Jump to content

ରାକ୍ସିବାକୁମାବ

ଉଇକିପିଡ଼ିଆ‌ରୁ
(Raxibacumabରୁ ଲେଉଟି ଆସିଛି)
ରାକ୍ସିବାକୁମାବ
Monoclonal antibody
TypeWhole antibody
SourceHuman
TargetProtective antigen of anthrax toxin
Clinical data
AHFS/Drugs.commonograph
Chemical and physical data
FormulaC6320H9794N1702O1998S42
Molar mass୧,୪୨,୯୩୪.୩୧ g·mol−1
  (verify)

ରାକ୍ସିବାକୁମାବ (ଇଂରାଜୀ ଭାଷାରେ Raxibacumab) ହେଉଛି ଏକ ଔଷଧ ଯାହା ପ୍ରଶ୍ୱାସପ୍ରାପ୍ତ ଆନ୍ଥ୍ରାକ୍ସ ରୋଗର ଚିକିତ୍ସା ଏବଂ ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ ।[] ଏହା ସାଧାରଣତ ଆଣ୍ଟିବାୟୋଟିକ୍ ସହିତ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ରାସ, ଗଲୁ ଏବଂ ନିଦ୍ରାହୀନତା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ବାକିଲସ ଆନ୍ଥ୍ରାସିସ ବିଷାକ୍ତ ପଦାର୍ଥର ଏକ ଅଂଶ ସହିତ ବାନ୍ଧି ହୋଇଯାଇ କାର୍ଯ୍ୟକ୍ଷମ ହୁଏ ।[]

୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ରାକ୍ସିବାକୁମାବ ଅନୁମୋଦିତ ହୋଇଥିଲା ।[] ୟୁରୋପରେ ଏହାକୁ ୨୦୧୪ରେ ଅନାଥ ନାମ ଦିଆଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା ଷ୍ଟ୍ରାଟେଜିକ୍ ନ୍ୟାସନାଲ ଷ୍ଟକପାଇଲରୁ ଏହା ମିଳିପାରିବ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "DailyMed - RAXIBACUMAB injection". dailymed.nlm.nih.gov. Archived from the original on 19 March 2021. Retrieved 16 October 2021.
  2. ୨.୦ ୨.୧ "Raxibacumab Monograph for Professionals". Drugs.com (in ଇଂରାଜୀ). Retrieved 16 October 2021.
  3. "EU/3/14/1352: Orphan designation for the treatment of inhalation anthrax disease". Archived from the original on 12 November 2020. Retrieved 16 October 2021.
  4. Bower, William A. (0019). "Use of Anthrax Vaccine in the United States: Recommendations of the Advisory Committee on Immunization Practices, 2019". MMWR. Recommendations and Reports (in ଆମେରିକୀୟ ଇଂରାଜୀ). 68. doi:10.15585/mmwr.rr6804a1. ISSN 1057-5987. Archived from the original on 10 August 2021. Retrieved 16 October 2021. {{cite journal}}: Check date values in: |date= (help)