ଏସ୍. ମୁରଲୀଧର

ଉଇକିପିଡ଼ିଆ‌ରୁ
(S. Muralidharରୁ ଲେଉଟି ଆସିଛି)
Hon'ble Chief Justice

ଡ଼ଃ ଏସ୍. ମୁରଲୀଧର
ମୁଖ୍ୟ ବିଚାରପତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ
Assumed office
4 January 2021
Nominated bySharad Arvind Bobde
Appointed byରାମନାଥ କୋବିନ୍ଦ
ପୂର୍ବ ଅଧିକାରୀMohammad Rafiq
ବିଚାରପତି, ପଞ୍ଜାବ ଓ ହରିୟାନା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
6 March 2020 – 3 January 2021
Nominated bySharad Arvind Bobde
Appointed byରାମନାଥ କୋବିନ୍ଦ
ବିଚାରପତି, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
29 May 2006 – 5 March 2020
Nominated byYogesh Kumar Sabharwal
Appointed byଏ. ପି. ଜେ. ଅବଦୁଲ କଲାମ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-08-08) ୮ ଅଗଷ୍ଟ ୧୯୬୧ (ବୟସ ୬୨)
ଜୀବନ ସାଥୀଉଷା ରମାନାଥନ
ଶିକ୍ଷାନୁଷ୍ଠାନମାଡ୍ରାସ ବିଶ୍ୱବିଦ୍ୟାଳୟ, ନାଗପୁର ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ଜଷ୍ଟିସ ଏସ୍. ମୁରଲୀଧର ଜଣେ ଭାରତୀୟ ବିଚାରପତି । ବର୍ତ୍ତମାନ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଅଟନ୍ତି ।[୧] ସେ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଲୟର ପୂର୍ବତନ ବିଚାରପତି । ସେ ପ୍ରଥମେ ମେ ୨୦୦୬ରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ସେ ୬ ମାର୍ଚ୍ଚ ୨୦୨୦ରେ ପଞ୍ଜାବ ଏବଂ ହରିୟାଣାର ହାଇକୋର୍ଟରେ ବିଚାରପତି ପଦବୀରେ ଅବସ୍ଥାପିତ ହୋଇଥିଲେ ।

ଶିକ୍ଷା[ସମ୍ପାଦନା]

ମାଡ୍ରାସ ବିଶ୍ୱବିଦ୍ୟାଳୟ ଅଧିନରେ ଚେନ୍ନାଇ ବିବେକାନନ୍ଦ ମହାବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକୋତ୍ତର ବିଜ୍ଞାନ (ରସାୟନ ବିଜ୍ଞାନ)ରେ ପ୍ରଥମ ଶ୍ରେଣୀ ହାସଲ କରିଥିଲେ । ଏହାପରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଆଇନରେ ପ୍ରଥମ ଶ୍ରେଣୀରେ ବି.ଏଲ. (B.L.) ଡ଼ିଗ୍ରୀ ହାସଲ କରିବା ସହ Lakshminarasa Reddi, the L.C. Miller Medals and the Carmichael and Innes Prize, 1984ଦ୍ୱାରା ସମାନିତ ହୋଇଥିଲେ । ଜଣେ ଆଇନ ଛାତ୍ର ଭାବରେ ସେ ମାଡ୍ରାସ ଆଇନ କଲେଜର ଦୁଇ ସଦସ୍ୟ ବିଶିଷ୍ଟ ଦଳର ଅଂଶ ଥିଲେ, ଯାହା ସର୍ବ ଭାରତୀୟ ସ୍ତରରେ ମୂଟ କୋର୍ଟ ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲା ଏବଂ ଫଳ ସ୍ୱରୂପ ଏପ୍ରିଲ ୧୯୯୮୪ରେ ୱାସିଂଟନ ଡି ସି ଅନୁଷ୍ଠିତ ୨୫ତମ en:Philip C. Jessup International Law Moot Court Competition held at Washington D.C.ରେ ଭାରତର ପ୍ରତିନିଧିତ୍ୱ କରିଥିଲା । ୧୯୯୦ ମସିହାରେ ନାଗପୁର ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ LL.M. ଡିଗ୍ରୀ ଲାଭ କରି ୨୦୦୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ "Legal Aid and the Criminal Justice System in India" ବିଷୟରେ ଡ଼କ୍ଟରେଟ ଉପାଥି ଲାଭ କରିଥିଲେ । ସେ ମଧ୍ୟ en:Institute of Company Secretaries of Indiaର ଫେଲୋସିପ ଲାଭ କରିଥିଲେ ।[୨]

ଐତିହାସିକ ଫୈସଲା[ସମ୍ପାଦନା]

ଆର୍ବିଟ୍ରେସନ ସମ୍ବନ୍ଧୀୟ[ସମ୍ପାଦନା]

  • Intertoll ICS Cecons O & M Co. Pvt. Ltd. v. National Highways Authority of India (2013)[୩]
  • M/S. Lanco-Rani (JV) v. NHAI (2016)[୪]
  • Gulshan Khatri v. Google Inc.(2017)[୫]

ବୌଦ୍ଧିକ ସମ୍ପଦା ସମ୍ବନ୍ଧୀୟ[ସମ୍ପାଦନା]

  • Banyan Tree Holding (P) Limited v. A. Murali Krishna Reddy (2009)[୬]
  • F. Hoffmann-LA Roche Ltd. v. Cipla Ltd. (2009)[୭]
  • Bayer Corporation v. Union of India (2010)[୮]
  • Nippon Steel Corporation v. Union of India (2011)[୯]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସ୍ୱାଧୀନ ଭାବେ ଆଇନ ଗବେଷଣା କରୁଥିବା ଉଷା ରମାନାଥନ ହେଉଛନ୍ତି ଏସ୍. ମୁରଲୀଧରଙ୍କ ସହଧର୍ମିଣୀ ।

ଆଧାର[ସମ୍ପାଦନା]

  1. "Chief Justice | Orissa High Court, Cuttack". orissahighcourt.nic.in. Retrieved 24 February 2022.
  2. "Video Clips". www.delhihighcourt.nic.in. Retrieved 26 February 2022.
  3. "Intertoll Ics Cecons. O & M Co. Pvt. ... vs National Highways Authority Of ... on 4 February, 2013". indiankanoon.org. Retrieved 2020-05-04.
  4. "M/S. Lanco-Rani (Jv) vs National Highways Authority Of ... on 6 December, 2016". indiankanoon.org. Retrieved 2020-05-04.
  5. "Gulshan Khatri vs Google Inc. on 20 March, 2017". indiankanoon.org. Retrieved 2020-05-04.
  6. "Banyan Tree Holding (P) Limited vs A. Murali Krishna Reddy & Anr. on 23 November, 2009". indiankanoon.org. Retrieved 2020-05-04.
  7. "F. Hoffmann-La Roche Ltd. & Anr. vs Cipla Ltd. on 24 April, 2009". indiankanoon.org. Retrieved 2020-05-04.
  8. "Bayer Corporation & Anr vs Union Of India & Ors on 9 February, 2010". indiankanoon.org. Retrieved 2020-05-04.
  9. "Nippon Steel Corporation vs Union Of India on 8 February, 2011". indiankanoon.org. Retrieved 2020-05-04.