ସ୍ମିତା ବଂଶଲ
ଦେଖଣା
(Smita Bansalରୁ ଲେଉଟି ଆସିଛି)
ସ୍ମିତା ବଂଶଲ | |
|---|---|
୨୦୧୫ ମସିହାରେ ସ୍ମିତା | |
| ଜନ୍ମ | ୨୧ ଫେବୃଆରୀ ୧୯୭୭[୧] |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୯୮–ଏବେଯାଏଁ |
| ବୈବାହିକ-ସାଥୀ | ଅଙ୍କୁଶ ମହଲା (ବିବାହ: ୨୦୦୨)[୨] |
| ସନ୍ତାନ | ୨[୩] |
ସ୍ମିତା ବଂଶଲ (ଜନ୍ମ: ୨୧ ଫେବୃଆରୀ ୧୯୭୭) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଜୀ ଟିଭିରେ ପ୍ରସାରିତ ଧାରାବାହିକ ଅମାନତ, ଆଶୀର୍ବାଦ, ସର୍ହଦେଁ ଓ ସୋନି ସବ୍ରେ ପ୍ରସାରିତ ଧାରାବାହିକ ଆଲାଦ୍ଦିନ – ନାମ୍ ତୋ ସୁନା ହୋଗା ଆଦିରେ ତାଙ୍କ ଅଭିନୀତ ଭୂମିକା ପାଇଁ ସେ ଜଣାଶୁଣା । ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର କର୍ଜରେ ମଧ୍ୟ ଅଭିନୟ କରିଥିଲେ । ବାଳିକା ବଧୂ ଧାରାବାହିକ ପାଇଁ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ଆଇଟିଏ ପୁରସ୍କାର ମିଳିଥିଲା ।[୪]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]- ୧୯୯୮: ଦୟା (ମାଲାୟାଲମ)
- ୨୦୦୦: ହମ୍ ତୋ ମହବତ୍ କରେଗା
- ୨୦୦୮: କର୍ଜ (ହିନ୍ଦୀ)
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକ | ମନ୍ତବ୍ୟ |
|---|---|---|---|
| ୧୯୯୮–୧୯୯୯ | ଚ୍ୟାଲେଞ୍ଜ୍ | ସୋନାଲି | ମୁଖ୍ୟ ଭୂମିକା |
| ୨୦୦୦ | ତୁଳସୀ | ତୁଳସୀ | |
| ୧୯୯୬-୧୯୯୭ | ଇତିହାସ | ପଦ୍ମିନୀ | ସହାୟକ ଭୂମିକା |
| ୧୯୯୭-୨୦୦୨ | ଅମାନତ | ଡ. ବାଲା | |
| ୧୯୯୮ | ଚିନ୍ଚିନ୍ନାତି ବୁବ୍ବଲାବୂ | ସେଲ୍ସଓମେନ୍ | |
| ଅଲ୍ପବୀରମ୍ | ଶ୍ୱେତା | ||
| ଏକ୍ସ ଜୋନ୍ - ନେହା: ପାର୍ଟ ୧ - ପାର୍ଟ ୪ | ଅଧ୍ୟାୟ ୪ - ଅଧ୍ୟାୟ ୭ | ଅଧ୍ୟାୟଗତ ଭୂମିକା | |
| ୧୯୯୮-୧୯୯୯ | କୋରା କାଗଜ | ପ୍ରିୟା | ସହାୟକ ଭୂମିକା |
| ଦାଲ୍ ମେଁ କାଲା | ଜୁଲି | ||
| ୧୯୯୮-୨୦୦୧ | ଆଶୀର୍ବାଦ | ବିଶାଖା | |
| ୧୯୯୯ | ଏକ୍ସ ଜୋନ୍ - ତଲାଶ: ପାର୍ଟ ୧ ଏବଂ ପାର୍ଟ ୨ | ଅଧ୍ୟାୟ ୪୨ - ଅଧ୍ୟାୟ ୪୩ | ଆଧ୍ୟାୟଗତ ଭୂମିକା |
| ସଟର୍ଡେ ସସ୍ପେନ୍ସ - ହମେଁ ସବ୍ ପତା ହୈ | ଅଧ୍ୟାୟ ୧୦୫ | ||
| ରିସ୍ତେ - ଏକ୍ ଘର୍ ୟେ ଭି | ତୁଳିକା (ଅଧ୍ୟାୟ ୬୦) | ||
| ରିସ୍ତେ - ନୟା ବିବାହ | ଆଶା (ଆଧ୍ୟାୟ ୭୦) | ||
