ଶୃତି ବିଷ୍ଟ
Appearance
(Shruti Bhistରୁ ଲେଉଟି ଆସିଛି)
ଶୃତି ବିଷ୍ଟ | |
---|---|
ଜନ୍ମ | [୧] ପୁରି ଗରୱାଲ, ଉତ୍ତରାଖଣ୍ଡ, ଭାରତ[୨] | ୨୨ ଜାନୁଆରୀ ୨୦୦୩
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୧–ଏବେଯାଏଁ |
ଶୃତି ବିଷ୍ଟ (ଜନ୍ମ: ୨୨ ଜାନୁଆରୀ ୨୦୦୩) ଜଣେ ଭାରତୀୟ ଅଭିନେତ୍ରୀ ।[୨] ସେ ଶିଶୁ କଳାକାର ଭାବରେ କାମ କରୁଛନ୍ତି ।[୩] ହିନ୍ଦୀ ଧାରାବାହିକ ଏକ୍ ନୟି ଛୋଟି ସି ଜିଙ୍ଗେଦିରେ ସେ ଇରା ଭୂମିକାରେ ଅଭିନୟ କରିଥିଲେ ।[୪] ୨୦୧୧ ମସିହାରେ, ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ହିଟ୍ଲର୍ ଦିଦିରେ ଇନ୍ଦୁ ଭୂମିକାରେ ଅଭିନୟ କରିଥିଲେ ।[୫][୬] ସବ୍ ଟିଭିରେ ପ୍ରସାରିତ ପରୀ କାହାଣୀ ଉପରେ ଆଧାରିତ ଧାରାବାହିକ ବାଲ୍ ବୀର୍ରେ ସଲୋନି ଭୂମିକାରେ ଅଭିନୟ କରିଥିଲେ । ଦି ଫ୍ୟାମିଲି ମ୍ୟାନ୍ ୱେବ୍ ସିରିଜ୍ରେ ସେ ମହିମା ଭୂମିକାରେ କାମ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୨୦୦୩ ମସିହାର ଜାନୁଆରୀ ୨୨ ତାରିଖରେ ସେ ଉତ୍ତରାଖଣ୍ଡର ପୌରି ଗରୱାଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨]
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୧ | ଏକ୍ ନୟି ଛୋଟି ସି ଜିଙ୍ଗେଦି | ଇରା | ||
୨୦୧୧–୨୦୧୨ | ଚିଣ୍ଟୁ ଚିଙ୍କି ଔର୍ ଏକ ବଡ଼ି ସି ଲଭ୍ ଷ୍ଟୋରୀ | ଖୁସି | ||
୨୦୧୨–୨୦୧୩ | ହିଟ୍ଲର୍ ଦିଦି | ଇନ୍ଦୁ କୁମାର | [୭] | |
୨୦୧୨ | ଫିର୍ ସୁଭା ହୋଗି | ସୁଗ୍ନି ନିୱାସ | ||
୨୦୧୩ | ସାଥ୍ ନିଭାନା ସାଥିୟା | ମାୟା | ||
ଅର୍ଜୁନ | ଅଞ୍ଜଳି | |||
୨୦୧୪–୨୦୧୬ | ବାଲ୍ ବୀର୍ | ସଲୋନି | ||
୨୦୧୭–୨୦୧୮ | ବାଣୀ ରାଣୀ | ମିଷ୍ଟି | ||
୨୦୨୦ | ମେରା ସାଇ - ଶ୍ରଦ୍ଧା ଔର୍ ସବୁରୀ | ସୁମତି | ||
୨୦୨୧ | ପାଣ୍ଡ୍ୟା ଷ୍ଟୋର୍ | କୀର୍ତ୍ତି ସେଠ୍ | ||
୨୦୨୨ | ସ୍ୱରାଜ | |||
୨୦୨୪–ଏବେଯାଏଁ | ମିଶ୍ରି | ମିଶ୍ରି |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା |
---|---|---|
୨୦୨୧ | ଆଉଟ୍ ଅଫ୍ ଲଭ୍ (ସିଜିନ୍ ୨) | ଗାୟତ୍ରୀ |
୨୦୨୧ | ଦି ଫ୍ୟାମିଲି ମ୍ୟାନ୍ (ସିଜିନ୍ ୨) | ମହିମା |
୨୦୨୩ | ଦି ଟ୍ରାୟଲ୍ | ଅନନ୍ୟା ସେନଗୁପ୍ତା |
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା |
---|---|---|
୨୦୧୪ | ରଜ୍ଜୋ | ଶିଶୁ ରଜ୍ଜୋ |
ବାଙ୍ଗ | ||
୨୦୨୧ | ରାଧେ |
ଆଧାର
[ସମ୍ପାଦନା]- ↑ "Shruti Bisht Biography". EFilms India.
- ↑ ୨.୦ ୨.୧ ୨.୨ "I'll open a zoo when I grow up: Shruti" The Times of India
- ↑ "Shruti.Bhist" – via Instagram.
- ↑ "Shruti in Ek Nayi Chhoti Si Zindagi" - The Times of India.
- ↑ "Ranbir Kapoor`s triple cameo on Zee TV!"
- ↑ 'Barfi!' gets a street-style promotion with Ranbir Kapoor on a bicycle. IBNLive.
- ↑ "Shruti Bisht in Hitler Didi" - The Times Of India
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶୃତି ବିଷ୍ଟ
- ଇନଷ୍ଟାଗ୍ରାମରେ ଶୃତି ବିଷ୍ଟ