Jump to content

ଟିରବାନିବୁଲିନ

ଉଇକିପିଡ଼ିଆ‌ରୁ
ଟିରବାନିବୁଲିନ
Clinical data
Trade namesKlisyri
SynonymsKX2-391
AHFS/Drugs.commonograph
data
Routes of
administration
Topical
Legal status
Legal status
Identifiers
  • N-benzyl-2-[5-[4-(2-morpholin-4-ylethoxy)phenyl]pyridin-2-yl]acetamide
ECHA InfoCard100.305.161 Edit this at Wikidata
Chemical and physical data
FormulaC26H29N3O3
Molar mass୪୩୧.୫୪ g·mol−1
3D model (JSmol)
  • O=C(Cc1ccc(-c2ccc(OCCN3CCOCC3)cc2)cn1)NCc1ccccc1
  • InChI=1S/C26H29N3O3/c30-26(28-19-21-4-2-1-3-5-21)18-24-9-6-23(20-27-24)22-7-10-25(11-8-22)32-17-14-29-12-15-31-16-13-29/h1-11,20H,12-19H2,(H,28,30)
  • Key:HUNGUWOZPQBXGX-UHFFFAOYSA-N

ଟିରବାନିବୁଲିନ (ଇଂରାଜୀ ଭାଷାରେ Tirbanibulin), କ୍ଲାଇସିରି ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମୁହଁ କିମ୍ବା ଖପୁରୀ ଆବରଣରେ ହେଉଥିବା ଆକ୍ଟିନିକ କେରାଟୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୧] ରୋଗ ସାମାନ୍ୟ ଥିଲେ ଏହା ପାଞ୍ଚ ଦିନ ପାଇଁ ବ୍ୟବହୃତ ହୁଏ ଓ ୮ ସପ୍ତାହ ପରେ ପୁନଃ ମୂଲ୍ୟାଙ୍କନ କରାଯାଏ ।[୧] [୨] ଏହା ଚର୍ମରେ ଲଗାଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ଥାନୀୟ ଚର୍ମ ପ୍ରତିକ୍ରିୟା, ଗଲୁ ଏବଂ ଚର୍ମ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଘାଆ ହୋଇପାରେ ।[୨] ଅନ୍ୟ ପଶୁମାନଙ୍କ ଗର୍ଭଧାରଣ ସମୟରେ ଏହା ବ୍ୟବହୃତ ହେଲେ କ୍ଷତିର ଚିନ୍ତା ଥାଏ; କିନ୍ତୁ ମାନବ ଗର୍ଭଧାରଣ ସମୟରେ ସୁରକ୍ଷା ଅସ୍ପଷ୍ଟ ରହୁଛି ।[୨] ଏହା ଏକ ମାଇକ୍ରୋଟ୍ୟୁବୁଲ ଇନହିବିଟର ଅଟେ ।[୨]

୨୦୨୦ ମସିହାରେ ଆମେରିକାରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିରବାନିବୁଲିନ୍ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଚିକିତ୍ସାକ୍ରମରେ ୬୦ ପାଉଣ୍ଡ ଖର୍ଚ୍ଚ ହୁଏ [୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧,୦୦୦ ଡଲାର ଅଟେ ।[୫]

ସନ୍ଦର୍ଭ[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Klisyri EPAR". European Medicines Agency (EMA). Archived from the original on 23 July 2021. Retrieved 22 July 2021. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Klisyri- tirbanibulin ointment". DailyMed. Archived from the original on 11 January 2021. Retrieved 8 January 2021.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; FDA snapshot ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. "Tirbanibulin". SPS - Specialist Pharmacy Service. 29 November 2018. Archived from the original on 5 March 2022. Retrieved 3 November 2022.
  5. "Klisyri". Retrieved 3 November 2022.