Jump to content

ଟାସିମେଲଟେଓନ

ଉଇକିପିଡ଼ିଆ‌ରୁ
ଟାସିମେଲଟେଓନ
Clinical data
Trade namesHetlioz, Hetlioz LQ
AHFS/Drugs.commonograph
MedlinePlusa615004
data
Pregnancy
category
  • US: C (Risk not ruled out)
    Dependence
    liability
    None[]
    Addiction
    liability
    None[]
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailabilitynot determined in humans[]
    Protein binding89–90%
    Metabolismextensive liver, primarily CYP1A2 and CYP3A4-mediated
    Elimination half-life0.9–1.7 h / 0.8–5.9 h (terminal)
    Excretion80% in urine, 4% in feces
    Identifiers
    • (1R, 2R)-N-[2-(2,3-dihydrobenzofuran-4-yl)cyclopropylmethyl]propanamide
    ECHA InfoCard100.114.889 Edit this at Wikidata
    Chemical and physical data
    FormulaC15H19NO2
    Molar mass୨୪୫.୩୨ g·mol−1
    3D model (JSmol)
    • CCC(=O)NC[C@@H]1C[C@H]1C2=C3CCOC3=CC=C2
    • InChI=1S/C15H19NO2/c1-2-15(17)16-9-10-8-13(10)11-4-3-5-14-12(11)6-7-18-14/h3-5,10,13H,2,6-9H2,1H3,(H,16,17)/t10-,13+/m0/s1 ☒N
    • Key:PTOIAAWZLUQTIO-GXFFZTMASA-N ☒N
      (verify)

    ଟାସିମେଲଟେଓନ (ଇଂରାଜୀ ଭାଷାରେ Tasimelteon), ଅନ୍ୟମାନଙ୍କ ମଧ୍ୟରେ ହେଟଲିଓଜ୍ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଅଣ-24 ଘଣ୍ଟିଆ ନିଦ୍ରା-ଜାଗ୍ରତ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହା ପାଟିରେ ଦିଆଯାଏ ।[] [] ଏହି ଚିକିତ୍ସାର ଉପକାର ପାଇବାକୁ ମାସେ ସମୟ ଲାଗିପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନିଦ୍ରାଳୁ, ଅଇ, ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ମେଲାଟୋନିନ୍ ରିସେପ୍ଟରକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[]

    ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟାସିମେଲଟେଓନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଔଷଧ ବାବଦ ମାସକୁ ପ୍ରାୟ ୨୩,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[] ୟୁରୋପରେ ଅନୁମୋଦିତ ଏବଂ ଜର୍ମାନୀରେ ଉପଲବ୍ଧ ଥିବା ସତ୍ତ୍ୱେ ୨୦୨୧ ସୁଦ୍ଧା ବ୍ରିଟେନରେ ଏହା ବିକ୍ରି ହୋଇନଥିଲା ।[]

    1. 1 2 3 4 5 6 7 "Tasimelteon Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2020. Retrieved 22 September 2021.
    2. "Tasimelteon Advisory Committee Meeting Briefing Materials" (PDF). Vanda Pharmaceuticals Inc. November 2013. Archived (PDF) from the original on 2013-11-25. Retrieved 2020-12-03.
    3. 1 2 3 4 "Hetlioz EPAR". European Medicines Agency (EMA). Archived from the original on 3 November 2020. Retrieved 2 December 2020.
    4. "Hetlioz Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 13 August 2021. Retrieved 22 September 2021.
    5. "Tasimelteon". SPS - Specialist Pharmacy Service. Archived from the original on 30 November 2020. Retrieved 22 September 2021.