ରୋନାଲ୍ଡ ରେଗନ

ଉଇକିପିଡ଼ିଆ‌ରୁ
Ronald Wilson Reagan
President of the United States
କାର୍ଯ୍ୟକାଳ
January 20, 1981 – January 20, 1989
Vice PresidentGeorge H. W. Bush
ପୂର୍ବ ଅଧିକାରୀJimmy Carter
ପର ଅଧିକାରୀGeorge H. W. Bush
Governor of California
କାର୍ଯ୍ୟକାଳ
January 2, 1967 – January 6, 1975
Lieutenant
ପୂର୍ବ ଅଧିକାରୀPat Brown
ପର ଅଧିକାରୀJerry Brown
President of the Screen Actors Guild
କାର୍ଯ୍ୟକାଳ
November 16, 1959 – June 12, 1960
ପୂର୍ବ ଅଧିକାରୀHoward Keel
ପର ଅଧିକାରୀGeorge Chandler
କାର୍ଯ୍ୟକାଳ
November 17, 1947 – November 9, 1952
ପୂର୍ବ ଅଧିକାରୀRobert Montgomery
ପର ଅଧିକାରୀWalter Pidgeon
ବ୍ୟକ୍ତିଗତ ସବିଶେଷ
ଜନ୍ମ(1911-02-06)ଫେବୃଆରୀ ୬, ୧୯୧୧
Tampico, Illinois, U.S.
ମୃତ୍ୟୁଜୁନ ୫, ୨୦୦୪(2004-06-05) (ବୟସ ୯୩)
Bel Air, Los Angeles, California, U.S.
ଜୀବନ ସାଥୀ
  • (m. ୧୯୪୦; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
  • (m. ୧୯୫୨)
ସନ୍ତାନ5
ଶିକ୍ଷାନୁଷ୍ଠାନEureka College
ପେଷାଛାଞ୍ଚ:Dotlist
ସନ୍ତକ

ରୋନାଲ୍ଡ ୱିଲଶନ ରେଗନ (/ˈrɡən/; ଫେବୃଆରୀ ୬, ୧୯୧୧ – ଜୁନ ୫, ୨୦୦୪) ଜଣେ ଆମେରିକୀୟ ରାଜନେତା, ଅଭିନେତା ଓ ଯୁକ୍ତରାଷ୍ଟ୍ର ଆମେରିକାର ୪୦ତମ ରାଷ୍ଟ୍ରପତି ଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଜଣେ ହଲିଉଡ ଅଭିନେତା, ସଂଘ ନେତା ଓ ୧୯୬୭ରୁ ୧୯୭୫ ଯାଏଁ କାର୍ଲିଫୋନିଆର ରାଜ୍ୟପାଳ ଥିଲେ । [୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରୋନାଲ୍ଡ ରେଗନଙ୍କ ଜନ୍ମ ୬ ଫେରବୁଆରୀ ୧୯୧୧ରେ ଇଲ୍ଲିୟନିସର ତାମପିକୋଠାରେ ହେଇଥିଲା । ରେଗନଙ୍କ ପ୍ରାରମ୍ଭିକ ଶିକ୍ଷା ଇଲ୍ଲିୟନିସର ଡିକ୍ସନ ବିଦ୍ୟାଳୟରେ ହେଇଥିଲା, ଯେଉଁଠାରେ ସେ କଳା, ଖେଳ ଓ କାହାଣୀ କହିବାର ରୁଚି ବଢେଇଥିଲେ ।[୩] ଜଣେ ଜୀବନରକ୍ଷକ ଭାବେ ସେ ରକ ନଦୀ କୂଳେ ନିଜର ପ୍ରଥମ ପେଶା ଆରମ୍ଭ କରିଥିଲେ । ପରେ ରେଗନ ଇଉରେକା ମହାବିଦ୍ୟାଳୟରେ ଯୋଗ ଦେଇଥିଲେ । [୪]

ରାଷ୍ଟ୍ରପତି ନିର୍ବାଚନ[ସମ୍ପାଦନା]

ରେଗନ ୨୦ ଜାନୁୟାରୀ ୧୯୮୧ ମସିହାରେ ୬୯ବର୍ଷ ବୟସରେ ଯୁକ୍ତରାଷ୍ଟ୍ର ଆମେରିକାର ରସ୍ଥ୍ରପତି ଭାବେ ଶପଥ ନେଲେ । ନିଜର ପ୍ରଥମ ଭାଷଣରେ ସେ ଦେଶରେ ଥିବା ଆର୍ଥିକ ସଙ୍କଟକୁ ଦର୍ଶାଇ କହିଥିଲେ, ବର୍ତ୍ତମାନ ସ୍ଥିତିରେ ସରକାର ଆର୍ଥିକ ସଙ୍କଟର ଉତ୍ତର ନୁହଁ ବରଂ ସରକାର ନିଜେ ଦାୟୀ । [୫] ୭୩ ବର୍ଷରେ ରେଗନ ୨ୟ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରସ୍ଥ୍ରପତି ଭାବେ ଶପଥ ନେଇଥିଲେ ।

ଆଧାର[ସମ୍ପାଦନା]

  1. [୧]
  2. [୨]
  3. Brands, Reagan (2015) pp. 12–5
  4. "Ronald Reagan: Life Before the Presidency". Miller Center. Retrieved August 30, 2015.
  5. Murray, Robert K.; Tim H. Blessing (1993). Greatness in the White House. Penn State Press. p. 80. ISBN 0-271-02486-0.

ବାହାର ତଥ୍ୟ[ସମ୍ପାଦନା]