ସିକାନ୍ଦ୍ରା ରାଓ

ଉଇକିପିଡ଼ିଆ‌ରୁ
(Sikandra Raoରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sikandra Rao
city
ଦେଶ India
ରାଜ୍ୟUttar Pradesh
ଜିଲ୍ଲାHathras
Population
 (2001)
 • Total୩୮,୪୮୫
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN
204215
Sex ratio1000:890 /

ସିକାନ୍ଦ୍ରା ରାଓ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ହଥ୍ରସ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସିକାନ୍ଦ୍ରା ରାଓ ୨୭.୬୮୮୧ ଉତ୍ତର ଅକ୍ଷାଂଶ ଓ ୭୮.୩୮୧୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିକାନ୍ଦ୍ରା ରାଓ ସହରର ମୋଟ ଜନସଂଖ୍ୟା ୩୮୪୮୫ ଅଟେ ।[୨] ସେଥି ମଧ୍ୟରୁ ୫୨.୪୮% ଜଣ ପରୁଷ ହୋଇଥିବା ବେଳେ ୪୭.୫୨% ଜଣ ନାରୀ ଅଟନ୍ତି । ସିକାନ୍ଦ୍ରା ରାଓର ସାକ୍ଷରତା ହାର ୪୫.୭୫% ଅଟେ । ଏହା ଜାତୀୟ ହାରଠାରୁ ୧୯.୦୯% ପ୍ରତିଶତ କମ ଅଟେ । ସେଥିରୁ ୨୭.୯୬% ପ୍ରତିଶତ ପୁରୁଷ ଓ ୧୭.୭୮% ନାରୀ ଅଟନ୍ତି । ୧୭.୧୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ସିକାନ୍ଦ୍ରା ରାଓର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]