ଟିରବାନିବୁଲିନ
Clinical data | |
---|---|
Trade names | Klisyri |
Synonyms | KX2-391 |
AHFS/Drugs.com | monograph |
data |
|
Routes of administration | Topical |
Legal status | |
Legal status | |
Identifiers | |
| |
ECHA InfoCard | 100.305.161 |
Chemical and physical data | |
Formula | C26H29N3O3 |
Molar mass | ୪୩୧.୫୪ g·mol−1 |
3D model (JSmol) | |
| |
|
ଟିରବାନିବୁଲିନ (ଇଂରାଜୀ ଭାଷାରେ Tirbanibulin), କ୍ଲାଇସିରି ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମୁହଁ କିମ୍ବା ଖପୁରୀ ଆବରଣରେ ହେଉଥିବା ଆକ୍ଟିନିକ କେରାଟୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୧] ରୋଗ ସାମାନ୍ୟ ଥିଲେ ଏହା ପାଞ୍ଚ ଦିନ ପାଇଁ ବ୍ୟବହୃତ ହୁଏ ଓ ୮ ସପ୍ତାହ ପରେ ପୁନଃ ମୂଲ୍ୟାଙ୍କନ କରାଯାଏ ।[୧] [୨] ଏହା ଚର୍ମରେ ଲଗାଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ଥାନୀୟ ଚର୍ମ ପ୍ରତିକ୍ରିୟା, ଗଲୁ ଏବଂ ଚର୍ମ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଘାଆ ହୋଇପାରେ ।[୨] ଅନ୍ୟ ପଶୁମାନଙ୍କ ଗର୍ଭଧାରଣ ସମୟରେ ଏହା ବ୍ୟବହୃତ ହେଲେ କ୍ଷତିର ଚିନ୍ତା ଥାଏ; କିନ୍ତୁ ମାନବ ଗର୍ଭଧାରଣ ସମୟରେ ସୁରକ୍ଷା ଅସ୍ପଷ୍ଟ ରହୁଛି ।[୨] ଏହା ଏକ ମାଇକ୍ରୋଟ୍ୟୁବୁଲ ଇନହିବିଟର ଅଟେ ।[୨]
୨୦୨୦ ମସିହାରେ ଆମେରିକାରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିରବାନିବୁଲିନ୍ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଚିକିତ୍ସାକ୍ରମରେ ୬୦ ପାଉଣ୍ଡ ଖର୍ଚ୍ଚ ହୁଏ [୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧,୦୦୦ ଡଲାର ଅଟେ ।[୫]
ସନ୍ଦର୍ଭ
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Klisyri EPAR". European Medicines Agency (EMA). Archived from the original on 23 July 2021. Retrieved 22 July 2021. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Klisyri- tirbanibulin ointment". DailyMed. Archived from the original on 11 January 2021. Retrieved 8 January 2021.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;FDA snapshot
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Tirbanibulin". SPS - Specialist Pharmacy Service. 29 November 2018. Archived from the original on 5 March 2022. Retrieved 3 November 2022.
- ↑ "Klisyri". Retrieved 3 November 2022.