ପିଫ୍ଲୁଫୋଲାଷ୍ଟାଟ୍ ଏଫ-୧୮
| Clinical data | |
|---|---|
| Trade names | Pylarify |
| Synonyms | 18F-DCFPyL |
| data | |
| Routes of administration | Intravenous |
| Legal status | |
| Legal status | |
| Chemical and physical data | |
| Formula | C18H23[18F]N4O8 |
| Molar mass | 441.4 g/mol |
| 3D model (JSmol) | |
| |
| |
ପିଫ୍ଲୁଫୋଲାଷ୍ଟାଟ୍ ଏଫ-୧୮ (ଇଂରାଜୀ ଭାଷାରେ Piflufolastat F-18), ବିକ୍ରୟ ନାମ ପାଇଲାରିଫି, ହେଉଛି ଏକ ରେଡିଓଆକ୍ଟିଭ୍ ଡାଇଗ୍ନୋଷ୍ଟିକ୍ ଏଜେଣ୍ଟ ଯାହା ପୋଜିଟ୍ରନ୍ ନିର୍ଗମନ ଟମୋଗ୍ରାଫି (PET) ଇମେଜିଙ୍ଗରେ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ପ୍ରୋଷ୍ଟେଟ୍ କର୍କଟ ପ୍ରତିଛବି କରିବା ପାଇଁ ବ୍ୟବହୃତ ହୁଏ ଯାହା ପ୍ରୋଷ୍ଟେଟ୍-ନିର୍ଦ୍ଦିଷ୍ଟ ମେମ୍ବ୍ରେନ୍ ଆଣ୍ଟିଜେନର (PSMA) ବିସ୍ତାର କିମ୍ବା ପୁନରାବୃତ୍ତି ଖୋଜିବା ପାଇଁ ସକରାତ୍ମକ ଅଟେ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ | [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପରିବର୍ତ୍ତିତ ସ୍ୱାଦ ଏବଂ ଥକାପଣ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ବିକିରଣ ପ୍ରଭାବିତ ହୋଇପାରେ ।[୧]
୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପିଫ୍ଲୁଫୋଲାଷ୍ଟାଟ ଏଫ-୧୮କୁ ଅନୁମୋଦନ କରାଯାଇଥିଲା ।[୧] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ଯୁକ୍ତରାଜ୍ୟରେ ଅନୁମୋଦିତ ହୋଇ ନଥିଲା ।[୨]