ରାମ ଆୱାନା
ଦେଖଣା
(Ram Awanaରୁ ଲେଉଟି ଆସିଛି)
ରାମ ଆୱାନା | |
---|---|
Ram Awana | |
ଜନ୍ମ | ନୋଇଡ଼ା, ଉତ୍ତର ପ୍ରଦେଶ, ଭାରତ | ୧ ମାର୍ଚ୍ଚ ୧୯୭୧
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୯୧-ଏବେଯାଏଁ |
ରାମ ଆୱାନା (ଜନ୍ମ: ୧ ମାର୍ଚ୍ଚ ୧୯୭୧) ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ।[୧] ସେ ଦ୍ୱାରକାଧୀଶର - ଭଗବାନ୍ ଶ୍ରୀକୃଷ୍ଣ ଧାରାବାହିକରେ ରାଜା ପୌଣ୍ଡ୍ରକ ଭୂମିକାରେ ଅଭିନୟ ପାଇଁ ଜଣାଶୁଣ । ଏହା ବ୍ୟତୀତ ସେ ଜୟ ଶ୍ରୀ କୃଷ୍ଣରେ ଚାଣୁର,[୨] ଡିଡିର ଧାରାବାହିକ ଶିକୱାରେ ଫାରୁକ୍, ଶ୍ରୀ ପ୍ରାଣନାଥଜୀରେ ଛତ୍ରସାଲ ଭୂମିକା ପାଇଁ ମଧ୍ୟ ପରିଚିତ ।[୩] ସେ ଇଟିସ୍ କମ୍ପ୍ଲିକେଟେଡ୍: ରିଲେସନସିପ୍ କା ନୟା ଷ୍ଟାଟସ୍,[୪] ସରୋଜୀନି - ଏକ୍ ନୟି ପେହଲା, କ୍ରାଇମ୍ ପେଟ୍ରୋଲ୍, ବାଳିକା ବଧୂ,[୫] ଗୁଟୁର ଗୁ,[୬] ଅଦାଲତ,[୭] ସିଆଇଡି,[୮] ଦୁର୍ଗା[୯] ଭଳି ଧାରାବାହିକରେ ଅଭିନୟ କରିଛନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ରାମ ୨୦୦ରୁ ଅଧିକ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି । ସେ ୨୦୧୪ରେ ମାର୍କସ୍ ଏଚ୍. ରୋସେନମୁଲରଙ୍କ ଏକ ଜର୍ମାନ ଫିଚର ଚଳଚ୍ଚିତ୍ର ବେଷ୍ଟ ଚାନ୍ସରେ ଅଭିନୟ କରିଥିଲେ । ଦଙ୍ଗଲ ଟିଭିରେ ପ୍ରସାରିତ ପୌରାଣିକ ଧାରାବାହିକ ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ ସିଜିନ୍ ୨ରେ ସେ ଶକୁନି ଭୂମିକାରେ ଅଭିନୟ କରିଥିଲେ ।[୧୦]
ଆଧାର
[ସମ୍ପାଦନା]- ↑ "'पहले से ज्यादा एक्टिव होगा ग्रामीण विकास मंच' – Navbharat Times". 16 August 2012.
- ↑ Team, Tellychakkar. "Ram Awana to play King Chhatrasal in Moti Sagar's Shri Prannathji".
- ↑ Team, Tellychakkar. "Ram Awana to enter Dwarkadheesh".
- ↑ Team, Tellychakkar. "Ram Awana to play the role of Rocky's uncle in Channel V's It's Complicated".
- ↑ "Dance Deewane Show Auditions / Entry Form 2018". voot.com. Archived from the original on 2022-10-15. Retrieved 2024-02-05.
- ↑ Team, Tellychakkar. "Ram Awana to play a dacoit in Gutur Gu".
- ↑ Team, Tellychakkar. "Mugdha Shah and Ram Awana to enter Adaalat".
- ↑ Team, Tellychakkar. "Ram Awana to feature in Republic Day special episode of CID".
- ↑ Team, Tellychakkar. "Ram Awana to enter Durga as Jwarasur".
- ↑ Team, Author: Editorial (2019-03-20). "Ram Awana and Abhinav Singh in Dwarkadheesh 2". IWMBuzz (in ଆମେରିକୀୟ ଇଂରାଜୀ). Retrieved 2019-03-20.
{{cite web}}
:|first=
has generic name (help)
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାମ ଆୱାନା