ଟେଲୋଟ୍ରିଷ୍ଟାଟ
Clinical data | |
---|---|
Trade names | Xermelo |
Synonyms | Telotristat ethyl, LX1032, LX1606 |
AHFS/Drugs.com | monograph |
MedlinePlus | a617029 |
data | |
Pregnancy category | |
Routes of administration | By mouth (tablets) |
Legal status | |
Legal status | |
Pharmacokinetic data | |
Protein binding | >99% (both telotristat ethyl and telotristat) |
Metabolism | Hydrolysis via carboxylesterases |
Metabolites | Telotristat |
Elimination half-life | 0.6 hours (telotristat ethyl), 5 hours (telotristat) |
Excretion | Feces (92.8%), urine (less than 0.4%)[୨] |
Identifiers | |
| |
Chemical and physical data | |
Formula | C27H26ClF3N6O3 |
Molar mass | ୫୭୪.୯୯ g·mol−1 |
3D model (JSmol) | |
| |
|
ଟେଲୋଟ୍ରିଷ୍ଟାଟ (ଇଂରାଜୀ ଭାଷାରେ Telotristat), ଜେରମେଲୋ (Xermelo) ଏହାର ଏକ ବିକ୍ରୟ ନାମ, କାର୍ସିନଏଡ ସିଣ୍ଡ୍ରୋମ ଯୋଗୁ ହେଉଥିବା ତରଳ ଝାଡ଼ା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୩] ଏହାକୁ ଦିନକୁ ତିନିଥର ପାଟିରେ ଦିଆଯାଏ ।[୩] ଏହାସୋମାଟୋଷ୍ଟାଟିନ ସହିତ ଏକତ୍ର ବ୍ୟବହୃତ ହୁଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଯକୃତ ସମସ୍ୟା ଏବଂ ଥକାପଣ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ ହୋଇପାରେ ।[୩] ଯକୃତ ଜନିତ ସମସ୍ୟାରେ ଛୋଟ ମାତ୍ରା ଆବଶ୍ୟକ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ ।[୪] ଏହା ଟ୍ରିପ୍ଟୋଫେନ ହାଇଡ୍ରୋକ୍ସିଲେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ଯାହାଦ୍ୱାରା ସେରୋଟୋନିନ ଉତ୍ପାଦନ କମିଯାଏ | [୩] [୧]
୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେଲୋଟ୍ରିଷ୍ଟାଟ ଅନୁମୋଦନ କରାଯାଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହାର ଖର୍ଚ୍ଚ ବାବଦ ପ୍ରାୟ ୮୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୧୦୦ ପାଉଣ୍ଡ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Xermelo EPAR". European Medicines Agency (EMA). Archived from the original on 29 December 2019. Retrieved 17 April 2020.
- ↑ ୨.୦ ୨.୧ "Xermelo- telotristat ethyl tablet". DailyMed. 30 October 2020. Archived from the original on 12 November 2020. Retrieved 11 November 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Telotristat Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 25 September 2021.
- ↑ ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 938. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Xermelo Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 July 2021. Retrieved 25 September 2021.