ବିଦ୍ୟାଳୟ
ଦେଖଣା
(Schoolରୁ ଲେଉଟି ଆସିଛି)
ବିଦ୍ୟାଳୟ କହିଲେ ସାଧାରଣତଃ ଯେଉଁଠି ବିଦ୍ୟାର୍ଥୀ ବା ଛାତ୍ରଛାତ୍ରୀ ଶିକ୍ଷକଙ୍କଠାରୁ ଶିକ୍ଷାଲାଭ କରିଥାନ୍ତି । ବିଦ୍ୟାଦାନ ଓ ଗ୍ରହଣ କରିବା ପାଇଁ ଯେଉଁ ଗୃହ ବ୍ୟବହାର ହୁଏ ତାହାକୁ ବିଦ୍ୟାଳୟ କୁହାଯାଏ ।
ଇତିହାସ
[ସମ୍ପାଦନା]ଭାରତରେ ପ୍ରଥମେ ଗୁରୁକୂଳକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । ପୂର୍ବକାଳରେ ଓଡ଼ିଶାରେ ଚାଟଶାଳୀକୁ ବିଦ୍ୟାଳୟ ଭାବେ ବ୍ୟବହାର କରାଯାଉଥିଲା । କାଳକ୍ରମେ ଏହି ପ୍ରଥା ବଢ଼ି ଏବେକାର ଆଧୁନିକ ବିଦ୍ୟାଳୟ ପ୍ରଥାର ପ୍ରଚାଳନ ଆରମ୍ଭ ହେଲା । ବିଦ୍ୟାଳୟରେ ମୁଖ୍ୟତଃ ଶିକ୍ଷକ ଥାନ୍ତି, ଯିଏକି ଶିକ୍ଷାଦାନ କରିଥାନ୍ତି ଏହାଛଡା ଅନ୍ୟ କର୍ମଚାରୀ ଥାନ୍ତି ଯେଉମାନେ ଅନ୍ୟ କାମ କରିଥାନ୍ତି ।
ଶିକ୍ଷା
[ସମ୍ପାଦନା]ଶିକ୍ଷା ହେଉଛି ବିଦ୍ୟାଳୟର ଏକ ମୁଖ୍ୟ ଉପାଦାନ । ବିଦ୍ୟାଳୟରେ ପ୍ରାୟତଃ ପ୍ରାଥମିକ ଏବଂ ମୂଳ ଶିକ୍ଷା ଦିଆଯାଇଥାଏ ।
ଓଡ଼ିଶାରେ ବିଦ୍ୟାଳୟ ବ୍ୟବସ୍ଥା
[ସମ୍ପାଦନା]ଓଡ଼ିଶାରେ ସାଧାରଣତଃ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷା ଦିଆ ଯାଇଥାଏ । ୬ରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଇଥାଏ ।[୧]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2012-07-18. Retrieved 2012-06-20.
{{cite web}}
: Cite has empty unknown parameter:|1=
(help)
ବାହାର ତଥ୍ୟ
[ସମ୍ପାଦନା]ବିଦ୍ୟାଳୟ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |