ରଘୁରାମ ରାଜନ

ଉଇକିପିଡ଼ିଆ‌ରୁ
(Raghuram Rajanରୁ ଲେଉଟି ଆସିଛି)
ରଘୁରାମ ରାଜନ
Dr Raghuram G Rajan in 2004
23rd Governor of Reserve Bank of India
କାର୍ଯ୍ୟକାଳ
4 September 2013 – 4 September 2016
ପୂର୍ବ ଅଧିକାରୀDuvvuri Subbarao
ପର ଅଧିକାରୀUrjit Patel
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-02-03) ୩ ଫେବୃଆରୀ ୧୯୬୩ (ବୟସ ୬୧)
Bhopal, Madhya Pradesh
ଜାତୀୟତାIndia
ଜୀବନ ସାଥୀRadhika Puri
ଶିକ୍ଷାନୁଷ୍ଠାନIIT Delhi (B Tech)
IIM Ahmedabad (PGDBM)
MIT Sloan School of Management (PhD)
ସନ୍ତକ

ରଘୁରାମ ଗୋବିନ୍ଦ ରାଜନ (ଜନ୍ମ- ୩ ଫେବୃଆରୀ ୧୯୬୩) ହେଉଛନ୍ତି ଭାରତର ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଯେ କି ଆରବିଆଇର 23 ତମ ଗଭର୍ଣର ଭାବେ ସେବା କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ବୃତ୍ତିଗତ ଜୀବନ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରଘୁରାମ ରାଜନ ହେଉଛନ୍ତି ଜଣେ ଭାରତୀୟ ନାଗରିକ । ତେବେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଗ୍ରୀନ କାର୍ଡର ଅଧିକାରୀ ।[୧] ରାଧିକା ପୂରୀ ରାଜନ ହେଉଛନ୍ତି ତାଙ୍କ ଧର୍ମ ପତ୍ନୀ । IIM Ahmedabadରେ ପଢୁଥିବାବେଲେ ରଘୁରାମଙ୍କର ରାଧିକାଙ୍କ ସହ ଭେଟ ହୁଏ ଏବଂ ପରବର୍ତ୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି । University of Chicago Law Schoolରେ ରାଧିକା ଶିକ୍ଷାଦାନ କରନ୍ତି । ରଘୁରାମ ଓ ରାଧିକାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।

ରାଜନଙ୍କ ଭାଇ ଆମେରିକାରେ ଏକ ସୋଲାର ଉଦ୍ଦ୍ୟୋଗରେ କାର୍ଯ୍ୟରତ । ରାଜନଙ୍କ ଭଉଣୀ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ବାହା ହୋଇଛନ୍ତି । ୧୯୬୮ମସିହାରେ ଚେନ୍ନାଇରେ, ରାଜନଙ୍କ ଛୋଟ ଭାଇ, ମୁକୁନ୍ଦ ରାଜନଙ୍କ ଜନ୍ମ । ସେ ଟାଟା ସନ୍ସର Brand Custodian ତଥା Chief Ethics Officer ।[୨]

ରାଜନ ଜଣେ ନିରାମିଷାହାରୀ । ବାହାର ଖେଳ ମଧ୍ୟରେ ସେ ଟେନିସ ଓ ସ୍କ୍ୱାସ ଖେଳିବାକୁ ଭଲ ପାଆନ୍ତି । ଟଲଷ୍ଟୟ, J. R. R. Tolkien ଏବଂ ଉପମନ୍ୟୁ ଚାଟାର୍ଜୀଙ୍କ ଲେଖା ପଢିବାକୁ ସେ ଭଲ ପାଆନ୍ତି ।[୩]

ସମ୍ମାନ[ସମ୍ପାଦନା]

  • ୨୦୧୧ ନଭେମ୍ବରରେ ସେ ଅର୍ଥନୀତି କ୍ଷେତ୍ରରେ ତାଙ୍କ ଗବେଷଣା ତଥା ଲେଖା ପାଇଁ ସେ "Infosys Prize for Social Sciences-Economics"ରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।[୪]
  • ୨୦୧୪ରେ ଲଣ୍ଡନସ୍ଥିତ "financial journal Central Banking" ତରଫରୁ ତାଙ୍କୁ "Governor of the Year Award 2014" ସମ୍ମାନରେ ସମ୍ମାନିତ କରାଯାଇଥିଲା ।[୫]

ବାହାର ଲିଙ୍କ[ସମ୍ପାଦନା]

  • "Read Full Text: Raghuram Rajan's first speech as RBI governor". Firstpost. 5 September 2013.
  • "A Journey of thoughts - with Raghuram Rajan". YouTube. Doordarshan. 8 March 2013.

ଆଧାର[ସମ୍ପାଦନା]

  1. "Raghuram Rajan taken aback by query about citizenship - Times of India". The Times of India. Retrieved 30 July 2018.
  2. "Raghuram Rajan: 10 things to know about the new RBI governor". NDTV.com. Retrieved 30 July 2018.
  3. "I Doubt, Therefore IMF". www.outlookindia.com/. Retrieved 30 July 2018.
  4. "Infosys Prize - Laureates 2011 - Prof. Raghuram G. Rajan". www.infosys-science-foundation.com (in ଇଂରାଜୀ). Retrieved 30 July 2018.
  5. "The winners of the Central Banking Awards 2015 - Central Banking". Central Banking (in ଇଂରାଜୀ). 12 January 2015. Retrieved 30 July 2018.