ପାଇ ଦିବସ
ପାଇ ଦିବସ Pi Day | |
---|---|
ପାଳନକାରୀ | Worldwide |
ବିଶେଷତା | 3, 1, and 4 are the three most significant figures of π |
ପାଳନ | Pie eating, discussions about π[୧] |
ତାରିଖ | March 14 |
Next time | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । |
ପୁନଃପୌନିକତା | annual |
ସମ୍ପର୍କିତ | Pi Approximation Day |
ଗାଣିତିକ ସ୍ଥିରାଙ୍କ π |
---|
ବ୍ୟବହାର |
ଧର୍ମ |
ମାନ |
ବ୍ୟାକ୍ତିତ୍ବ |
ଇତିହାସ |
Related topics |
ଗାଣିତିକ ସ୍ଥିରାଙ୍କ π (ପାଇ) ଉପଲକ୍ଷେ ପାଳନ କରାଯାଉଥିବା ବାର୍ଷିକ ଉତ୍ସବକୁ ପାଇ ଦିବସ କୁହାଯାଏ । ଏହା ମାର୍ଚ୍ଚ ୧୪ରେ ( ମାସ /ତାରିଖ ଫର୍ମାଟରେ ୩/୧୪ ) ପାଳନ କରାଯାଏ, କାରଣ ଦଶତମିକ ପଦ୍ଧତିରେ ୩, ୧ ଓ ୪ πର ତିନୋଟି ଗୁରୁତ୍ତ୍ୱପୂର୍ଣ୍ଣ ସଂଖ୍ୟା ଅଟେ ।
ପାଇ ଆପ୍ରୋକ୍ସିମେସନ୍ ଦିବସ ( Pi Approximation Day ) ଜୁଲାଇ ୨୨ରେ ( ଦିନ /ମାସ ଫର୍ମାଟରେ ୨୨/୭ ) ପାଳନ କରାଯାଏ, କାରଣ ୨୨⁄୭ ଭଗ୍ନାଂଶଟି Π ପାଇଁ ସବୁଠାରୁ ସାଧାରଣ ଅନୁମାନ (ଆପ୍ରୋକ୍ସିମେସନ୍) ଅଟେ ।[୨]
ଇତିହାସ
[ସମ୍ପାଦନା]ସରକାରୀ ସୂତ୍ର ଅନୁସାରେ ମିଳୁଥିବା ତଥ୍ୟ ଅନୁଯାୟୀ ସର୍ବପ୍ରଥମ ଜଣାଶୁଣା ପାଇ ଉତ୍ସବ ୧୯୪୯ ମସିହାରେ ସାନ ଫ୍ରାନ୍ସିସ୍କୋସ୍ଥ ଏକ ଏକ୍ସୋରାଟୋରିୟମରେ( ବିଜ୍ଞାନ ମ୍ୟୁଜିୟମ) ଲ୍ୟାରି ଶଙ୍କଦ୍ୱାରା ଆୟୋଜିତ ହୋଇଥିଲା, ଯେଉଁଠାରେ କି ଶ ଜଣେ ପଦାର୍ଥ ବିଜ୍ଞାନୀ ଭାବରେ କାର୍ଯ୍ୟ କରିଥିଲେ ।
ମାର୍ଚ୍ଚ ୧୨, ୨୦୦୯ରେ, ଆମେରିକା ଲୋକ ସଭାରେ ଏକ ଅଣ-ବାଧ୍ୟତାମୂଳକ ସଂକଳ୍ପ (111 H. Res। 224) ପାରିତ ହେଲା ୟେଉଁଥିରେ କି ମାର୍ଚ୍ଚ ୧୪, ୨୦୦୯କୁ ଜାତୀୟ ପାଇ ଦିବସ ଭାବରେ ମାନ୍ୟତା ଦିଆଗଲା । ପାଇ ଦିବସ ୨୦୧୦ ପାଇଁ, ଗୁଗୁଲ ଏକ ଗୁଗୁଲ୍ ଡୁଡଲ୍ ଉପସ୍ଥାପନ କରିଥିଲା ଯେଉଁଥିରେ ଗୁଗୁଲ ସର୍କଲ ଏବଂ ପାଇ ପ୍ରତୀକଗୁଡ଼ିକର ଚିତ୍ର ଉପରେ ରଖିଥିଲା ।
ପାଳନ
[ସମ୍ପାଦନା]ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Landau, Elizabeth (2010-03-12). "On Pi Day, one number 'reeks of mystery'", CNN. Retrieved on 2010-03-14 from http://www.cnn.com/2010/TECH/03/12/pi.day.math/index.html.
- ↑ "Pi Approximation Day is celebrated today". Today In History. Verizon Foundation. Archived from the original on 2010-12-01. Retrieved 2011-01-30.