ରାଜେନ୍ଦ୍ର କୁମାର ରାଉଳ
ଦେଖଣା
ରାଜେନ୍ଦ୍ର କୁମାର ରାଉଳ | |
|---|---|
| ଜାତୀୟତା | ଭାରତୀୟ |
| ଉଲ୍ଲେଖନୀୟ କୃତି | ଟେଲିଗ୍ରାମ |
| ପୁରସ୍କାର | ଫକୀର ମୋହନ ସେନାପତି ତରୁଣ କଥା ସମ୍ମାନ, ଟାଇମପାସ ବୁକର ପୁରସ୍କାର |
ରାଜେନ୍ଦ୍ର କୁମାର ରାଉଳ, ଜଣେ ଓଡ଼ିଆ କଥାକାର । ସେ ଉଭୟ ଗଳ୍ପ ଓ ଉପନ୍ୟାସରେ ନିଜ ଲେଖନୀ ଚାଳନା କରନ୍ତି ।
ରଚନାବଳୀ
[ସମ୍ପାଦନା]ଗଳ୍ପ ସଂକଳନ
[ସମ୍ପାଦନା]- ହତ୍ୟାକାରୀ - ୨୦୧୦ (ସତ୍ୟମ ବୁକ ଏଜେନ୍ସି)
- କାଡ଼ବରୀ - ୨୦୧୩ (ପକ୍ଷୀଘର ପ୍ରକାଶନ)
- ଶିବଦାସ
- ହାଇଫେନ
- ସନ୍ଧିକ୍ଷଣ
- ଟେଲିଗ୍ରାମ
- ସଚିନ - ୨୦୧୧ (ସତ୍ୟମ ବୁକ ଏଜେନ୍ସି)
ଉପନ୍ୟାସ
[ସମ୍ପାଦନା]- ଭାଇରସ - ୨୦୧୩ (ଏଥେନା ବୁକ୍ସ)
- ମରୁମାୟା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "କଥା ଝରକା". କଥା ପତ୍ରିକା. ଇଷ୍ଟର୍ଣ୍ଣ ମିଡ଼ିଆ (ଫେବୃଆରୀ ୨୦୨୨): ୩୦. Retrieved 15 February 2022.
- ↑ "ରାଜେନ୍ଦ୍ର କୁମାର ରାଉଳ ଓ ସୃଷ୍ଟିଶ୍ରୀ ନାଏକ ପାଇବେ 'ଟାଇମ୍ପାସ୍ ବୁକର୍ ପୁରସ୍କାର'". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 15 February 2022. Retrieved 15 February 2022.