କଲମ

ଉଇକିପିଡ଼ିଆ‌ରୁ
(Penରୁ ଲେଉଟି ଆସିଛି)
ଏକ କଲମ
A Luxury ballpoint pen

କଲମ କହିଲେ ସାଧାରଣତଃ ଏକ ଲେଖନୀକୁ ବୁଝାଇଥାଏ । ଏହି ଲେଖନୀଦ୍ୱାରା କାଗଜ ବା ସେହିଭଳି କିଛି ଜିନିଷ ଉପରେ ଲେଖିହୁଏ ବା କିଛି ଚିହ୍ନ କରିହୁଏ ।[୧]

ଇତିହାସ[ସମ୍ପାଦନା]

ପୂର୍ବ କାଳରେ ଲୋକମାନେ ଏକ ଟାଣ ଧାତୁ ସାହାଯ୍ୟରେ ତାଳ ପତ୍ରରେ ଲେଖୁଥିଲେ । ଏହା ପରେ ପରେ ମୟୁର ପର ଓ ଦୁଆତରେ ଲେଖିବା ଆରମ୍ଭ କଲେ । ମୟୁର ପର ପରିବର୍ତେ କିଛିଦିନ ପରେ ଏକ ଲେଖନୀ ଯେଉଁଥିରେ କିଛି କାଳି ବା ଦୁଆତ ଭରା ଯାଇପାରିବ ତାହା ବ୍ୟବହାର କରାଗଲା । ଏହାକୁ ଫାଉଣ୍ଟେନ ପେନ କୁହାଯାଉଥିଲା । ଏହାପରେ ଆଧୁନିକ ଯୁଗର କଲମର ଉଦ୍ଭାବନ ହେଲା ।୧୭୭୦ ମସିହାରେ ସାର ଜୋସେପ ପରିସେଟଲି ବଲ ପଏଣ୍ଟ କଲମ ଉଦ୍ଭାବନ କଲେ।

କଲମର ତିଆରି ପରେ ପରେ ପେନସିଲର ଉଦଭାବନ ହେଲା

ପ୍ରକାର[ସମ୍ପାଦନା]

ବିଭିନ୍ନ ପ୍ରକାରର କଲମ ଦେଖିବାକୁ ମିଳିଥାଏ ।

ଏହା ଜେଲ କଲମ ଓ ବଲ ପଏଣ୍ଟ ଭାବରେ ମିଲିଥାଏ।

ଆଧାର[ସମ୍ପାଦନା]

  1. http://www.merriam-webster.com/dictionary/pen

ଆହୁରି ପଢ଼ନ୍ତୁ[ସମ୍ପାଦନା]