ରଞ୍ଜିତ କୁମାର ପ୍ରଧାନ

ଉଇକିପିଡ଼ିଆ‌ରୁ
(Ranjit Kumar Pradhanରୁ ଲେଉଟି ଆସିଛି)
ରଞ୍ଜିତ କୁମାର ପ୍ରଧାନ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଗୋପାଳ ପ୍ରଧାନ
ପର ଅଧିକାରୀନାଗାର୍ଜୁନ ପ୍ରଧାନ
ନିର୍ବାଚନ ମଣ୍ଡଳୀଉଦୟଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-06-23)୨୩ ଜୁନ ୧୯୫୦
ମୃତ୍ୟୁ୨ ଅଗଷ୍ଟ ୨୦୦୪(2004-08-02) (ବୟସ ୫୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ବାପା/ବୋଉସୌଳ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ରଞ୍ଜିତ କୁମାର ପ୍ରଧାନ (୨୩ ଜୁନ ୧୯୫୦ - ୨ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉଦୟଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରଞ୍ଜିତ କୁମାର ପ୍ରଧାନ ୧୯୫୦ ମସିହାର ଜୁନ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୌଳ ପ୍ରଧାନ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରଞ୍ଜିତ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟ[ସମ୍ପାଦନା]

ରଞ୍ଜିତ ୨୦୦୪ ମସିହାର ଅଗଷ୍ଟ ୨ ତାରିଖରେ ୫୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Ranjit Kumar Pradhan". odishaassembly.nic.in. Odisha Assembly. Retrieved 3 May 2021.