Jump to content

ରାଜେନ୍ଦ୍ର କୁମାର ରାଉଳ

ଉଇକିପିଡ଼ିଆ‌ରୁ
(Rajendra Kumar Raulରୁ ଲେଉଟି ଆସିଛି)
ରାଜେନ୍ଦ୍ର କୁମାର ରାଉଳ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଟେଲିଗ୍ରାମ
ପୁରସ୍କାରଫକୀର ମୋହନ ସେନାପତି ତରୁଣ କଥା ସମ୍ମାନ, ଟାଇମପାସ ବୁକର ପୁରସ୍କାର

ରାଜେନ୍ଦ୍ର କୁମାର ରାଉଳ, ଜଣେ ଓଡ଼ିଆ କଥାକାର । ସେ ଉଭୟ ଗଳ୍ପ ଓ ଉପନ୍ୟାସରେ ନିଜ ଲେଖନୀ ଚାଳନା କରନ୍ତି ।

ରଚନାବଳୀ

[ସମ୍ପାଦନା]

ଗଳ୍ପ ସଂକଳନ

[ସମ୍ପାଦନା]
  • ହତ୍ୟାକାରୀ - ୨୦୧୦ (ସତ୍ୟମ ବୁକ ଏଜେନ୍ସି)
  • କାଡ଼ବରୀ - ୨୦୧୩ (ପକ୍ଷୀଘର ପ୍ରକାଶନ)
  • ଶିବଦାସ
  • ହାଇଫେନ
  • ସନ୍ଧିକ୍ଷଣ
  • ଟେଲିଗ୍ରାମ
  • ସଚିନ - ୨୦୧୧ (ସତ୍ୟମ ବୁକ ଏଜେନ୍ସି)

ଉପନ୍ୟାସ

[ସମ୍ପାଦନା]
  • ଭାଇରସ - ୨୦୧୩ (ଏଥେନା ବୁକ୍ସ)
  • ମରୁମାୟା

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଫକୀର ମୋହନ ସେନାପତି ତରୁଣ କଥା ସମ୍ମାନ
  • କଳିଙ୍ଗ ପ୍ରଭା ସାହିତ୍ୟ ସାରଥି ସମ୍ମାନ
  • କଳିଙ୍ଗ ଲିଟେରାରୀ ଯୁବ ପୁରସ୍କାର
  • ରବୀନ୍ଦ୍ରନାଥ ରାୟ ସ୍ମୃତି ପୁରସ୍କାର[]
  • ଟାଇମପାସ ବୁକର ପୁରସ୍କାର - ୨୦୨୦[]
  1. "କଥା ଝରକା". କଥା ପତ୍ରିକା. ଇଷ୍ଟର୍ଣ୍ଣ ମିଡ଼ିଆ (ଫେବୃଆରୀ ୨୦୨୨): ୩୦. Retrieved 15 February 2022.
  2. "ରାଜେନ୍ଦ୍ର କୁମାର ରାଉଳ ଓ ସୃଷ୍ଟିଶ୍ରୀ ନାଏକ ପାଇବେ 'ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର'". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 15 February 2022. Retrieved 15 February 2022.