Jump to content

ଟେଲୋଟ୍ରିଷ୍ଟାଟ

ଉଇକିପିଡ଼ିଆ‌ରୁ
(Telotristatରୁ ଲେଉଟି ଆସିଛି)
ଟେଲୋଟ୍ରିଷ୍ଟାଟ
Clinical data
Trade namesXermelo
SynonymsTelotristat ethyl, LX1032, LX1606
AHFS/Drugs.commonograph
MedlinePlusa617029
data
Pregnancy
category
  • AU: B3
  • US: N (Not classified yet)
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Protein binding>99% (both telotristat ethyl and telotristat)
    MetabolismHydrolysis via carboxylesterases
    MetabolitesTelotristat
    Elimination half-life0.6 hours (telotristat ethyl), 5 hours (telotristat)
    ExcretionFeces (92.8%), urine (less than 0.4%)[]
    Identifiers
    • [(S)-Ethyl 2-amino-3-(4-(2-amino-6-((R)-1-(4-chloro-2-(3-methyl-1H-pyrazol-1-yl)phenyl)-2,2,2-trifluoroethoxy)pyrimidin-4-yl)phenyl)propanoate]
    Chemical and physical data
    FormulaC27H26ClF3N6O3
    Molar mass୫୭୪.୯୯ g·mol−1
    3D model (JSmol)
    • CCOC(=O)C(CC1=CC=C(C=C1)C2=CC(=NC(=N2)N)OC(C3=C(C=C(C=C3)Cl)N4C=CC(=N4)C)C(F)(F)F)N
    • InChI=1S/C27H26ClF3N6O3/c1-3-39-25(38)20(32)12-16-4-6-17(7-5-16)21-14-23(35-26(33)34-21)40-24(27(29,30)31)19-9-8-18(28)13-22(19)37-11-10-15(2)36-37/h4-11,13-14,20,24H,3,12,32H2,1-2H3,(H2,33,34,35)/t20-,24+/m0/s1
    • Key:MDSQOJYHHZBZKA-GBXCKJPGSA-N

    ଟେଲୋଟ୍ରିଷ୍ଟାଟ, (ଇଂରାଜୀ ଭାଷାରେ Telotristat), ଜେରମେଲୋ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କାର୍ସିନଏଡ ସିଣ୍ଡ୍ରୋମ ହେତୁ ହେଉଥିବା ତରଳ ଝାଡ଼ାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହାକୁ ଦିନକୁ ତିନିଥର ପାଟିରେ ଦିଆଯାଏ ।[] ଏହା ସୋମାଟୋଷ୍ଟାଟିନ୍ ପରି ଔଷଧ ସହିତ ଏକତ୍ର ବ୍ୟବହୃତ ହୁଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଯକୃତ ସମସ୍ୟା ଏବଂ ଥକାପଣ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ହୋଇପାରେ ।[] ଯକୃତ ଜନିତ ସମସ୍ୟା ଥିଲେ ଅଳ୍ପ ମାତ୍ରାର ଔଷଧ ଆବଶ୍ୟକ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଟ୍ରିପ୍ଟୋଫାନ ହାଇଡ୍ରୋକ୍ସିଲେଜକୁ ଅବରୋଧ କରି କାର୍ଯ୍ୟ କରିଥାଏ, ଯାହାଦ୍ୱାରା ସେରୋଟୋନିନ୍ ଉତ୍ପାଦନ କମିଯାଏ ।[] []

    ୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେଲୋଟ୍ରିଷ୍ଟାଟ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୮,୦୦୦ ଡଲାର ଖର୍ଚ୍ଚ ହୁଏ । [] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୧୦୦ ପାଉଣ୍ଡ ଅଟେ ।[]

    1. 1 2 "Xermelo- telotristat ethyl tablet". DailyMed. 30 October 2020. Archived from the original on 12 November 2020. Retrieved 11 November 2020.
    2. 1 2 3 4 5 "Xermelo EPAR". European Medicines Agency (EMA). Archived from the original on 29 December 2019. Retrieved 17 April 2020.
    3. 1 2 3 4 5 6 "Telotristat Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 25 September 2021.
    4. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 938. ISBN 978-0-85711-369-6.{{cite book}}: CS1 maint: date format (link)
    5. "Xermelo Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 July 2021. Retrieved 25 September 2021.