ସାଗୀର ଅହମଦ
ଦେଖଣା
(Sagir Ahmedରୁ ଲେଉଟି ଆସିଛି)
ସାଗୀର ଅହମଦ | |
---|---|
ମୃତ୍ୟୁ | ୨୭ ଫେବୃଆରୀ ୨୦୧୩ |
ଜାତୀୟତା | ଭାରତୀୟ |
ଶିକ୍ଷା | ଡିପ୍ଲୋମା ନିର୍ଦ୍ଦେଶନା ୧୯୬୮ |
ଶିକ୍ଷାନୁଷ୍ଠାନ | ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ |
ପ୍ରସିଦ୍ଧି | ଚଳଚ୍ଚିତ୍ର ନିର୍ଦ୍ଦେଶକ |
ସାଗୀର ଅହମଦ, ୧୯୩୦ ଦଶକରେ କଟକଠାରେ ଜନ୍ମିତ ଜଣେ ଜଣାଶୁଣା ସମାନ୍ତରାଳ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଶିକ୍ଷାବିତ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଧାରେ ଆଲୁଅ ଭାରତୀୟ ପାନୋରାମାକୁ ନିର୍ବାଚିତ ହୋଇଥିଲା । [୧]
ସାଗୀର ଅହମଦ, ପିଲାଦିନରୁ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ଥିଲେ । ସେ, ୧୯୬୮ ମସିହାରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିପ୍ଲୋମା ହାସଲ କରିଥିଲେ । [୨]
ସାଗୀର ଅହମଦଙ୍କର ୨୦୧୩ ମସିହା ଫେବୃଆରୀ ୨୭ତାରିଖରେ ଦେହାନ୍ତ ହୋଇଥିଲା ।
ଓଡ଼ିଆ କଥାଚିତ୍ରକୁ ଅବଦାନ
[ସମ୍ପାଦନା]- ଧାରେ ଆଲୁଅ - ୧୯୮୩[୩]
- ଅଭିଶପ୍ତ - ୧୯୭୧(ଅସମ୍ପୂର୍ଣ୍ଣ)
- କିଏ ତୋଳିବ ଇନ୍ଦ୍ରଧନୁ - ୧୯୭୯(ଅସମ୍ପୂର୍ଣ୍ଣ)
- ପରାଗପରେ (ଅସମ୍ପୂର୍ଣ୍ଣ)[୪]
ଆଧାର
[ସମ୍ପାଦନା]- ↑ http://www.newindianexpress.com/states/odisha/Odia-entries-in-Indian-Panorama/2013/10/19/article1844041.ece[permanent dead link]
- ↑ "Sagir Ahmed passed away". IncredibleOrissa. Retrieved 17 April 2015.
- ↑ http://www.thehindu.com/todays-paper/tp-national/tp-otherstates/treat-in-store-for-film-buffs/article1695822.ece
- ↑ http://dff.nic.in/synopsis.asp
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାଗୀର ଅହମଦ