ପ୍ରାଲସେଟିନିବ

ଉଇକିପିଡ଼ିଆ‌ରୁ
ପ୍ରାଲସେଟିନିବ
Clinical data
Trade namesGavreto
SynonymsBLU-667
AHFS/Drugs.commonograph
MedlinePlusa620057
data
Routes of
administration
By mouth
Legal status
Legal status
Identifiers
  • N-[(1S)-1-[6-(4-fluoropyrazol-1-yl)pyridin-3-yl]ethyl]-1-methoxy-4-[4-methyl-6-[(5-methyl-1H-pyrazol-3-yl)amino]pyrimidin-2-yl]cyclohexane-1-carboxamide
Chemical and physical data
FormulaC27H32FN9O2
Molar mass୫୩୩.୬୧ g·mol−1
3D model (JSmol)
  • CC1=CC(=NN1)NC2=NC(=NC(=C2)C)C3CCC(CC3)(C(=O)NC(C)C4=CN=C(C=C4)N5C=C(C=N5)F)OC
  • InChI=1S/C27H32FN9O2/c1-16-11-22(33-23-12-17(2)35-36-23)34-25(31-16)19-7-9-27(39-4,10-8-19)26(38)32-18(3)20-5-6-24(29-13-20)37-15-21(28)14-30-37/h5-6,11-15,18-19H,7-10H2,1-4H3,(H,32,38)(H2,31,33,34,35,36)/t18-,19?,27?/m0/s1
  • Key:GBLBJPZSROAGMF-SIYOEGHHSA-N

ପ୍ରାଲସେଟିନିବ (ଇଂରାଜୀ ଭାଷାରେ Pralsetinib), ଗାଭ୍ରେଟୋ ବ୍ରାଣ୍ଡ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ (NSCLC) ଏବଂ ଥାଇରଏଡ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଅଧିକ ଆଗେଇ ଯାଇଥିବା ଆରଇଟି ଫ୍ୟୁଜନ୍-ପଜିଟିଭ୍ ଥିବା ରୋଗୀଙ୍କୁ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଉଚ୍ଚ ରକ୍ତଚାପ, ଥକାପଣ, ମାଂସପେଶୀ ଯନ୍ତ୍ରଣା, ସ୍ୱଳ୍ପ ରକ୍ତ କଣିକା, ଯକୃତ ସମସ୍ୟା ଏବଂ କମ ରକ୍ତ କ୍ୟାଲସିୟମ୍ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍, ରକ୍ତସ୍ରାବ, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ଏବଂ କ୍ଷତ ଖରାପ ଭାବରେ ଶୁଖିଥାଏ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ।[୧]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରାଲସେଟିନିବ ଅନୁମୋଦିତ ହୋଇଥିଲା [୧] ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ପ୍ରାୟ ୨୦,୧୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୨] ୨୦୨୧ ସୁଦ୍ଧା ବ୍ରିଟେନରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇନାହିଁ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Gavreto- pralsetinib capsule". DailyMed. 9 September 2020. Archived from the original on 28 November 2020. Retrieved 24 September 2020.
  2. "Gavreto Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 29 October 2021.
  3. "Pralsetinib". SPS - Specialist Pharmacy Service. 4 July 2020. Archived from the original on 29 October 2021. Retrieved 29 October 2021.