| ଆହାଟ୍ - ଦି ଲାଷ୍ଟ ରିଲ୍: ପାର୍ଟ ୧ ଓ ପାର୍ଟ ୨, ଟିନା: ପାର୍ଟ ୧ ଓ ପାର୍ଟ ୨ | ସୀତାରା (ଅଧ୍ୟାୟ ୧୯୬ ଓ ଅଧ୍ୟାୟ ୧୯୭) /ଟିନା (ଅଧ୍ୟାୟ ୨୦୪ ଓ ଅଧ୍ୟାୟ ୨୦୫) | ||
| ୧୯୯୯-୨୦୦୦ | ସାଥ୍ ସାଥ | ସହାୟକ ଭୂମିକା | |
| ୨୦୦୧ | କାହାନୀ ଘର୍ ଘର୍ କି | ନିବେଦିତା କମାଲ ଅଗ୍ରୱାଲ | |
| ସ...କୋଇ ହୈ - ତାନ୍ତ୍ରିକ | ଶ୍ୱେତା (ଅଧ୍ୟାୟ ୪) | ଆଧ୍ୟାୟଗତ ଭୂମିକା | |
| ୨୦୦୧-୨୦୦୨ | ସଂସ୍କୃତି | ପାୟଲ | ସହାୟକ ଭୂମିକା |
| ୨୦୦୧-୨୦୦୩ | ସର୍ହଦେଁ | ଚାନ୍ଦିନୀ | ସହାୟକ ଭୂମିକା |
| ୨୦୦୨-୨୦୦୩ | କୋହି ଅପ୍ନା ସା | ଶ୍ରୁତି ତୁଷାର ଗିଲ୍/ମଲ୍ଲିକା ସିଂହାନିଆ | |
| ୨୦୦୩ | ବିକ୍ରାଲ ଔର୍ ଗବ୍ରାଲ୍ - ତାନ୍ତ୍ରିକ | ଶ୍ୱେତା (ଅଧ୍ୟାୟ ୯) | ଆଧ୍ୟାୟଗତ ଭୂମିକା |
| ୨୦୦୩-୨୦୦୪ | ସଞ୍ଜିବନୀ | ନେହା | ସହାୟକ ଭୂମିକା |
| ୨୦୦୪ | ରାତ୍ ହୋନେ କୋ ହୈ - ଦୃଷ୍ଟି: ପାର୍ଟ ୧ - ପାର୍ଟ ୪ | ପ୍ରିୟଙ୍କା (ଅଧ୍ୟାୟ ୫୩ - ଅଧ୍ୟାୟ ୫୬) | ଆଧ୍ୟାୟଗତ ଭୂମିକା |
| ୨୦୦୪-୨୦୦୫ | ସି.ଆଇ.ଡି. | ଇନ୍ସପେକ୍ଟର ଅଦିତି | ସହାୟକ ଭୂମିକା |
| ପିୟା କା ଘର୍ | ଶ୍ୱେତା ଅବିନାଶ ଶର୍ମା | ନକାରତ୍ମକ ଭୂମିକା | |
| ୟେ ମେରି ଲାଇଫ୍ ହୈ | ପୂର୍ଣ୍ଣିମା | ସହାୟକ ଭୂମିକା | |
| ୨୦୦୫ | ଫେମ୍ ଗୁରୁକୁଳ | ପ୍ରତିଯୋଗୀ | ରିଆଲିଟି ଶୋ |
| ୨୦୦୬ | ଟ୍ୱିଙ୍କିଲ୍ ବିଉଟି ପାର୍ଲର୍ ଲାଜପତ ନଗର | ନିୟତି | ମୁଖ୍ୟ ଭୂମିକା |
| କସୌଟି ଜିଙ୍ଗେଦି କେ | ନିବେଦିତା ବାସୁ/ନିବେଦିତା ଅନୁପମ ସେନଗୁପ୍ତା | ସହାୟକ ଭୂମିକା | |
| ଜୀବନ ଇସି କା ନାମ୍ ହୈ | ଅତିଥି (ଅଧ୍ୟାୟ ୯) | ଟକ୍ ଶୋ | |
| ୨୦୦୬-୨୦୦୭ | ବିରାସତ୍ | ଗାର୍ଗି କୁନାଲ ଖରବନ୍ଦା | ସହାୟକ ଭୂମିକା |
| ୨୦୦୮-୨୦୦୯ | ପାନି ପୁରୀ | ଦିବ୍ୟା ପାନି | ମୁଖ୍ୟ ଭୂମିକା |
| ୨୦୦୮-୨୦୧୪ | ବାଳିକା ବଧୂ | ସୁମିତ୍ରା ସିଂହ | ସହାୟକ ଭୂମିକା |
| ୨୦୧୧ | ଫିଅର୍ ଫ୍ୟାକ୍ଟର - ଖତ୍ରୋ କେ ଖିଲାଡ଼ି ସିଜିନ୍ ୪ | ପ୍ରତିଯୋଗୀ | ରିଆଲିଟି ଶୋ |
| ୨୦୧୨-୨୦୧୩ | ନାଚ୍ ବଲିୟେ ୫ | ||
| ୨୦୧୩ | କମେଡ଼ି ନାଇଟ୍ସ ଉଇଥ୍ କପିଲ୍ | ଅତିଥି (ଅଧ୍ୟାୟ ୧୯) | କମେଡ଼ି ଶୋ |
| ୨୦୧୪ | ଅକବର ବିରବଲ୍ - ଆକବର କି ପେହଲି ବେଗମ୍: ପାର୍ଟ ୧ - ପାର୍ଟ ୩ | ଉମରାଓ ଜାନ୍ | ଆଧ୍ୟାୟଗତ ଭୂମିକା |
| ୨୦୧୪-୨୦୧୫ | ତୁମ୍ ଐସେ ହି ରେହେନା | ଲତା ବର୍ମା/ଲତା ବିଗ୍ନେଶ ଅଗ୍ରୱାଲ | ସହାୟକ ଭୂମିକା |
