ପଲ୍ମୋନାରୀ ଭଲ୍‌ଭ ଷ୍ଟେନୋସିସ୍

ଉଇକିପିଡ଼ିଆ‌ରୁ
(Pulmonary valve stenosisରୁ ଲେଉଟି ଆସିଛି)
Pulmonary valve stenosis
Valvular pulmonary stenosis, pulmonic stenosis
ବିଭାଗCardiology
ଲକ୍ଷଣFew symptoms initially, may develop syncope, chest pain, and shortness of breath
କାରଣCongenital heart disease, carcinoid syndrome[୧]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on a systolic murmur, confirmed by ultrasound of the heart[୧]
ଚିକିତ୍ସାBalloon valvuloplasty, valve replacement[୧]
PrognosisGenerally good[୧]
ପୁନଃପୌନିକ0.4% at birth[୨]

ପଲ୍ମୋନାରୀ ଭଲ୍‌ଭ ଷ୍ଟେନୋସିସ୍ (ଇଂରାଜୀ ଭାଷାରେ Pulmonary valve stenosis/ PVS ) ହେଉଛି ଏକ ପ୍ରକାର କପାଟିକା ହୃଦ୍‌ରୋଗ ଯେଉଁଥିରେ ଫୁସଫୁସ ଭଲ୍‌ଭ ସଙ୍କୁଚିତ ହୋଇଥାଏ | [୩] ପ୍ରଭାବିତ ପିଲାମାନଙ୍କର ପ୍ରାୟ କୌଣସି ଲକ୍ଷଣ ନଥାଏ | [୧] ଯେତେବେଳେ ଲକ୍ଷଣଗୁଡ଼ିକ ବିକଶିତ ହେଲେ ଛାତି ଯନ୍ତ୍ରଣା, ଅଚେତା କିମ୍ବା ଅଣନିଶ୍ୱାସ ହୋଇପାରେ | [୧]

ସ୍ୟାନୋସିସ୍

ଏହାର ସାଧାରଣ କାରଣ ହେଉଛି ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଯେପରିକି ଟେଟ୍ରାଲୋଜି ଅଫ ଫ୍ୟାଲଟ ଏବଂ ନ୍ୟୁନାନ ସିଣ୍ଡ୍ରୋମ | [୧] ଅନ୍ୟାନ୍ୟ କାରଣ ମଧ୍ୟରେ କାର୍ସିନଏଡ୍ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ | [୧] ସିଷ୍ଟୋଲିକ ମରମର ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡ କରି ନିଶ୍ଚିତ କରାଯାଇଥାଏ | [୧]

ଏହାର ଚିକିତ୍ସାରେ ଭଲ୍‌ଭୁଲୋପ୍ଲାଷ୍ଟି ଓ ଭଲ୍‌ଭ ପ୍ରତିରୋପଣ କରାଯାଇପାରେ ।[୧] ଫଳାଫଳ ସାଧାରଣତଃ ଭଲ ରହେ | [୧] ଜନ୍ମ ସମୟରେ ଏହା ପ୍ରତି ୧୦୦୦ ଶିଶୁଙ୍କ ମଧ୍ୟରୁ ପ୍ରାୟ ୪ ଜଣକର ଏହି ରୋଗ ଥାଏ | [୨] ଜନ୍ମ ସମୟରେ ଏହି ରୋଗର ପ୍ରାରମ୍ଭିକ ବ୍ୟାଖ୍ୟା ୧୭୬୧ ମସିହାରେ ଜନ ବାପ୍ଟିଷ୍ଟ ମୋର୍ଗାଗ୍ନି କରିଥିଲେ ।[୪] ଅପରେଶନ କରି ଏହାର ମରାମତି ପ୍ରଥମେ ୧୯୫୩ ମସିହାରେ କରାଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Pulmonic Stenosis - Cardiovascular Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 23 December 2020.
  2. ୨.୦ ୨.୧ Benjamin, Ivor; Griggs, Robert C.; Fitz, J. Gregory (2015). Andreoli and Carpenter's Cecil Essentials of Medicine E-Book (in ଇଂରାଜୀ). Elsevier Health Sciences. p. 72. ISBN 978-0-323-35236-9.
  3. "Congenital heart disease - Types". nhs.uk (in ଇଂରାଜୀ). 19 October 2017. Retrieved 24 December 2020.
  4. Satpathy, M. (2015). Clinical Diagnosis of Congenital Heart Disease (in ଇଂରାଜୀ). JP Medical Ltd. p. 197. ISBN 978-93-5152-912-5.
  5. Satpathy, M. (2015). Clinical Diagnosis of Congenital Heart Disease (in ଇଂରାଜୀ). JP Medical Ltd. p. 197. ISBN 978-93-5152-912-5.