Jump to content

ରୋନାଲ୍ଡ ରେଗନ

ଉଇକିପିଡ଼ିଆ‌ରୁ
(Ronald Reaganରୁ ଲେଉଟି ଆସିଛି)
Ronald Wilson Reagan
President of the United States
କାର୍ଯ୍ୟକାଳ
January 20, 1981  January 20, 1989
Vice PresidentGeorge H. W. Bush
ପୂର୍ବ ଅଧିକାରୀJimmy Carter
ପର ଅଧିକାରୀGeorge H. W. Bush
Governor of California
କାର୍ଯ୍ୟକାଳ
January 2, 1967  January 6, 1975
Lieutenant
ପୂର୍ବ ଅଧିକାରୀPat Brown
ପର ଅଧିକାରୀJerry Brown
President of the Screen Actors Guild
କାର୍ଯ୍ୟକାଳ
November 16, 1959  June 12, 1960
ପୂର୍ବ ଅଧିକାରୀHoward Keel
ପର ଅଧିକାରୀGeorge Chandler
କାର୍ଯ୍ୟକାଳ
November 17, 1947  November 9, 1952
ପୂର୍ବ ଅଧିକାରୀRobert Montgomery
ପର ଅଧିକାରୀWalter Pidgeon
ବ୍ୟକ୍ତିଗତ ସବିଶେଷ
ଜନ୍ମ(1911-02-06)ଫେବୃଆରୀ ୬, ୧୯୧୧
Tampico, Illinois, U.S.
ମୃତ୍ୟୁଜୁନ ୫, ୨୦୦୪(2004-06-05) (ବୟସ ୯୩)
Bel Air, Los Angeles, California, U.S.
ଜୀବନ ସାଥୀ
  • (m. ୧୯୪୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")
ସନ୍ତାନ5
ଶିକ୍ଷାନୁଷ୍ଠାନEureka College
ପେଷାଛାଞ୍ଚ:Dotlist
ସନ୍ତକ

ରୋନାଲ୍ଡ ୱିଲଶନ ରେଗନ (/ˈrɡən/; ଫେବୃଆରୀ ୬, ୧୯୧୧ – ଜୁନ ୫, ୨୦୦୪) ଜଣେ ଆମେରିକୀୟ ରାଜନେତା, ଅଭିନେତା ଓ ଯୁକ୍ତରାଷ୍ଟ୍ର ଆମେରିକାର ୪୦ତମ ରାଷ୍ଟ୍ରପତି ଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଜଣେ ହଲିଉଡ ଅଭିନେତା, ସଂଘ ନେତା ଓ ୧୯୬୭ରୁ ୧୯୭୫ ଯାଏଁ କାର୍ଲିଫୋନିଆର ରାଜ୍ୟପାଳ ଥିଲେ । [][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରୋନାଲ୍ଡ ରେଗନଙ୍କ ଜନ୍ମ ୬ ଫେରବୁଆରୀ ୧୯୧୧ରେ ଇଲ୍ଲିୟନିସର ତାମପିକୋଠାରେ ହେଇଥିଲା । ରେଗନଙ୍କ ପ୍ରାରମ୍ଭିକ ଶିକ୍ଷା ଇଲ୍ଲିୟନିସର ଡିକ୍ସନ ବିଦ୍ୟାଳୟରେ ହେଇଥିଲା, ଯେଉଁଠାରେ ସେ କଳା, ଖେଳ ଓ କାହାଣୀ କହିବାର ରୁଚି ବଢେଇଥିଲେ ।[] ଜଣେ ଜୀବନରକ୍ଷକ ଭାବେ ସେ ରକ ନଦୀ କୂଳେ ନିଜର ପ୍ରଥମ ପେଶା ଆରମ୍ଭ କରିଥିଲେ । ପରେ ରେଗନ ଇଉରେକା ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । []

ରାଷ୍ଟ୍ରପତି ନିର୍ବାଚନ

[ସମ୍ପାଦନା]

ରେଗନ ୨୦ ଜାନୁୟାରୀ ୧୯୮୧ ମସିହାରେ ୬୯ବର୍ଷ ବୟସରେ ଯୁକ୍ତରାଷ୍ଟ୍ର ଆମେରିକାର ରସ୍ଥ୍ରପତି ଭାବେ ଶପଥ ନେଲେ । ନିଜର ପ୍ରଥମ ଭାଷଣରେ ସେ ଦେଶରେ ଥିବା ଆର୍ଥିକ ସଙ୍କଟକୁ ଦର୍ଶାଇ କହିଥିଲେ, ବର୍ତ୍ତମାନ ସ୍ଥିତିରେ ସରକାର ଆର୍ଥିକ ସଙ୍କଟର ଉତ୍ତର ନୁହଁ ବରଂ ସରକାର ନିଜେ ଦାୟୀ । [] ୭୩ ବର୍ଷରେ ରେଗନ ୨ୟ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରସ୍ଥ୍ରପତି ଭାବେ ଶପଥ ନେଇଥିଲେ ।

  1. Brands, Reagan (2015) pp. 12–5
  2. "Ronald Reagan: Life Before the Presidency". Miller Center. Retrieved August 30, 2015.
  3. Murray, Robert K.; Tim H. Blessing (1993). Greatness in the White House. Penn State Press. p. 80. ISBN 0-271-02486-0.

ବାହାର ତଥ୍ୟ

[ସମ୍ପାଦନା]