ପ୍ରାଲସେଟିନିବ
Clinical data | |
---|---|
Trade names | Gavreto |
Synonyms | BLU-667 |
AHFS/Drugs.com | monograph |
MedlinePlus | a620057 |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
Chemical and physical data | |
Formula | C27H32FN9O2 |
Molar mass | ୫୩୩.୬୧ g·mol−1 |
3D model (JSmol) | |
| |
|
ପ୍ରାଲସେଟିନିବ (ଇଂରାଜୀ ଭାଷାରେ Pralsetinib), ଗାଭ୍ରେଟୋ ବ୍ରାଣ୍ଡ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ (NSCLC) ଏବଂ ଥାଇରଏଡ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଅଧିକ ଆଗେଇ ଯାଇଥିବା ଆରଇଟି ଫ୍ୟୁଜନ୍-ପଜିଟିଭ୍ ଥିବା ରୋଗୀଙ୍କୁ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଚ୍ଚ ରକ୍ତଚାପ, ଥକାପଣ, ମାଂସପେଶୀ ଯନ୍ତ୍ରଣା, ସ୍ୱଳ୍ପ ରକ୍ତ କଣିକା, ଯକୃତ ସମସ୍ୟା ଏବଂ କମ ରକ୍ତ କ୍ୟାଲସିୟମ୍ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍, ରକ୍ତସ୍ରାବ, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ଏବଂ କ୍ଷତ ଖରାପ ଭାବରେ ଶୁଖିଥାଏ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ।[୧]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରାଲସେଟିନିବ ଅନୁମୋଦିତ ହୋଇଥିଲା [୧] ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ପ୍ରାୟ ୨୦,୧୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୨] ୨୦୨୧ ସୁଦ୍ଧା ବ୍ରିଟେନରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇନାହିଁ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Gavreto- pralsetinib capsule". DailyMed. 9 September 2020. Archived from the original on 28 November 2020. Retrieved 24 September 2020.
- ↑ "Gavreto Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 29 October 2021.
- ↑ "Pralsetinib". SPS - Specialist Pharmacy Service. 4 July 2020. Archived from the original on 29 October 2021. Retrieved 29 October 2021.