ପିରଫେନିଡନ
Appearance
(Pirfenidoneରୁ ଲେଉଟି ଆସିଛି)
Clinical data | |
---|---|
Trade names | Esbriet, Pirespa, Etuary, others |
AHFS/Drugs.com | monograph |
MedlinePlus | a615008 |
data |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Protein binding | 50–58%[୧] |
Metabolism | Hepatic (70–80% CYP1A2-mediated; minor contributions from CYP2C9, CYP2C19, CYP2D6 and CYP2E1)[୧] |
Elimination half-life | 2.4 hours[୧] |
Excretion | Urine (80%)[୧] |
Identifiers | |
| |
ECHA InfoCard | 100.150.129 |
Chemical and physical data | |
Formula | C12H11NO |
Molar mass | ୧୮୫.୨୩ g·mol−1 |
3D model (JSmol) | |
Solubility in water | 10 mg/mL (20 °C) |
| |
| |
(verify) |
ପିରଫେନିଡନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପିରେସ୍ପା, ହେଉଛି ଏକ ଔଷଧ ଯାହା ଇଡିଓପାଥିକ୍ ଫୁସଫୁସ ଫାଇବ୍ରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ସାମାନ୍ୟରୁ ମଧ୍ୟମ ରୋଗ ପାଇଁ ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ରାସ, ଥକାପଣ, ବୁକୁଜ୍ୱାଳା, ମୁଣ୍ଡବିନ୍ଧା ଏବଂ ଆତପଦାହ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ।[୪] ଗର୍ଭାବସ୍ଥାରେ ଦେଲେ ସୁରକ୍ଷା ସ୍ପଷ୍ଟ ନୁହେଁ ।[୫] ଏହା କିପରି କାମ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, ତଥାପି ଏହା ଫାଇବ୍ରୋବ୍ଲାଷ୍ଟର ଉତ୍ପାଦନକୁ ହ୍ରାସ କରିଥାଏ ।[୨]
୨୦୧୧ ମସିହାର ୟୁରୋପରେ ଏବଂ ୨୦୧୪ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ପିରଫେନିଡନ ବ୍ୟବହାର ହୋଇଥିଲା।[୨][୪] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ମସିହାର ପ୍ରାୟ ୨୦୦୦ପାଉଣ୍ଡ ଥିଲା ।[୩]
ଯୁକ୍ତରାଷ୍ଟ୍ରରେ ସେହି ପରିମାଣର ଔଷଧ ଖର୍ଚ୍ଚ ପ୍ରାୟ ୯୯୦୦ ଡଲାର ଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Esbriet 267 mg hard capsules". electronic Medicines Compendium. Intermune UK & I Ltd. 3 January 2014. Archived from the original on 12 October 2013. Retrieved 6 March 2014.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Esbriet". Archived from the original on 24 November 2020. Retrieved 28 October 2021.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 314. ISBN 978-0857114105.
- ↑ ୪.୦ ୪.୧ "Pirfenidone Monograph for Professionals". Drugs.com (in ଇଂରାଜୀ). Archived from the original on 21 June 2020. Retrieved 28 October 2021.
- ↑ "Pirfenidone (Esbriet) Use During Pregnancy". Drugs.com (in ଇଂରାଜୀ). Archived from the original on 27 January 2021. Retrieved 28 October 2021.
- ↑ "Esbriet Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 28 October 2021.