Jump to content

ରମେଶ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
(Ramesh Agrawalରୁ ଲେଉଟି ଆସିଛି)
ରମେଶ ଅଗ୍ରୱାଲ
୨୦୧୬ ମସିହାରେ ରମେଶ ଅଗ୍ରୱାଲ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ସମାଜ ସେବୀ
  • ପରିବେଶବିତ୍
ପୁରସ୍କାରଗୋଲ୍ଡମ୍ୟାନ୍ ଏନ୍‌ଭିରନ୍‌ମେଣ୍ଟ ପ୍ରାଇଜ୍ (୨୦୧୪)

ରମେଶ ଅଗ୍ରୱାଲ ଜଣେ ଭାରତୀୟ ସମାଜ ସେବୀ, ପରିବେଶବିତ୍ ଓ ଇଣ୍ଟରନେଟ୍ କ୍ୟାଫେର ମାଲିକ । ଛତିଶଗଡ଼ର ଜଣେ କର୍ମକର୍ତ୍ତା ଭାବରେ, ସେ ଜନ ଚେତନା ଦଳର ସଂସ୍ଥାପକ ଅଟନ୍ତି ।

ଏହି ଅଞ୍ଚଳରେ କେତେକ ଶିଳ୍ପାୟନ ଯୋଜନା ବିରୋଧରେ ବିକ୍ଷୋଭ ଆୟୋଜନ କରିବା ଏବଂ ବିଶେଷକରି ବ୍ୟାପକ କୋଇଲା ଖନନର ପରିବେଶ ଓ ସାମାଜିକ ପରିଣାମ ବିଷୟରେ ନାଗରିକମାନଙ୍କୁ ଅବଗତ କରାଇବା ପାଇଁ ତାଙ୍କୁ ୨୦୧୪ରେ ଗୋଲ୍ଡମ୍ୟାନ୍ ଏନ୍‌ଭିରନ୍‌ମେଣ୍ଟ ପ୍ରାଇଜ୍[] ପ୍ରଦାନ କରାଯାଇଥିଲା ।[]

  1. "Prize Recipient: Ramesh Agrawal, 2014 Asia". Goldman Environmental Prize. Retrieved 6 June 2014.
  2. "Who tried to kill Ramesh Agrawal, the activist and winner of the prestigious Goldman Environment Prize?". dna (in ଆମେରିକୀୟ ଇଂରାଜୀ). 2014-04-30. Retrieved 2018-09-25.