କଲମ


କଲମ କହିଲେ ସାଧାରଣତଃ ଏକ ଲେଖନୀକୁ ବୁଝାଇଥାଏ । ଏହି ଲେଖନୀଦ୍ୱାରା କାଗଜ ବା ସେହିଭଳି କିଛି ଜିନିଷ ଉପରେ ଲେଖିହୁଏ ବା କିଛି ଚିହ୍ନ କରିହୁଏ ।[୧]
ଇତିହାସ[ସମ୍ପାଦନା]
ପୂର୍ବ କାଳରେ ଲୋକମାନେ ଏକ ଟାଣ ଧାତୁ ସାହାଯ୍ୟରେ ତାଳ ପତ୍ରରେ ଲେଖୁଥିଲେ । ଏହା ପରେ ପରେ ମୟୁର ପର ଓ ଦୁଆତରେ ଲେଖିବା ଆରମ୍ଭ କଲେ । ମୟୁର ପର ପରିବର୍ତେ କିଛିଦିନ ପରେ ଏକ ଲେଖନୀ ଯେଉଁଥିରେ କିଛି କାଳି ବା ଦୁଆତ ଭରା ଯାଇପାରିବ ତାହା ବ୍ୟବହାର କରାଗଲା । ଏହାକୁ ଫାଉଣ୍ଟେନ ପେନ କୁହାଯାଉଥିଲା । ଏହାପରେ ଆଧୁନିକ ଯୁଗର କଲମର ଉଦ୍ଭାବନ ହେଲା ।୧୭୭୦ ମସିହାରେ ସାର ଜୋସେପ ପରିସେଟଲି ବଲ ପଏଣ୍ଟ କଲମ ଉଦ୍ଭାବନ କଲେ।
କଲମର ତିଆରି ପରେ ପରେ ପେନସିଲର ଉଦଭାବନ ହେଲା
ପ୍ରକାର[ସମ୍ପାଦନା]
ବିଭିନ୍ନ ପ୍ରକାରର କଲମ ଦେଖିବାକୁ ମିଳିଥାଏ ।
ଏହା ଜେଲ କଲମ ଓ ବଲ ପଏଣ୍ଟ ଭାବରେ ମିଲିଥାଏ।
ଆଧାର[ସମ୍ପାଦନା]
- ↑ http://www.merriam-webster.com/dictionary/pen
ଆହୁରି ପଢ଼ନ୍ତୁ[ସମ୍ପାଦନା]

ଉଇକି କଥାରେ Pens ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି

pen ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।