Jump to content

ପିରଫେନିଡନ

ଉଇକିପିଡ଼ିଆ‌ରୁ
ପିରଫେନିଡନ
Clinical data
Trade namesEsbriet, Pirespa, Etuary, others
AHFS/Drugs.commonograph
MedlinePlusa615008
data
Routes of
administration
By mouth
Legal status
Legal status
  • UK: POM (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Protein binding50–58%[୧]
MetabolismHepatic (70–80% CYP1A2-mediated; minor contributions from CYP2C9, CYP2C19, CYP2D6 and CYP2E1)[୧]
Elimination half-life2.4 hours[୧]
ExcretionUrine (80%)[୧]
Identifiers
  • 5-Methyl-1-phenylpyridin-2-one
ECHA InfoCard100.150.129 Edit this at Wikidata
Chemical and physical data
FormulaC12H11NO
Molar mass୧୮୫.୨୩ g·mol−1
3D model (JSmol)
Solubility in water10 mg/mL (20 °C)
  • CC1=CN(C(=O)C=C1)C2=CC=CC=C2
  • InChI=1S/C12H11NO/c1-10-7-8-12(14)13(9-10)11-5-3-2-4-6-11/h2-9H,1H3
  • Key:ISWRGOKTTBVCFA-UHFFFAOYSA-N
  (verify)

ପିରଫେନିଡନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପିରେସ୍ପା, ହେଉଛି ଏକ ଔଷଧ ଯାହା ଇଡିଓପାଥିକ୍ ଫୁସଫୁସ ଫାଇବ୍ରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ସାମାନ୍ୟରୁ ମଧ୍ୟମ ରୋଗ ପାଇଁ ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ରାସ, ଥକାପଣ, ବୁକୁଜ୍ୱାଳା, ମୁଣ୍ଡବିନ୍ଧା ଏବଂ ଆତପଦାହ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ।[୪] ଗର୍ଭାବସ୍ଥାରେ ଦେଲେ ସୁରକ୍ଷା ସ୍ପଷ୍ଟ ନୁହେଁ ।[୫] ଏହା କିପରି କାମ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ, ତଥାପି ଏହା ଫାଇବ୍ରୋବ୍ଲାଷ୍ଟର ଉତ୍ପାଦନକୁ ହ୍ରାସ କରିଥାଏ ।[୨]

୨୦୧୧ ମସିହାର ୟୁରୋପରେ ଏବଂ ୨୦୧୪ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ପିରଫେନିଡନ ବ୍ୟବହାର ହୋଇଥିଲା।[୨][୪] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ଖର୍ଚ୍ଚ ୨୦୨୧ ମସିହାର ପ୍ରାୟ ୨୦୦୦ପାଉଣ୍ଡ ଥିଲା ।[୩]

ଯୁକ୍ତରାଷ୍ଟ୍ରରେ ସେହି ପରିମାଣର ଔଷଧ ଖର୍ଚ୍ଚ ପ୍ରାୟ ୯୯୦୦ ଡଲାର ଥିଲା ।[୬]

  1. 1 2 3 4 "Esbriet 267 mg hard capsules". electronic Medicines Compendium. Intermune UK & I Ltd. 3 January 2014. Archived from the original on 12 October 2013. Retrieved 6 March 2014.
  2. 1 2 3 4 5 "Esbriet". Archived from the original on 24 November 2020. Retrieved 28 October 2021.
  3. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 314. ISBN 978-0857114105.
  4. 1 2 "Pirfenidone Monograph for Professionals". Drugs.com (in ଇଂରାଜୀ). Archived from the original on 21 June 2020. Retrieved 28 October 2021.
  5. ↑ "Pirfenidone (Esbriet) Use During Pregnancy". Drugs.com (in ଇଂରାଜୀ). Archived from the original on 27 January 2021. Retrieved 28 October 2021.
  6. ↑ "Esbriet Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 28 October 2021.