ପାଇ ଦିବସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପାଇ ଦିବସ
Pi Day
Prince-of-pi.jpg
Larry Shaw, the organizer of the first Pi Day celebration at the Exploratorium in San Francisco
ପାଳନକାରୀ Worldwide
ବିଶେଷତା 3, 1, and 4 are the three most significant figures of π
ପାଳନ Pie eating, discussions about π[୧]
ତାରିଖ March 14
Next time ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "�" ।
ପୌନଃପୁନିକତା annual
ସମ୍ପର୍କିତ Pi Approximation Day
Pi Pie at Delft University
Pi Pie at Delft University

ଗାଣିତିକ ସ୍ଥିରାଙ୍କ π (ପାଇ) ଉପଲକ୍ଷେ ପାଳନ କରାଯାଉଥିବା ବାର୍ଷିକ ଉତ୍ସବକୁ ପାଇ ଦିବସ କୁହାଯାଏ । ଏହା ମାର୍ଚ୍ଚ ୧୪ରେ ( ମାସ /ତାରିଖ ଫର୍ମାଟରେ ୩/୧୪ ) ପାଳନ କରାଯାଏ, କାରଣ ଦଶତମିକ ପଦ୍ଧତିରେ ୩, ୧ ଓ ୪ πର ତିନୋଟି ଗୁରୁତ୍ତ୍ୱପୂର୍ଣ୍ଣ ସଂଖ୍ୟା ଅଟେ ।

ପାଇ ଆପ୍ରୋକ୍‌ସିମେସନ୍ ଦିବସ ( Pi Approximation Day ) ଜୁଲାଇ ୨୨ରେ ( ଦିନ /ମାସ ଫର୍ମାଟରେ ୨୨/୭ ) ପାଳନ କରାଯାଏ, କାରଣ ୨୨ ଭଗ୍ନାଂଶଟି Π ପାଇଁ ସବୁଠାରୁ ସାଧାରଣ ଅନୁମାନ (ଆପ୍ରୋକ୍‌ସିମେସନ୍) ଅଟେ ।[୨]

ଇତିହାସ[ସମ୍ପାଦନା]

ପାଳନ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Landau, Elizabeth (2010-03-12). "On Pi Day, one number 'reeks of mystery'", CNN. Retrieved on 2010-03-14 from http://www.cnn.com/2010/TECH/03/12/pi.day.math/index.html.
  2. "Pi Approximation Day is celebrated today.". Today In History. Verizon Foundation. Retrieved 2011-01-30. 

ବାହାର ଲିଙ୍କ[ସମ୍ପାଦନା]