ରମେଶ ଅଗ୍ରୱାଲ
Appearance
ରମେଶ ଅଗ୍ରୱାଲ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ପୁରସ୍କାର | ଗୋଲ୍ଡମ୍ୟାନ୍ ଏନ୍ଭିରନ୍ମେଣ୍ଟ ପ୍ରାଇଜ୍ (୨୦୧୪) |
ରମେଶ ଅଗ୍ରୱାଲ ଜଣେ ଭାରତୀୟ ସମାଜ ସେବୀ, ପରିବେଶବିତ୍ ଓ ଇଣ୍ଟରନେଟ୍ କ୍ୟାଫେର ମାଲିକ । ଛତିଶଗଡ଼ର ଜଣେ କର୍ମକର୍ତ୍ତା ଭାବରେ, ସେ ଜନ ଚେତନା ଦଳର ସଂସ୍ଥାପକ ଅଟନ୍ତି ।
ଏହି ଅଞ୍ଚଳରେ କେତେକ ଶିଳ୍ପାୟନ ଯୋଜନା ବିରୋଧରେ ବିକ୍ଷୋଭ ଆୟୋଜନ କରିବା ଏବଂ ବିଶେଷକରି ବ୍ୟାପକ କୋଇଲା ଖନନର ପରିବେଶ ଓ ସାମାଜିକ ପରିଣାମ ବିଷୟରେ ନାଗରିକମାନଙ୍କୁ ଅବଗତ କରାଇବା ପାଇଁ ତାଙ୍କୁ ୨୦୧୪ରେ ଗୋଲ୍ଡମ୍ୟାନ୍ ଏନ୍ଭିରନ୍ମେଣ୍ଟ ପ୍ରାଇଜ୍[୧] ପ୍ରଦାନ କରାଯାଇଥିଲା ।[୨]
ଆଧାର
[ସମ୍ପାଦନା]- ↑ "Prize Recipient: Ramesh Agrawal, 2014 Asia". Goldman Environmental Prize. Retrieved 6 June 2014.
- ↑ "Who tried to kill Ramesh Agrawal, the activist and winner of the prestigious Goldman Environment Prize?". dna (in ଆମେରିକୀୟ ଇଂରାଜୀ). 2014-04-30. Retrieved 2018-09-25.