ପିଜା
| ପ୍ରକାର | Flatbread |
|---|---|
| ପରଷା | ମଧ୍ୟହ୍ନ ବା ରାତ୍ରୀ ଭୋଜନ |
| ମୂଳ ସ୍ଥାନ | ନେପ୍ଲସ୍, କାମ୍ପାନିଆ, ଇଟାଲି |
| ପରଷିବା ଉତ୍ତାପ | ଉତ୍ତପ୍ତ ବା ଉଷୁମ |
| ମୁଖ୍ୟ ଉପାଦାନ | ମଇଦା ଚକଟା, ଟମାଟୋ ସସ୍, ଛେନା |
| ପ୍ରକାର ଭେଦ | Calzone, panzerotti, stromboli |
| |
ପିଜା ଏକ ଚେପ୍ଟା ପାଉଁରୁଟି ଯାହା ଉପରେ ଟମାଟୋ ସସ୍ ଓ ଛେନା ରଖି ଓଭେନରେ ସେକାଯାଏ । ସାଧାରଣତଃ ଏହା ଉପରେ ମାଂସ, ପରିବା ଓ ମସଲା ଦିଆଯାଏ । ଦଶମ ଶତାବ୍ଦୀରେ ଲିଖିତ ଏକ ହସ୍ତଲିପି ମଧ୍ୟ ଇଟାଲିର (Italy) ଗାଏଟାରେ ମିଳିଛି ଯେଉଁଥିରେ ପ୍ରଥମେ ପିଜା ଶବ୍ଦ ଲିପିବଦ୍ଧ ହୋଇଛି ।[୧] ଆଧୁନିକ ପିଜା ଇଟାଲିର ନେପ୍ଲସ୍ରେ (Naples) ଉଦ୍ଭାବନ କରାଯାଇଥିଲା ଯାହା ପୃଥିବୀର ଅନେକ ସ୍ଥାନରେ ଜନପ୍ରିୟ ହୋଇଛି ।[୨]
ସନ ୨୦୦୯ରେ ଇଟାଲିର ଅନୁରୋଧରେ ୟୁରୋପିଆନ ୟୁନିଅନ ନିଓପୋଲିଟାନ (Neapolitan Pizza) ପିଜାକୁ ପାରମ୍ପରିକ ବିଶେଷତା ଗ୍ୟାରେଣ୍ଟି ସୁରକ୍ଷା ଦିଆଗଲା ।[୩][୪] ସନ ୧୯୮୪ରେ ପ୍ରତିଷ୍ଠିତ ନିଓପୋଲିଟାନ ପିଜା ଆସୋସିଏସନ ଏକ ଅଣଲାଭକାରୀ ସଂସ୍ଥା ଯାହାର ମୂଖ୍ୟ କାର୍ଯ୍ୟାଳୟ ନେପ୍ଲ୍ସ୍ରେ ଅବସ୍ଥିତ । ଏହା ପ୍ରକୃତ ନିଓପୋଲିଟାନ ପିଜାକୁ ସୁରକ୍ଷା ଦିଏ ।[୫]
ପିଜାକୁ ତାଜା ବା ହିମାଚ୍ଛାଦିତ (frozen), ସମ୍ପୁର୍ଣ୍ଣ ବା ଆଂଶିକ ଭାବରେ ବିକ୍ରୟ ହୁଏ ଓ ଏହା ଏକ ସାଧାରଣ ଫାସ୍ଟ ଫୁଡ୍ (fast food) ଭାବରେ ୟୁରୋପ ଓ ଉତ୍ତର ଆମେରିକାରେ ପରିଚିତ ।[୬] ଏହାକୁ ରାନ୍ଧିବା ନିମନ୍ତେ ବିଭିନ୍ନ ପ୍ରକାରର ଓଭେନ ଥାଏ । ପିଜା ଭଳି ସମାନ ଧରଣର ସାମଗ୍ରୀ ନେଇ ଅନ୍ୟ ରକମର ଖାଦ୍ୟ ତିଆରି ହେଉଛି ଯାହାକୁ କାଲଜୋମ (calzone) ଓ ସ୍ଟ୍ରୋମ୍ବୋଲି (stromboli) କୁହାଯାଏ ।
ଗ୍ୟଲେରୀ
[ସମ୍ପାଦନା]ପଦ୍ଧତି ଫଟୋ ସହିତ -
- Step 1: Prepare a bowl of warm water, eggs, sugar and yeast. Let sit for 10 minutes.
- Step 2: Mix with flour, salt, and water.
- Step 3: Use your hands to knead the dough
- Step 4: Knead until smooth and make round balls about 5" in diameter.
- Step 5: Coat with olive oil and place in large bowl. Cover with kitchen wrap and let sit for an hour.
- Step 6: Make your dough into the shape of a pie.
- Step 7: Put your choice of topping onto it.
- Step 8: Use an oven to cook it at 450°F.
ବିଭିନ୍ନ ପ୍ରକାରର ପିଜା-
- Pepperoni pizza
- Spinach pizza, Turin, Italy
- A "Crow's Nest" pizza.
- Peperoni pizza, Quito
- basil and mozzarella
- Pesto
- BBQ
- Hawaiian pizza
ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;MartinMaidenନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Miller, Hanna (April–May 2006). "American Pie". American Heritage Magazine. Retrieved 4 May 2012.
- ↑ Official Journal of the European Union, Commission regulation (EU) No 97/2010, 5 February 2010
- ↑ International Trademark Association, European Union: Pizza napoletana obtains "Traditional Speciality Guaranteed" status Archived 2014-08-19 at the Wayback Machine., 1 April 2010
- ↑ "Associazione Verace Pizza Napoletana (AVPN)". Retrieved 2 January 2015.
- ↑ Baofu, P. (2013). The Future of Post-Human Culinary Art: Towards a New Theory of Ingredients and Techniques. Cambridge Scholars Publisher. p. 281. ISBN 978-1-4438-4484-0.