Jump to content

ପ୍ରିୟଦର୍ଶୀ ମିଶ୍ର

ଉଇକିପିଡ଼ିଆ‌ରୁ
(Priyadarshi Mishraରୁ ଲେଉଟି ଆସିଛି)
ପ୍ରିୟଦର୍ଶୀ ମିଶ୍ର
କଳିଙ୍ଗ ସାହିତ୍ୟ ଉତ୍ସବ ୨୦୧୫ ଉଦଘାଟନ ଉତ୍ସବରେ
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪  ୨୦୧୯
ପୂର୍ବ ଅଧିକାରୀଭାଗୀରଥି ବଡ଼ଜେନା
ପର ଅଧିକାରୀସୁଶାନ୍ତ କୁମାର ରାଉତ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର (ଉତ୍ତର)
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ପ୍ରିୟଦର୍ଶୀ ମିଶ୍ର ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପ୍ରିୟଦର୍ଶୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭୁବନେଶ୍ୱର ଉତ୍ତର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ରିୟଦର୍ଶୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[]

  1. 1 2 3 "Shri Priyadarshi Mishra". odishaassembly.nic.in. Odisha Assembly. Retrieved 25 May 2020.

ବାହାର ଆଧାର

[ସମ୍ପାଦନା]