ସୋନିଡେଗିବ
| Clinical data | |
|---|---|
| Trade names | Odomzo |
| Synonyms | LDE225, erismodegib |
| AHFS/Drugs.com | monograph |
| MedlinePlus | a615034 |
| data | |
| Pregnancy category | |
| Routes of administration | By mouth (capsules) |
| Legal status | |
| Legal status |
|
| Pharmacokinetic data | |
| Bioavailability | <10% |
| Protein binding | >97% |
| Metabolism | Liver (CYP3A) |
| Elimination half-life | ~28 days |
| Excretion | Feces (~70%), urine (30%)[୨] |
| Identifiers | |
| |
| Chemical and physical data | |
| Formula | C26H26F3N3O3 |
| Molar mass | ୪୮୫.୫୧ g·mol−1 |
| 3D model (JSmol) | |
| |
| |
ସୋନିଡେଗିବ (ଇଂରାଜୀ ଭାଷାରେ Sonidegib), ଓଡୋମଯୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଏକ କର୍କଟ, ବିଶେଷତଃ ବାସାଲ ସେଲ କାର୍ସିନୋମା ବା ଚର୍ମ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଯେଉଁ କ୍ଷେତ୍ରରେ ଅସ୍ତ୍ରୋପଚାର କିମ୍ବା ବିକିରଣ ଚିକିତ୍ସା ବିଫଳ ହୋଇଛି କିମ୍ବା ଏକ ଅନ୍ୟ କୌଣସି ବିକଳ୍ପ ନାହିଁ, ସେହି କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ସ୍ପାଜ୍ମ, କେଶହାନୀ, ସ୍ୱାଦ ପରିବର୍ତ୍ତନ, ଥକ୍କାଣ, ଅଇ, ଯନ୍ତ୍ରଣା, ତରଲ ଝାଡ଼ା, ବାନ୍ତି ଏବଂ ଗଲୁ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଭାଙ୍ଗିବା ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭଧାରଣ ପୂର୍ବରୁ କିମ୍ବା ଗର୍ଭଧାରଣ ସମୟରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ହେଜହୋଗ ସିଗନାଲିଙ୍ଗ ପାଥ୍ୱେ ଇନହିବିଟର ।[୨] [୩]
୨୦୧୫ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପୀୟ ୟୁନିଅନରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସୋନିଡେଗିବ ଅନୁମୋଦନ କରାଯାଇଥିଲା ।[୨] [୪] ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ପ୍ରାୟ ୧୩,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Sonidegib (Odomzo) Use During Pregnancy". Drugs.com. 17 May 2019. Archived from the original on 9 June 2020. Retrieved 9 June 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Odomzo- sonidegib capsule". DailyMed. 29 May 2019. Archived from the original on 9 June 2020. Retrieved 9 June 2020.
- ↑ ୩.୦ ୩.୧ "Sonidegib Monograph for Professionals". Drugs.com (in ଇଂରାଜୀ). Archived from the original on 9 June 2020. Retrieved 14 October 2021.
- ↑ "Odomzo". European Medicines Agency. 17 September 2018. Archived from the original on 9 June 2020. Retrieved 9 June 2020.
- ↑ "Odomzo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 14 October 2021.