| ୨୦୧୫-୨୦୧୬ | ଜିଙ୍ଗେଦି ଅଭି ବାକି ହୈ ମେରେ ଘୋଷ୍ଟ | ରାଧା ସୁରଜ ପାଲେକର | |
| ୨୦୧୬-୨୯୧୭ | ଜାନା ନା ଦିଲ୍ ସେ ଦୂର୍ | ସୁମନ ରମାକା୍ତ ବଶିଷ୍ଟ[୫] | ନକାରାତ୍ମକ ଭୂମିକା |
| ୨୦୧୮-୨୦୧୯ | ନଜର୍ | ଦିବ୍ୟା ନିଶାନ୍ତ ଶର୍ମା | ସହାୟକ ଭୂମିକା |
| ୨୦୧୮-୨୦୨୧ | ଅଲାଦ୍ଦିନ୍ - ନାମ୍ ତୋ ସୁନା ହୋଗା | ରୁକ୍ସାର | |
| ୨୦୧୯-୨୦୨୦ | ଯୈ ଯାଦୁ ହୈ ଜିନ୍ନ୍ କା! | ପ୍ରବୀଣ ଜୁନେଦ ଖାନ୍ | |
| ୨୦୨୧–ଏବେଯାଏଁ | ଭାଗ୍ୟ ଲକ୍ଷ୍ମୀ | ନୀଲମ୍ ଓବରାୟ |
ଥିଏଟର୍
[ସମ୍ପାଦନା]- ଗେଟ୍ ରିଡ୍ ଅଫ୍ ମାଇଁ ଲାଇଫ୍ ଉଇଥ୍ ପରିତୋଷ ପେଣ୍ଟର୍
ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]ମିଲିନ୍ଦ ଗାବାଙ୍କ ସହିତ ଏକ ମରାଠୀ ମ୍ୟୁଜିକ୍ ଭିଡିଓ
ପୁରସ୍କାର
[ସମ୍ପାଦନା]| ବର୍ଷ | କାମ | ପୁରସ୍କାର | ବର୍ଗ | ଫଳାଫଳ |
|---|---|---|---|---|
| ୨୦୦୮ | ବାଳିକା ବଧୂ | ଇଣ୍ଡିଆନ୍ ଟେଲି ଆୱାର୍ଡ଼ | ଶ୍ରେଷ୍ଠ ସହାୟକ ଅଭିନେତ୍ରୀ | ବିଜୟୀ |
| ୨୦୦୯ | ମନୋନୀତ | |||
| ୨୦୧୩ | ମନୋନୀତ |
ଆଧାର
[ସମ୍ପାଦନା]- ↑ "In Photos: 'Sasu Maa' of 'Balika Vadhu' looks like this in real life / In Photos: 'Sasu Maa' of 'Balika Vadhu' looks like this in real life TV actress Smita Bansal turns 38". Bhaskar Dot Com (in ଇଂରାଜୀ). 21 February 2015. Retrieved 1 March 2020.
- ↑ Kalgi Patel (11 December 2014). "Smita Bansal: I didn't become an actress to make money". The Times of India. Retrieved 11 December 2014.
- ↑ Neha Maheshwari (26 August 2012). "Smita Bansal delivers a baby girl". The Times of India. Retrieved 26 August 2012.
- ↑ "I am shocked, false accusations are being made to harass me: Smita Bansal". The Indian Express. 29 December 2015.
- ↑ "Smita Bansal, Shanshank Vyas to reunite once again onscreen after Balika Vadhu". The Times of India. 30 August 2016.
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ସ୍ମିତା ବଂଶଲ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ମିତା ବଂଶଲ
- ବଲିଉଡ ହଙ୍ଗାମାରେ ସ୍ମିତା ବଂଶଲ