ତନ୍ମୟ ମିଶ୍ର

ଉଇକିପିଡ଼ିଆ‌ରୁ
(Tanmay Mishraରୁ ଲେଉଟି ଆସିଛି)
ତନ୍ମୟ ମିଶ୍ର
ବ୍ୟକ୍ତିଗତ ତଥ୍ୟ
ନାମତନ୍ମୟ ମିଶ୍ର
ଜନ୍ମ (1986-12-22) ୨୨ ଡିସେମ୍ବର ୧୯୮୬ (ବୟସ ୩୭)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ବ୍ୟାଟିଂ ପ୍ରକାରRight-hand bat
ବୋଲିଂ ପ୍ରକାରRight-arm medium-fast
ଭୂମିକାBatsman
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ25 February 2006 v Zimbabwe
ଶେଷ ଦିନିକିଆ2 July 2013 v Scotland
ପ୍ରଥମ ଟି୨୦1 September 2007 v Bangladesh
ଶେଷ ଟି୨୦5 July 2013 v Scotland
ଘରୋଇ ଦଳ ତଥ୍ୟ
YearsTeam
2012Deccan Chargers
2014Royal Challengers Bangalore
2017-presentPeshawar Zalmi
Career statistics
ପ୍ରତିଯୋଗିତା ODI T20I FC LA
ମ୍ୟାଚ ସଂଖ୍ୟା 42 15 17 56
ମୋଟ ରନ 1,128 227 920 1,509
ବ୍ୟାଟିଂ ହାର 34.18 15.13 31.72 33.53
ଶତକ/ଅର୍ଦ୍ଧଶତକ 0/8 0/0 1/7 0/11
ସର୍ବାଧିକ ରନ 72 38 108 72
ବଲ ସଂଖ୍ୟା 9 30 102 9
ଉଇକେଟ 1 3 1 1
ବୋଲିଂ ହାର 12.00 11.00 66.00 12.00
ଇନିଙ୍ଗସରେ ୫ଟି ଉଇକେଟ 0 0 0 0
ମ୍ୟାଚରେ ୧୦ଟି ଉଇକେଟ 0 0 0 0
ସବୁଠୁ ଭଲ ବୋଲିଂ 1/6 3/25 1/53 1/6
କ୍ୟାଚ/ଷ୍ଟମ୍ପିଙ୍ଗ 16/– 3/– 21/– 17/–

ତନ୍ମୟ ମିଶ୍ର (ଜନ୍ମ: ୨୨ ଡିସେମ୍ବର ୧୯୮୬, ମୁମ୍ବାଇ, ଭାରତ) ଜଣେ ଭାରତୀୟ ଜନ୍ମିତ କେନିଆର ପୂର୍ବତନ କ୍ରିକେଟ୍ ଖେଳାଳୀ । ସେ ଦକ୍ଷିଣହାତୀ ବ୍ୟାଟ୍ସ୍‌ମ୍ୟାନ୍ ଥିଲେ, ଯିଏକି ୨୦୦୬ ମସିହାରେ ଜିମ୍ବାୱେ ବିରୁଦ୍ଧରେ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ତନ୍ମୟ ୧୯୮୬ ମସିହାରେ ଭାରତରେ ଜନ୍ମ ହୋଇଥିଲେ ଏବଂ ୧୯୯୪ ମସିହାରେ ୮ ବର୍ଷ ବୟସରେ କେନିଆକୁ ସ୍ଥାନାନ୍ତରିତ ହୋଇଥିଲେ ।[୧]

ଆଧାର[ସମ୍ପାଦନା]

  1. "Tanmay Mishra: A cricketer's journey from World Cups to the maidans of Mumbai". Cricket Country (in ଆମେରିକୀୟ ଇଂରାଜୀ). 2013-10-29. Retrieved 2021-01-31.