ଟାସିମେଲଟେଓନ
Appearance
(Tasimelteonରୁ ଲେଉଟି ଆସିଛି)
Clinical data | |
---|---|
Trade names | Hetlioz, Hetlioz LQ |
AHFS/Drugs.com | monograph |
MedlinePlus | a615004 |
data |
|
Pregnancy category |
|
Dependence liability | None[୧] |
Addiction liability | None[୧] |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | not determined in humans[୨] |
Protein binding | 89–90% |
Metabolism | extensive liver, primarily CYP1A2 and CYP3A4-mediated |
Elimination half-life | 0.9–1.7 h / 0.8–5.9 h (terminal) |
Excretion | 80% in urine, 4% in feces |
Identifiers | |
| |
ECHA InfoCard | 100.114.889 |
Chemical and physical data | |
Formula | C15H19NO2 |
Molar mass | ୨୪୫.୩୨ g·mol−1 |
3D model (JSmol) | |
| |
| |
(verify) |
ଟାସିମେଲଟେଓନ (ଇଂରାଜୀ ଭାଷାରେ Tasimelteon), ଅନ୍ୟମାନଙ୍କ ମଧ୍ୟରେ ହେଟଲିଓଜ୍ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଅଣ-24 ଘଣ୍ଟିଆ ନିଦ୍ରା-ଜାଗ୍ରତ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହା ପାଟିରେ ଦିଆଯାଏ ।[୧] [୩] ଏହି ଚିକିତ୍ସାର ଉପକାର ପାଇବାକୁ ମାସେ ସମୟ ଲାଗିପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନିଦ୍ରାଳୁ, ଅଇ, ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ମେଲାଟୋନିନ୍ ରିସେପ୍ଟରକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[୩]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟାସିମେଲଟେଓନ ଅନୁମୋଦିତ ହୋଇଥିଲା ।[୧] [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ବାବଦ ମାସକୁ ପ୍ରାୟ ୨୩,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ୟୁରୋପରେ ଅନୁମୋଦିତ ଏବଂ ଜର୍ମାନୀରେ ଉପଲବ୍ଧ ଥିବା ସତ୍ତ୍ୱେ ୨୦୨୧ ସୁଦ୍ଧା ବ୍ରିଟେନରେ ଏହା ବିକ୍ରି ହୋଇନଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Tasimelteon Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2020. Retrieved 22 September 2021.
- ↑ "Tasimelteon Advisory Committee Meeting Briefing Materials" (PDF). Vanda Pharmaceuticals Inc. November 2013. Archived (PDF) from the original on 2013-11-25. Retrieved 2020-12-03.
- ↑ ୩.୦ ୩.୧ ୩.୨ ୩.୩ "Hetlioz EPAR". European Medicines Agency (EMA). Archived from the original on 3 November 2020. Retrieved 2 December 2020.
- ↑ "Hetlioz Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 13 August 2021. Retrieved 22 September 2021.
- ↑ "Tasimelteon". SPS - Specialist Pharmacy Service. Archived from the original on 30 November 2020. Retrieved 22 September 2021.