ତାନିଆ ବୃଷ୍ଟି
ଦେଖଣା
(Tania Brishtyରୁ ଲେଉଟି ଆସିଛି)
ତାନିଆ ବୃଷ୍ଟି | |
---|---|
তানিয়া বৃষ্টি | |
ଜନ୍ମ | ମୁନ୍ସିଗଞ୍ଜ, ବଙ୍ଗଳାଦେଶ |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି(ସମୂହ) | ମଡେଲ୍, ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ଉଲ୍ଲେଖନୀୟ କୃତି | ଘାସଫୁଲ୍, ଯୋଡ଼ି ତୁମି ଜାନ୍ତେ |
ତାନିଆ ବୃଷ୍ଟି (ବଙ୍ଗଳା: তানিয়া বৃষ্টি) ଜଣେ ବଙ୍ଗଳାଦେଶୀ ମଡେଲ ଏବଂ ଅଭିନେତ୍ରୀ ।[୧] ସେ ଭିଟ୍ ଚ୍ୟାନେଲ୍ ଆଇ ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ରହିଥିଲେ । ୨୦୧୫ ମସିହାରେ ତାନିଆ ବଙ୍ଗଳାଦେଶୀ କଥାଚିତ୍ର ଘାସଫୁଲ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅନେକ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ତାନିଆ ବାଂଲାଦେଶର ମୁନ୍ସିଗଞ୍ଜଠାରେ ଜନ୍ମଗ୍ରହଣ କରିଥିଲେ । ସେ ହବିବୁଲ୍ଲା ବାହର କଲେଜରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ବିବିଏ ପଢ଼ିଥିଲେ । ସେ ପିଲାଦିନରୁ ନୃତ୍ୟ ଶିକ୍ଷା ନେଇଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ତାନିଆ ବୃଷ୍ଟି ୨୦୧୨ ମସିହାରେ ଭିଟ୍-ଚେନାଲ୍ ଆଇ ଟପ୍ ମଡେଲ ପ୍ରତିଯୋଗୀତାରେ ୩ୟ ସ୍ଥାନର ରହିଥିଲେ । ମଡେଲିଂରୁ ନିଜର ପେଶା ଆରମ୍ଭ କରିବା ପରେ ସେ ଅନେକ ନୃତ୍ୟ କାର୍ଯ୍ୟକ୍ରମ ଏବଂ ଦୂରଦର୍ଶନ ଧାରାବାହିକରେ ଭାଗ ନେଇଥିଲେ । ୨୦୧୫ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଧଲିଉଡ଼ରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ନିର୍ଦ୍ଦେଶକ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|---|
୨୦୧୫ | ଘାସଫୁଲ | ଆକ୍ରାମ ଖାନ | ପ୍ରଥମ କଥାଚିତ୍ର | [୨] | |
ଲଭର୍ ନମ୍ବର ୱାନ୍ | ଫାରୁକ୍ ଓମାର | [୩] | |||
ଶିରି ଫରହାଦ୍ | ଦୟେଲ ରହମାନ | ||||
୨୦୧୬ | ଯୋଡ଼ି ତୁମି ଜାନ୍ତେ | ନୋଡି ଏବଂ ଫିରୋଜ | |||
୨୦୧୯ | ଗୋୟେନ୍ଦାଗିରି | ନାସିମ ସାହନିକ୍ | [୪] | ||
ଅବଲା ନାରୀ | ସୋହାନୁର ରହମାନ ସୋହାନ | [୫] |
ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]- ଭାଲୋ ଥାକେର ୭ ଉପାୟ
- ଓରା ବୋଖଟେ
- ପୋକୟ ଖାଓୟା କୁରି
- ହାଉସ୍ ୱାଇଫ୍
- ସମାଧାନ
- ମୋନ ଥେକେ ଦୁରେ ନୋୟ[୬]
- ଭାଲୋବାଶର ଗୋଣ୍ଡୋଗୋଲ
- ଚିରୋ କୁମାର ମୋନେ ମୋନେ
ଆଧାର
[ସମ୍ପାଦନା]- ↑ "Tania's Personal life". in.com. Archived from the original on 2013-06-07.
- ↑ মুম্বাইয়ে শায়নার নাটক. Jaijaidin (in Bengali). Retrieved 12 December 2014.
- ↑ আমেরিকার প্রেক্ষাগৃহে শায়না. Jaijaidin (in Bengali). 3 May 2013. Retrieved 12 December 2014.
- ↑ গোয়েন্দাগিরিতে তানিয়া বৃষ্টি. Manob Kantha (in Bengali). 19 September 2016. Archived from the original on 2 December 2016. Retrieved 22 November 2022.
- ↑ অপেক্ষায় তানিয়া বৃষ্টি. Bhorer Kagoj (in Bengali). 22 August 2015. Archived from the original on 2 December 2016. Retrieved 22 November 2022.
- ↑ ভিন্ন ভিন্ন তিন চরিত্রে তানিয়া বৃষ্টি. Daily Inqilab (in Bengali). 14 November 2016.