିନ୍ତା ହେତୁ ଭୂତାଣୁ ସଂକ୍ରମଣ ଥିବା ପିଲାମାନଙ୍କୁ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଏକ ଆଣ୍ଟିହିଷ୍ଟାମିନ୍ ଏବଂ କେମୋରିସେପ୍ଟର ଟ୍ରିଗର ଜୋନକୁ ଅବରୋଧ କରି କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।[]

    ୧୯୭୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଇମେଟୋବେଞ୍ଜାମାଇଡ୍ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୨୦ ମାତ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୨୦ ଡଲାରରୁ କମ୍ ଥିଲା ।[]

    1. 1 2 3 4 5 6 7 8 9 10 11 "Trimethobenzamide Monograph for Professionals". Drugs.com (in ଇଂରାଜୀ). Archived from the original on 21 August 2021. Retrieved 20 September 2021.
    2. "Trimethobenzamide Use During Pregnancy". Drugs.com (in ଇଂରାଜୀ). Archived from the original on 24 November 2020. Retrieved 20 September 2021.
    3. Learning, Jones & Bartlett (29 June 2010). 2011 Nurse's Drug Handbook (in ଇଂରାଜୀ). Jones & Bartlett Publishers. p. 1062. ISBN 978-1-4496-5372-9. Archived from the original on 22 September 2021. Retrieved 20 September 2021.
    4. "Trimethobenzamide Prices and Trimethobenzamide Coupons - GoodRx". GoodRx. Archived from the original on 10 September 2016. Retrieved 20 September 2021.