Jump to content

କାର୍ସିନଏଡ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Carcinoid syndromeରୁ ଲେଉଟି ଆସିଛି)
Carcinoid syndrome
Carcinoid apudoma,[] functioning argentaffinoma,[] Thorson-Bioerck syndrome[]
Video explanation
ବିଭାଗEndocrinology, oncology
ଲକ୍ଷଣFlushing, diarrhea, wheezing, tiredness[]
ଆକ୍ରାନ୍ତ ସମୟAround 55 to 60 years old[]
କାରଣNeuroendocrine tumors[]
ରୋଗ ନିର୍ଣ୍ଣୟ ପଦ୍ଧତି24 hour urine 5-HIAA followed by medical imaging to locate the tumor[]
ସଠିକ ରୋଗ ନିର୍ଣ୍ଣୟIrritable bowel syndrome, anaphylaxis, celiac disease, Ogilvie syndrome[]
ଚିକିତ୍ସାOctreotide, lanreotide, surgery, chemotherapy[]
ପୁନଃପୌନିକ5 per million per year[]

କାର୍ସିନଏଡ ସିଣ୍ଡ୍ରୋମ ହେଉଛି ଏକ ଲକ୍ଷଣର ଏକ ଗୋଷ୍ଠୀ ଯାହା ନିଉରୋଏଣ୍ଡୋକ୍ରାଇନ ଅର୍ବୁଦମାନଙ୍କରୁ ନିର୍ଗତ ପଦାର୍ଥର ଫଳ ସ୍ୱରୂପ ଘଟିଥାଏ | [] ଏହାର ଲକ୍ଷଣ: ମୁହଁ ଲାଲ ଦେଖାଯାଏ, ତରଳ ଝାଡ଼ା, ଶ୍ୱାସକ୍ରିୟା ସମୟରେ ସଁ ସଁ ଶବ୍ଦ ହେବା, ଯନ୍ତ୍ରଣା, ମାଂସପେଶୀ ନଷ୍ଟ ଏବଂ ଥକାପଣ ଅନ୍ତର୍ଭୁକ୍ତ କରିପାରେ | [] ରୋଗ ଜଟିଳ ହେଲେ ନିମ୍ନ ରକ୍ତଚାପ, ନିଆସିନ ଅଭାବ ଏବଂ କପାଟିକା ହୃଦ୍‌ରୋଗରେ ସାଧାରଣତଃ ଟାଇକସପିଡ ଅଭାବ ହୋଇପାରେ । []

ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର୍ ଥିବା ପ୍ରାୟ ୧୦% ଲୋକଙ୍କଠାରେ ଏହା ଦେଖାଯାଏ | [] ସାଧାରଣତଃ ଏଗୁଡ଼ିକ ହେଉଛି ଅର୍ବୁଦ ଯାହା ମଧ୍ୟ ଖାଦ୍ୟନଳୀରେ ଜଡ଼ିତ ହୋଇ ଯକୃତକୁ ବ୍ୟାପିଥାଏ | [] ଖାଦ୍ୟ, ମଦ୍ୟପାନ କିମ୍ବା ଚାପଦ୍ୱାରା ଏହି ରୋଗ ଟ୍ରିଗର ହୋଇପାରେ। [] ଏହାର କାର୍ଯ୍ୟବିଧିରେ ସେରୋଟୋନିନ, ହିଷ୍ଟାମିନ, ଟାକିକାଇନିନ, କାଲିକ୍ରେନ ଓ ପ୍ରାଷ୍ଟାଗ୍ଲାଣ୍ଡିନ ଭଳି ପଦାର୍ଥ ଜଡ଼ିତ ଥାଆନ୍ତି | [] ଏହାକୁ ପାରାନିଓପ୍ଲାଷ୍ଟିକ ସିଣ୍ଡ୍ରୋମ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। [] ରୋଗ ନିର୍ଣ୍ଣୟ ସାଧାରଣତଃ ୨୪ ଘଣ୍ଟା ପରିସ୍ରା ୫-ଏଚଆଇଏଏ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗଦ୍ୱାରା ହୋଇଥାଏ | []

ଏହାର ଚିକିତ୍ସାରେ ଓକ୍ଟ୍ରିଓଟାଇଡ, ଲାନରିଓଟାଇଡ, ଅସ୍ତ୍ରୋପଚାର ଏବଂ କେମୋଥେରାପି ଦିଆଯାଏ ।[] କାର୍ସିନଏଡ ସିଣ୍ଡ୍ରୋମ ବିରଳ ଅଟେ । [] ବର୍ଷକୁ ପ୍ରାୟ ଏକ ନିୟୁତ ଲୋକରେ ୫ ଜଣ ପ୍ରଭାବିତ ହୁଅନ୍ତି। [] ପ୍ରାୟ ୫୫ରୁ ୬୦ ବର୍ଷ ବୟସରେ ଏହି ରୋଗ ହୁଏ ।[] ପୁରୁଷ ଏବଂ ମହିଳା ପ୍ରାୟ ସମାନ ଭାବରେ ପ୍ରଭାବିତ ହୁଅନ୍ତି | [] ୧୯୫୩ ମସିହାରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରାଯାଇଥିଲା []

  1. 1 2 "Carcinoid Syndrome". NORD (National Organization for Rare Disorders). Retrieved 8 May 2019.
  2. Cote, Etienne (2010). Clinical Veterinary Advisor - E-Book: An Excerpt from Clinical Veterinary Advisor 2e - Reprint (in ଇଂରାଜୀ). Elsevier Health Sciences. p. 1732. ISBN 9780323068765.
  3. 1 2 3 4 5 6 7 8 9 10 11 12 13 14 15 16 17 18 19 20 Pandit, S; Annamaraju, P; Bhusal, K (January 2020). "Carcinoid Syndrome". PMID 28846309. {{cite journal}}: Cite journal requires |journal= (help)
  4. Shields, Thomas W.; LoCicero, Joseph; Reed, Carolyn E.; Feins, Richard H. (2009). General Thoracic Surgery (in ଇଂରାଜୀ). Lippincott Williams & Wilkins. p. 1540. ISBN 978-0-7817-7982-1.
  5. Norton, Jeffrey; Bollinger, R. Randall; Chang, Alfred E.; Lowry, Stephen F. (2012). Surgery: Basic Science and Clinical Evidence (in ଇଂରାଜୀ). Springer. p. 852. ISBN 978-3-642-57282-1.